ETV Bharat / bharat

TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ TOP NEWS 9 AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 20, 2022, 9:00 AM IST

Updated : Oct 20, 2022, 9:08 AM IST

1.Cyclone Sitrang: ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି

ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଶେଷ କରି ସ୍ୱାସ୍ଥ୍ୟ ବିଭାଗ ବାତ୍ୟା ସିତ୍ରଙ୍ଗ ନେଇ ପ୍ରସ୍ତୁତି ଆରମ୍ଭ କରିଛି ।

2.ସର୍ବକାଳୀନ ରେକର୍ଡ ହ୍ରାସ, ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୩

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟରେ ସର୍ବକାଳୀନ ରେକର୍ଡ ହ୍ରାସ । ଗୋଟିଏ ଡଲାର ମୂଲ୍ୟ ୮୩.୦୧ ଟଙ୍କା ।

3.ଓଡିଶା PMAY ଅର୍ବାନ ପୁରସ୍କାରରେ ସମ୍ମାନିତ

ଓଡିଶା ମର୍ଯ୍ୟାଦାଜନକ ପିଏମଏୱାଇ ଅର୍ବାନ ପୁରସ୍କାରରେ ସମ୍ମାନିତ । ଶ୍ରେଷ୍ଠ ନୀତିଗତ ପଦକ୍ଷେପ ପାଇଁ ଓଡିଶାକୁ ମିଳିଛି ଏହି ସମ୍ମାନ ।

4.UP ଯାଏଁ ଲମ୍ବିଛି ଚୀନି ଠକଙ୍କ ହାତ, ଖାତାଧାରୀଙ୍କ ଅଗୋଚରରେ କରିଛନ୍ତି ଦେଢ କୋଟିର କାରବାର

ଉତ୍ତର ପ୍ରଦେଶ ଗୋରଖପୁରର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ପ୍ରାୟ ଦେଢ କୋଟିର କାରବାର କରିଛନ୍ତି ଦୁଇ ଚୀନ ଠକ । ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ କଲା ପୋଲିସ ।

5.ବାଲିଯାତ୍ରା ପ୍ଲଟ ବୁକିଂ ପାଇଁ ନିଲାମ ପ୍ରକ୍ରିୟାରେ ଅନିୟମିତତା !

ବାଲିଯାତ୍ରା ପ୍ଲଟ ବୁକିଂ ପାଇଁ ବୁଧବାର ଠାରୁ ଆରମ୍ଭ ହୋଇଛି ନିଲାମ ପ୍ରକ୍ରିୟା । ପଞ୍ଜିକରଣ କରିଥିବା ବ୍ୟବସାୟୀ ମାନେ ଏହି ନିଲାମ ପ୍ରକ୍ରିୟାରେ ସାମିଲ ହେଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କରିଛନ୍ତି ବ୍ୟବସାୟୀ । ଏହି ପ୍ରକ୍ରିୟାରେ ଯଦି ଗୋଟିଏ ପ୍ଲଟ ପାଇଁ ଜଣେ ବ୍ୟବସାୟୀ ରହିଥାନ୍ତି ତେବେ, ନିଲାମ ହେବ ନାହିଁ ।

6.ବନ୍ୟା କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଚଳିତ ବର୍ଷ ରାଜ୍ୟରେ ବନ୍ୟା ଓ ଲଗାଣ ବର୍ଷା ଯୋଗୁଁ ମତ୍ସ୍ୟଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ଏହି କ୍ଷତିଗ୍ରସ୍ତ ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ।

7.ଧାନକ୍ଷେତ ମୁହାଁ ଜଙ୍ଗଲୀ ବାରହା, ପାଳି କରି ଜଗୁଛନ୍ତି ଗ୍ରାମବାସୀ

ଆଖିରୁ ନିଦ ହଜାଇଛି ବାରହା । ଧାନ କ୍ଷେତ ଜଗିବା ପାଇଁ ସାରାରାତି ଉଜାଗର ରହୁଛି ଚାଷୀ । ଧାନ ବିଲରେ ମଞ୍ଚା ବାନ୍ଧି ଚଷାପୁଅ ଫସଲ ଜଗୁଛି ।

8.ମିଳିଲାନି ଆମ୍ବୁଲାନ୍ସ, ନିଜ ଛୁଆର ମୃତଦେହକୁ ଗାଡି ଡିକିରେ ରଖି କଲେକ୍ଟରଙ୍କ ଦ୍ୱାରସ୍ଥ ହେଲା ବାପା

ଆମ୍ବୁଲାନ୍ସ ନମିଳିବାରୁ ନିଜ ଛୁଆର ମୃତଦେହକୁ ଗାଡି ଡିକିରେ ରଖି କଲେକ୍ଟର ଅଫିସ ଗଲା ବାପା । ମଧ୍ୟ ପ୍ରଦେଶର ସିଙ୍ଗରୌଲି ଜିଲ୍ଲାରେ ଦେଖାଦେଇଛି ଏଭଳି ଲୋମଟାଙ୍କୁରା ଦୃଶ୍ୟ ।

9.T20 World Cup : ୩୧ ରନରେ ଜିମ୍ବାୱେକୁ ହରାଇଲା ୱେଷ୍ଟଇଣ୍ଡିଜ

୩୧ ରନରେ ଜିମ୍ବାୱେକୁ ହରାଇଲା ୱେଷ୍ଟଇଣ୍ଡିଜ । T20 ବିଶ୍ବକପରେ ଆଜି ଅଷ୍ଟମ ଗୃପ ପର୍ଯ୍ୟାୟ ମ୍ୟାଚରେ ୱେଷ୍ଟଇଣ୍ଡିଜ ଏବଂ ଜିମ୍ବାୱେ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଜିମ୍ବାୱେ ୩୧ ରନରେ ପରାସ୍ତ କରି ବିଜୟ ଲାଭ କରିଛି ୱେଷ୍ଟଇଣ୍ଡିଜ ।

10.ବ୍ରହ୍ମାସ୍ତ୍ରକୁ ପଛରେ ପକାଇଲା ପୋନିୟିନ୍ ସେଲଭନ, 500 କୋଟି ବଜେଟର ଫିଲ୍ମ ପୋନିୟିନ୍ ସେଲଭାନ୍‌

ବ୍ରହ୍ମାସ୍ତ୍ରକୁ ପଛରେ ପକାଇଲା ପୋନିୟିନ୍ ସେଲଭନ । 500 କୋଟି ବଜେଟର ଫିଲ୍ମ ପୋନିୟିନ୍ ସେଲଭାନ୍‌ । ତାମିଲ ଚଳଚ୍ଚିତ୍ର ପୋନିୟିନ୍ ସେଲଭାନ୍: ପାର୍ଟ -1 ଓ୍ବାର୍ଲ୍ଡ ଓ୍ବାଇଡ୍‌ ବକ୍ସ ଅଫିସରେ ବଲିଉଡ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରକୁ ରୋଜଗାରରେ ପଛରେ ପକାଇ ଦେଇଛି ।

Last Updated : Oct 20, 2022, 9:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.