ETV Bharat / bharat

INDIA CORONA: ଦିନକରେ 31, 443 ସଂକ୍ରମିତ ଚିହ୍ନଟ, 2020 ମୃତ

author img

By

Published : Jul 13, 2021, 12:33 PM IST

ଗତ 24 ଘଣ୍ଟାରେ ଦେଶରେ 31 ହଜାର 443 ନୂଆ ଆକ୍ରାନ୍ତ ଚିହ୍ନଟ, 2020 ମୃତ । ଅଧିକ ପଢନ୍ତୁ...

INDIA CORONA: ଦିନକରେ 31, 443 ସଂକ୍ରମିତ ଚିହ୍ନଟ, 2020 ମୃତ
INDIA CORONA: ଦିନକରେ 31, 443 ସଂକ୍ରମିତ ଚିହ୍ନଟ, 2020 ମୃତ

ନୂଆଦିଲ୍ଲୀ: ଦେଶରେ କ୍ରମଶଃ ତଳମୁହାଁ ହେଉଛି କୋରୋନା ଗ୍ରାଫ । ଗତ 24 ଘଣ୍ଟାରେ ଦେଶରେ 31 ହଜାର 443 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଦେଶରେ 118 ଦିନ ପରେ ସବୁଠାରୁ କମ୍ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 3କୋଟି 63 ହଜାର 720ରେ ପହଞ୍ଚିଲ ।

ସେହିପରି ଆଜି ଦେଶରେ 2020 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 4ଲକ୍ଷ 10 ହଜାର 784କୁ ବୃଦ୍ଧି ପାଇଛି । । ଏନେଇ ସ୍ବାସ୍ଥ୍ୟମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.