ETV Bharat / bharat

ପଞ୍ଜାବରେ ଟ୍ରେନ ଧକ୍କାରେ 3 ଶିଶୁ ମୃତ, ଜଣେ ଗୁରୁତର

author img

By

Published : Nov 27, 2022, 10:53 PM IST

ଟ୍ରେନ ଧକ୍କାରେ 3 ଶିଶୁଙ୍କ ମୃତ୍ୟୁ (Three children dead in a train accident in punjab)। ଅନ୍ୟ ଜଣେ ଗୁରୁତର । ଅଧିକ ପଢନ୍ତୁ

ପଞ୍ଜାବରେ ଟ୍ରେନ ଧକ୍କାରେ 3 ଶିଶୁ ମୃତ, ଜଣେ ଗୁରୁତର
ପଞ୍ଜାବରେ ଟ୍ରେନ ଧକ୍କାରେ 3 ଶିଶୁ ମୃତ, ଜଣେ ଗୁରୁତର

ଚଣ୍ଡିଗଡ: ପଞ୍ଜାବ କିରତାରପୁର ସାହିବରେ ଟ୍ରେନ ଧକ୍କାରେ 3ଶିଶୁଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଶିଶୁ ଗୁରୁତର ଆହତ ହୋଇ ଅଳ୍ପକେ ବର୍ତ୍ତିଯାଇଛି (Three children dead in a train accident in punjab) । ଶିଶୁମାନେ କୌଣସି କାରଣରୁ ଟ୍ରେନ ଲାଇନ ଉପରକୁ ଆସିଥିବା ବେଳେ ହଠାତ ଟ୍ରେନ ଆସିଥିଲା । 4 ଶିଶୁଙ୍କୁ ଧକ୍କା ଦେଇଥିଲା ଟ୍ରେନ ।

  • Kirtarpur Sahib, Punjab | Three children dead, one injured in a train accident

    2 children died on spot. One died on way to hospital. 4th one is being treated. Children had come here to eat berries off trees & did not realise a train was approaching them: ASI GRP, Jagjit Singh pic.twitter.com/SWZQQ0f2bu

    — ANI (@ANI) November 27, 2022 " class="align-text-top noRightClick twitterSection" data=" ">

ଘଟଣାସ୍ଥଳରେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ହସ୍ପିଟାଲ ନେବା ସମୟରେ ଆଉ ଜଣେ ଶିଶୁର ମୃତ୍ୟୁ ହୋଇଥିଲା (Three children dead in a train accident in punjab)। ମୋଟ 3 ଶିଶୁଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଶିଶୁ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛି । ସ୍ଥାନୀୟ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.