ETV Bharat / bharat

କାର-ଟ୍ରକ ମୁହାଁମୁହିଁ ଧକ୍କା: ଜୀବନ୍ତ ଜଳିଗଲେ 3 ଯାତ୍ରୀ

ଆନ୍ଧ୍ର ପ୍ରଦେଶର ପ୍ରକାଶମ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର-ଲରି ମୁହାଁମୁହିଁ ଧକ୍କା ହେବା ପରେ କାର ସହ ଜଳିଗଲେ 3 ଯାତ୍ରୀ । ଅଧିକ ପଢନ୍ତୁ

author img

By

Published : May 17, 2022, 8:51 PM IST

କାର-ଟ୍ରକ ମୁହାଁମୁହିଁ ଧକ୍କା: ଜୀବନ୍ତ ଜଳିଗଲେ 3 ଯାତ୍ରୀ
କାର-ଟ୍ରକ ମୁହାଁମୁହିଁ ଧକ୍କା: ଜୀବନ୍ତ ଜଳିଗଲେ 3 ଯାତ୍ରୀ

ଅମରାବତୀ: ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ମକରପୁରମ ଜୋନ ନିକଟବର୍ତ୍ତୀ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 3ଜଣ ପ୍ରାଣ ହରାଇଛନ୍ତି । ଏକ ଲରି-କାର ମଧ୍ୟରେ ମୁହାଁମୁହିିଁ ଧକ୍କା ହେବା ଫଳରେ କାରରେ ନିଆଁ ଲାଗିଯାଇଛି । ଏଥିରେ ଥିବା 3ଯାତ୍ରୀ ଘଟଣାସ୍ଥଳରେ ଜୀବନ୍ତ ଜଳି ଯାଇଛନ୍ତି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ସୁଦ୍ଧା 3 ଯାତ୍ରୀଙ୍କ ସହ ସମ୍ପୂର୍ଣ୍ଣ କାରଟି ଜଳିଯାଇଛି ।

ମୃତକମାନେ ଚିତୋର ଜିଲ୍ଲାର ବାସିନ୍ଦା ବୋଲିି ପ୍ରଥାମିକ ଭାବେ ଜଣାପଡିଛି । ତେବେ ମୃତକଙ୍କ ପରିଚୟ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇପାରିନାହିଁ । ଏକ ଅପମୃତ୍ୟୁ ମାମଲା ରୁଜୁ କରି ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି । କାରଟି ରାସ୍ତା ଉପରେ ଜଳୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.