ETV Bharat / bharat

ବାରମୁଲାରେ ମଦ ଦୋକାନ ଉପରେ ଗ୍ରେନେଡ ମାଡ: ଜଣେ ମୃତ, 4 ଆହତ

author img

By

Published : May 17, 2022, 10:33 PM IST

ବାରାମୁଲ୍ଲାରେ ମଦ ଦୋକାନକୁ ଗ୍ରେନେଡ ଫିଙ୍ଗିଲେ ଆତଙ୍କୀ । ଜଣେ ମୃତ, 4 ଆହତ । ସର୍ଚ୍ଚ ଅପରେସନ ଜାରି । ଅଧିକ ପଢନ୍ତୁ

ବାରମୁଲାରେ ମଦ ଦୋକାନ ଉପରେ ଗ୍ରେନେଡ ମାଡ: ଜଣେ ମୃତ,4 ଆହତ

ଶ୍ରୀନଗର: କାଶ୍ମୀରର ବାରାମୁଲ୍ଲାରେ ନୂଆ କରି ଖୋଲା ଯାଇଥିବା ମଦ ଦୋକାନ ଉପରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଛନ୍ତି ।

ଏଥିରେ ଜଣେ ପ୍ରାଣ ହରାଇବା ସହ ଅନ୍ୟ 4 ଜଣ ଆହତ ହୋଇଛନ୍ତି । ଆହତମାନେ ଉକ୍ତ ଦୋକାନର କର୍ମଚାରୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ସୁରକ୍ଷାବଳ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.