ETV Bharat / bharat

ବିକ୍ରି ହୋଇଗଲା ନୀଳାଚଳ ଇସ୍ପାତ ! 12100 କୋଟିରେ କିଣିଲା TATA

author img

By

Published : Jan 31, 2022, 3:55 PM IST

Updated : Jan 31, 2022, 4:43 PM IST

ନିଳାଚଳ ଇସ୍ପାତ ନିଗମକୁ କିଣିଲା ଟାଟା ଷ୍ଟିଲ । ୧୨ ହଜାର ୧୦୦ କୋଟି ଟଙ୍କାରେ ଧରିଲା ନିଲାମ । ଅଧିକ ପଢନ୍ତୁ

ନିଳାଚଳ ଇସ୍ପାତ ନିଗମକୁ କିଣିଲା ଟାଟା ଷ୍ଟିଲ
ନିଳାଚଳ ଇସ୍ପାତ ନିଗମକୁ କିଣିଲା ଟାଟା ଷ୍ଟିଲ

ନୂଆଦିଲ୍ଲୀ: ଓଡିଶା ଯାଜପୁର କଳିଙ୍ଗନଗର ସ୍ଥିତ ନିଳାଚଳ ଇସ୍ପାତ ନିଗମକୁ କିଣିଲା ଟାଟା ଷ୍ଟିଲ । ଆଜି (ସୋମବାର) ନିଳାଚଳ ଇସ୍ପାତ ନିଗମର ବିକ୍ରିକୁ ଅନୁମୋଦନ ଦେଇଛନ୍ତି କେନ୍ଦ୍ର ସରକାର ।

ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ଏହି ମଞ୍ଜୁରୀ ପ୍ରଦାନ କରିଥିବା ବେଳେ 12,100 କୋଟି ମୂଲ୍ୟର ଟାଟା ଏହାର ନୂତନା ମାଲିକାନା ନେଇଛି ।

୧୨ ହଜାର ୧୦୦ କୋଟି ଟଙ୍କାରେ ଧରିଲା ନିଲାମ । ନୀଳାଚଳ ଇସ୍ପାତ ନିଗମ ଲି. କାରଖାନାକୁ କିଣିଲା ଟାଟା । ଟାଟାର ସର୍ବାଧିକ ବିଡିଂକୁ ଗ୍ରହଣ କଲା କ୍ୟାବିନେଟ କମିଟି । ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ କମିଟିର ନିଷ୍ପତ୍ତି । ନିଲାମରେ ଭାଗ ନେଇଥିଲେ ଜିନ୍ଦଲ ଓ ଟାଟା କମ୍ପାନି । ୨୦୨୦ ମାର୍ଚ ୩୦ରୁ ବନ୍ଦ ଥିଲା NINL କାରଖାନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 31, 2022, 4:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.