ନୂଆଦିଲ୍ଲୀ: ଓଡିଶା ଯାଜପୁର କଳିଙ୍ଗନଗର ସ୍ଥିତ ନିଳାଚଳ ଇସ୍ପାତ ନିଗମକୁ କିଣିଲା ଟାଟା ଷ୍ଟିଲ । ଆଜି (ସୋମବାର) ନିଳାଚଳ ଇସ୍ପାତ ନିଗମର ବିକ୍ରିକୁ ଅନୁମୋଦନ ଦେଇଛନ୍ତି କେନ୍ଦ୍ର ସରକାର ।
ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ଏହି ମଞ୍ଜୁରୀ ପ୍ରଦାନ କରିଥିବା ବେଳେ 12,100 କୋଟି ମୂଲ୍ୟର ଟାଟା ଏହାର ନୂତନା ମାଲିକାନା ନେଇଛି ।
-
Government approves strategic buyer for Neelachal Ispat Nigam Ltd located in Odisha. The highest bid of Rs12,100 crore by M /s Tata Steel Long Products Ltd is accepted https://t.co/RDfByvp682 pic.twitter.com/b7IHrO11om
— Secretary, DIPAM (@SecyDIPAM) January 31, 2022 " class="align-text-top noRightClick twitterSection" data="
">Government approves strategic buyer for Neelachal Ispat Nigam Ltd located in Odisha. The highest bid of Rs12,100 crore by M /s Tata Steel Long Products Ltd is accepted https://t.co/RDfByvp682 pic.twitter.com/b7IHrO11om
— Secretary, DIPAM (@SecyDIPAM) January 31, 2022Government approves strategic buyer for Neelachal Ispat Nigam Ltd located in Odisha. The highest bid of Rs12,100 crore by M /s Tata Steel Long Products Ltd is accepted https://t.co/RDfByvp682 pic.twitter.com/b7IHrO11om
— Secretary, DIPAM (@SecyDIPAM) January 31, 2022
୧୨ ହଜାର ୧୦୦ କୋଟି ଟଙ୍କାରେ ଧରିଲା ନିଲାମ । ନୀଳାଚଳ ଇସ୍ପାତ ନିଗମ ଲି. କାରଖାନାକୁ କିଣିଲା ଟାଟା । ଟାଟାର ସର୍ବାଧିକ ବିଡିଂକୁ ଗ୍ରହଣ କଲା କ୍ୟାବିନେଟ କମିଟି । ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ କମିଟିର ନିଷ୍ପତ୍ତି । ନିଲାମରେ ଭାଗ ନେଇଥିଲେ ଜିନ୍ଦଲ ଓ ଟାଟା କମ୍ପାନି । ୨୦୨୦ ମାର୍ଚ ୩୦ରୁ ବନ୍ଦ ଥିଲା NINL କାରଖାନା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ