ETV Bharat / bharat

କନ୍ୟା ସଂକ୍ରାନ୍ତି: ଏହି ରାଶିକୁ ଚଳନ କଲେ ରବି, ଜାଣନ୍ତୁ ପଡିବ ପ୍ରଭାବ

କନ୍ୟା ରାଶିରେ ରବି ଚଳନ । ଦେଖନ୍ତୁ କେଉଁ ରାଶିରେ କଣ ରହିଛି ପ୍ରଭାବ ।

author img

By

Published : Sep 17, 2022, 7:01 AM IST

କନ୍ୟା ସଂକ୍ରାନ୍ତି: ଏହି ରାଶିକୁ ଚଳନ କଲେ ରବି, ଜାଣନ୍ତୁ ପଡିବ ପ୍ରଭାବ
କନ୍ୟା ସଂକ୍ରାନ୍ତି: ଏହି ରାଶିକୁ ଚଳନ କଲେ ରବି, ଜାଣନ୍ତୁ ପଡିବ ପ୍ରଭାବ

ମେଷ: ରବିଙ୍କ ଚଳନ ସମୟରେ ମେଷ ରାଶିର ବ୍ୟକ୍ତିମାନେ ସେମାନଙ୍କ ଶତୃମାନଙ୍କ ଉପରେ ଜୟଲାଭ କରିବେ । ଆପଣଙ୍କର ପୂର୍ବରୁ ଥିବା ସ୍ଵାସ୍ଥ୍ୟ ସମସ୍ୟା ଉପଷମ ହେବ । ଏହି ସମୟରେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯିବାର ଅନେକ ସମ୍ଭାବନା ଅଛି । ଆପଣ ନିଜ ଜୀବନରେ ଏପରିକି ପ୍ରେମ କ୍ଷେତ୍ରରେ ମଧ୍ୟ ଦୃଢ଼ ରହିବେ ।

ଉପଚାର: ସୂର୍ଯ୍ୟ ଦେବତାଙ୍କୁ ପ୍ରତିଦିନ ଜଳ ଅର୍ପଣ କରନ୍ତୁ ।

ବୃଷ: କନ୍ୟା ରାଶିରେ ରବିଙ୍କର ଚଳନ ସମୟରେ ଆପଣ ସମ୍ପତ୍ତି କ୍ରୟ କରିବାରେ ସଫଳତା ହୋ‍ଇପାରନ୍ତି | ଆପଣ ନିଜ ଘର ତିଆରି କରିବାର ସମ୍ଭାବନା ଅଛି | ଆୟର ନୂତନ ପନ୍ଥା ମିଳିପାରେ | ଏହି ସମୟରେ ଆପଣଙ୍କର ଶିକ୍ଷା ମଧ୍ୟ ଅଗ୍ରଗତି କରିପାରେ । ଆପଣଙ୍କ ଠାରେ ଭିଷଣ ଜ୍ଞାନର ଉଦ୍ରେକ ହୋଇପାରେ । ସରକାରଙ୍କ ଦ୍ୱାରା ମଧ୍ୟ ଲାଭବାନ ହେବାର ସମ୍ଭାବନା ଅଛି । ଆପଣ ଠିକ ସମୟରେ ଋଣ ପରିଶୋଧ କରିବାର ସମ୍ଭାବନା ଅଛି ।

ଉପଚାର: ପ୍ରତିଦିନ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ମିଥୁନ: ବର୍ତ୍ତମାନ ରବି ଏକ ମାସ ପାଇଁ କନ୍ୟା ରାଶିରେ ରହିବେ । ଏହା ଦ୍ୱାରା ଆପଣଙ୍କ ଘରେ ଆନଂଦ ଓ ଉଲ୍ଲାସ ବୃଦ୍ଧି ହେବାର ସମ୍ଭାବନା ଅଛି । ବାପା ଓ ଭାଇଭଉଣୀମାନଙ୍କ ସହିତ ସମ୍ପର୍କ ଦୃଢ଼ ହୋଇପାରେ । ଆପଣ ନିଜ କ୍ୟାରିଅରରେ ସଫଳତା ଲାଭ କରିପାରନ୍ତି ।

ଉପଚାର: ପ୍ରତିଦିନ ସୂର୍ଯ୍ୟାଷ୍ଟକ ଜପ କରନ୍ତୁ ।

କର୍କଟ: ରବି କନ୍ୟା ରାଶିରେ ପ୍ରବେଶ କରୁଥିବା ହେତୁ ନୂଆ କାମ କରିବା ପାଇଁ ଆପଣ ପ୍ରବଳ ଉତ୍ସାହିତ ରହିପାରନ୍ତି । ତୀର୍ଥ ଯାତ୍ରାର ଆୟୋଜନ କରିବାର ସମ୍ଭାବନା ଅଛି । ଆପଣ ସରକାରୀ କାମରୁ ଲାଭବାନ ହେବାର ସମ୍ଭାବନା ଅଛି । ଆପଣ ସମସ୍ତ କାର୍ଯ୍ୟ ସାହାସ ଓ ଉତ୍ସାହର ସହ କରିବାର ସମ୍ଭାବନା ଅଛି ।

ଉପଚାର: ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ସିଂହ: କନ୍ୟା ରାଶିରେ ରବିଙ୍କର ଚଳନ ହେଉଥିବା ଏହି ଗୋଟିଏ ମାସକୁ ଆପଣ ଉପଭୋଗ କରିପାରନ୍ତି । ଆପଣ ଅର୍ଥ ଦୃଷ୍ଟିରୁ ଲାଭବାନ ହୋଇପାରନ୍ତି । ନିଜର ପରିବାର ପ୍ରତି ଉତ୍ସର୍ଗିକୃତ ହେବା ସହ ଦାୟିତ୍ୱବାନ ହୁଅନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ ବୋଲି ସୂଚନା ମିଳୁଛି । ଯାହା ହେଉ ନା କାହିଁକି ଏହି ସମୟରେ ଋଣ କରନ୍ତୁ ନାହିଁ ।

ଉପଚାର: ଯେକୌଣସି ଗୋଟିଏ ସୂର୍ଯ୍ୟ ମନ୍ତ୍ର ଜପ କରନ୍ତୁ ।

କନ୍ୟା: ଆପଣ‍ଙ୍କ ରାଶିରେ ରବିଙ୍କର ଚଳନ ହେଉଥିବାରୁ ଆପଣ ସାମାନ୍ୟ ଅହଂକାରୀ ହେବାର ସମ୍ଭାବନା ଅଛି । ଏହି ସମୟରେ ନିଜ କାମରେ ସଫଳତା ପାଇବା ପାଇଁ ଆପଣ ସଠିକ ନିଷ୍ପତ୍ତି ନେବାରେ ସକ୍ଷମ ହୋଇପାରନ୍ତି । ଯାହା ହେଉନା କାହିଁକି ନିଜର ସାଥୀଙ୍କ ସହିତ ଥିବା ସମ୍ପର୍କରେ ବ୍ୟବଧାନ ସୃଷ୍ଟି ହୋଇପାରେ ।

ଉପଚାର: ପ୍ରତିଦିନ କୁଙ୍କୁମ ମିଶ୍ରିତ ଜଳରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ।

ତୁଳା: କନ୍ୟା ରାଶିରେ ରବିଙ୍କର ଚଳନ ହେଉଥିବାରୁ ଆପଣଙ୍କର ଖର୍ଚ୍ଚ ବୃଦ୍ଧି ହୋଇପାରେ । କିଛି ସମସ୍ୟା କାରଣରୁ ମଧ୍ୟ ଆପଣ ମାନସିକ ଚାପରେ ରହିପାରନ୍ତି । ନିଜ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ନେବା ପାଇଁ ଆପଣ‍ଙ୍କୁ ପରାମର୍ଶ ଦିଆଯାଉଛି । ବିଦେଶ ଭ୍ରମଣ ସମୟରେ ସତର୍କ ରୁହନ୍ତୁ ।

ଉପଚାର: ଗରିବ ଲୋକମାନଙ୍କୁ ଗହମ ଦାନ କରନ୍ତୁ ।

କନ୍ୟା: ରାଶିରେ ରବିଙ୍କର ଚଳନ ସମୟରେ ଆପଣଙ୍କର ଆୟ ବୃଦ୍ଧି ହୋଇପାରେ । ଆପଣ ନିଜର ସୁଚିନ୍ତିତ ଯୋଜନାଗୁଡ଼ିକ ସହିତ ଆଗକୁ ବଢ଼ିପାରନ୍ତି । ଏହି ସମୟଟି ଆପଣଙ୍କ ପାଇଁ ପ୍ରକୃତରେ ଲାଭକାରୀ ହେବାକୁ ଯାଉଛି ।

ଉପଚାର: ଗାୟତ୍ରୀ ଚାଳିଶା ଜପ କରନ୍ତୁ ।

ଧନୁ: ରବିଙ୍କର ଚଳନ ହେବାର ଗୋଟିଏ ମାସ ଭିତରେ ପଦୋନ୍ନତୀ ହେବାର ସୂଚନା ମିଳୁଛି ଏବଂ ଆପଣଙ୍କ କାମ ପ୍ରଶଂସିତ ହୋଇପାରେ । ହେଲେ ନିଜର ଜୀବନସାଥୀଙ୍କ ସହିତ ମନୋମାଳିନ୍ୟ ହୋଇପାରେ । ସରକାରୀ କାମରୁ ଆପଣ ଲାଭବାନ ହେବାର ସମ୍ଭାବନା ଅଛି ।

ଉପଚାର: ଆଦିତ୍ୟ ହୃଦୟ ସ୍ତୋତ୍ର ଜପ କରନ୍ତୁ ।

ମକର: କନ୍ୟା ରାଶିରେ ରବିଙ୍କ ଚଳନ ହେବା ଠାରୁ ଆରମ୍ଭକରି ଗୋଟିଏ ମାସ ପର୍ଯ୍ୟନ୍ତ ସମୟ ଆପଣ‍ଙ୍କ ପାଇଁ ଅଶାନ୍ତିକର ହୋଇପାରେ । ଆପଣ ନିଜର ଅଟକିରହିଥିବା ଯୋଜନାଗୁଡ଼ିକ ଉପରେ କାର୍ଯ୍ୟ କରିବାରେ ଅକ୍ଷମ ହୋଇପାରନ୍ତି । ଆପଣ ଦୂର ଜାଗାକୁ ଯାତ୍ରା କରିବାର ସମ୍ଭାବନା ଅଛି । ଚାକିରି କରୁଥିବା ଲୋକମାନଙ୍କର ବଦଳି ହେବାର ସମ୍ଭାବନା ଅଛି ।

ଉପଚାର: ପ୍ରତ୍ୟେକ ରବିବାର ଗରିବମାନଙ୍କୁ ଗୋଟିଏ ଓଳି ଖାଇବାକୁ ଦିଅନ୍ତୁ ।

କୁମ୍ଭ: କନ୍ୟା ରାଶିରେ ରବିଙ୍କର ଚଳନ ହେଉଥିବା କାରଣରୁ ଆପଣ‍ଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆପଣ ରୋଗରେ ମଧ୍ୟ ପଡ଼ିପାରନ୍ତି । ଆପଣଙ୍କ ଶତୃମାନେ ଆପଣଙ୍କ ବିରୁଦ୍ଧରେ କିଛି ଯୋଜନା କରିପାରନ୍ତି, ତେଣୁ ସତର୍କ ରୁହନ୍ତୁ ।

ଉପଚାର: ପ୍ରତି ଦିନ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ମୀନ: ଏହି କନ୍ୟା ରାଶିରେ ରବିଙ୍କର ଚଳନ ଆପଣଙ୍କ ବୈବାହିକ ଜିବନରେ ସମସ୍ୟା ଆଣିପାରେ । ନିଜର ବ୍ୟବସାୟ ସହଭାଗୀଙ୍କ ସହିତ ଆପଣଙ୍କର ସମ୍ପର୍କ ଖରାପ ହୋଇପାରେ । ଯାହା ହେଉ ନୂତନ ସମ୍ପର୍କ ଗଢ଼ି ଉଠିବାର ସମ୍ଭାବନା ଅଛି ।

ଉପଚାର: ସୂର୍ଯ୍ୟାଷ୍ଟକ ଜପ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.