ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ରବିଶ ତିୱାରୀଙ୍କ ପରଲୋକ। ଗତକାଲି (ଶୁକ୍ରବାର)ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ରବିଶ ତିୱାରୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଟ୍ବିଟ ଯୋଗେ ଶୋକ ପ୍ରକାଶ କରିଛନ୍ତି ।
-
Destiny has taken away Ravish Tiwari too soon. A bright career in the media world comes to an end. I would enjoy reading his reports and would also periodically interact with him. He was insightful and humble. Condolences to his family and many friends. Om Shanti.
— Narendra Modi (@narendramodi) February 19, 2022 " class="align-text-top noRightClick twitterSection" data="
">Destiny has taken away Ravish Tiwari too soon. A bright career in the media world comes to an end. I would enjoy reading his reports and would also periodically interact with him. He was insightful and humble. Condolences to his family and many friends. Om Shanti.
— Narendra Modi (@narendramodi) February 19, 2022Destiny has taken away Ravish Tiwari too soon. A bright career in the media world comes to an end. I would enjoy reading his reports and would also periodically interact with him. He was insightful and humble. Condolences to his family and many friends. Om Shanti.
— Narendra Modi (@narendramodi) February 19, 2022
ପ୍ରଧାମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି ଯେ, ଭଗବାନ ରବିଶ ତିୱାରୀଙ୍କୁ ଖୁବଶୀଘ୍ର ଛଡ଼ାଇ ନେଲେ । ତାଙ୍କ ବିୟୋଗରେ ଗଣମାଧ୍ୟମରେ ଏକ ଉଜ୍ଜଳ କ୍ୟାରିୟର ଶେଷ ହୋଇଛି । ତାଙ୍କ ଦ୍ବାରା ପ୍ରକାଶିତ ଖବର ଗୁଡ଼ିକ ପଢ଼ିବା ପାଇଁ ମୁଁ ପସନ୍ଦ କରେ । ଏବଂ ତାଙ୍କ ସହ କଥାବାର୍ତ୍ତା ମଧ୍ୟ ହୁଏ । ସେ ଜଣେ ଭଦ୍ର ଓ ନମ୍ର ବ୍ୟକ୍ତିତ୍ବ ଥିଲେ । ତାଙ୍କର ଏଭଳି ବିୟୋଗରେ ମୁଁ ମର୍ମାହତ । ତାଙ୍କ ପରିବାରକୁ ସମବେଦନା ଜଣାଉଛି। ଓମ୍ ଶାନ୍ତି।
-
Profound journalist, a great human being and my dearest friend,Ravish tiwari ,Passed away last night. last rites will be performed at Sector-20, Gurgaun 3.30 PM today.
— Vikas Bhadauria (@vikasbha) February 19, 2022 " class="align-text-top noRightClick twitterSection" data="
ॐ शान्ति शान्ति शान्ति pic.twitter.com/lekZ7l3UFZ
">Profound journalist, a great human being and my dearest friend,Ravish tiwari ,Passed away last night. last rites will be performed at Sector-20, Gurgaun 3.30 PM today.
— Vikas Bhadauria (@vikasbha) February 19, 2022
ॐ शान्ति शान्ति शान्ति pic.twitter.com/lekZ7l3UFZProfound journalist, a great human being and my dearest friend,Ravish tiwari ,Passed away last night. last rites will be performed at Sector-20, Gurgaun 3.30 PM today.
— Vikas Bhadauria (@vikasbha) February 19, 2022
ॐ शान्ति शान्ति शान्ति pic.twitter.com/lekZ7l3UFZ
ରବିଶ ତିୱାରୀଙ୍କ ମୃତ୍ୟୁ ନେଇ ତାଙ୍କ ବନ୍ଧୁ ତଥା ବରିଷ୍ଠ ସାମ୍ବାଦିକ ବିକାଶ ଭଦୌରିଆ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ବିକାଶ କହିଛନ୍ତି ଯେ, ସେ ଜଣେ ଦକ୍ଷ ସାମ୍ବାଦିକ ଭାବେ ବେଶ ପରିଚିତ ଥିଲେ । ତାଙ୍କ ଭଳି ଜଣେ ମହାନ ବ୍ୟକ୍ତିତ୍ବର ମଣିଷ ଗତକାଲି ରାତିରେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ଅପରାହ୍ନ 3.30 ସମୟରେ ଗୁରୁଗ୍ରାମ ସ୍ଥିତ ବାସଭବନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।
@PTI