ETV Bharat / bharat

ବିଜେପି ସହ ମେଣ୍ଟ କରିବାକୁ ଉଦ୍ଧବଙ୍କୁ ଚିଠି ଲେଖିଲେ ଇଡି ସ୍କାନରରେ ଥିବା ବିଧାୟକ ପ୍ରତାପ ସରନାଏକ

author img

By

Published : Jun 20, 2021, 10:28 PM IST

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ଇଡି ସ୍କାନରରେ ଥିବା ଶିବସେନା ବିଧାୟକ। ବିଳମ୍ବ ହେବା ପୂର୍ବରୁ ବିଜେପି ସହ ମେଣ୍ଟ କରିବାକୁ ଚିଠିରେ ଉଲ୍ଲେଖ । ଅଧିକ ପଢନ୍ତୁ....

ବିଜେପି ସହ ମେଣ୍ଟ କରିବାକୁ ଉଦ୍ଧବଙ୍କୁ ଚିଠି ଲେଖିଲେ ଇଡି ସ୍କାନରରେ ଥିବା ଦଳୀୟ ବିଧାୟକ ପ୍ରତାପ ସାରନାଏକ

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସ୍କାନରରେ ଥିବା ଶିବସେନା ବିଧାୟକ ପ୍ରତାପ ସରନାଏକ ଶିବସେନା ମୁଖ୍ୟ ତଥା ଦଳ ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଥିବା ଜଣାପଡିଛି। ବିଳମ୍ବ ହେବା ପୂର୍ବରୁ ବିଜେପି ସହ ମେଣ୍ଟ କରିବାକୁ ଚିଠିରେ ଦର୍ଶାଇଛନ୍ତି ବିଧାୟକ ପ୍ରତାପ ସରନାଏକ ।

ବିଜେପି ସହ ମେଣ୍ଟ କରିବାକୁ ଉଦ୍ଧବଙ୍କୁ ଚିଠି ଲେଖିଲେ ଇଡି ସ୍କାନରରେ ଥିବା ଦଳୀୟ ବିଧାୟକ ପ୍ରତାପ ସରନାଏକ

ଗତ କିଛିଦିନ ହେବ ଅର୍ଥ ହେରଫେର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ସ୍କାନରରେ ରହିଛନ୍ତି ଶିବସେନା ବିଧାୟକ ପ୍ରତାପ ସାରନାଏକ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଛନ୍ତି। ତାଙ୍କୁ "ବହୁ ବିଳମ୍ବ ହେବା ପୂର୍ବରୁ" ବିଜେପି ସହିତ ମେଣ୍ଟ କରିବାକୁ ସେ ଚିଠିରେ ଦର୍ଶାଇଥିବା ଦେଖିବାକୁ ମିଳିଛି । ଗତବର୍ଷ ନଭେମ୍ବରରେ ସୁରକ୍ଷା ସେବା ପ୍ରଦାନକାରୀ କମ୍ପାନୀ ଏବଂ ଅନ୍ୟମାନଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ରର ବିଧାୟକ ସରନାଏକ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଥିଲା। ଶିବସେନା ଏହି ଚଢାଉକୁ ଏକ ରାଜନୈତିକ ଏଜେଣ୍ଡା ବୋଲି କହିବା ସହ, ମହାରାଷ୍ଟ୍ର ସରକାର କିମ୍ବା ଏହାର ନେତାମାନେ କାହାରି ଚାପରେ ଆତ୍ମସମର୍ପଣ କରିବେ ନାହିଁ ବୋଲି କହିଛି ଶିବସେନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.