ETV Bharat / bharat

Russia-Ukraine war: ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା

author img

By

Published : Mar 7, 2022, 9:18 PM IST

ୟୁକ୍ରେନ-ଋଷ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଆରମ୍ଭ । ଆଜି ତୃତୀୟ ଥର ପାଇଁ ଆଲୋଚନା ଟେବୁଲରେ ଏକାଠି ହେଲେ ଦୁଇ ଦେଶ । ଅଧିକ ପଢନ୍ତୁ

Russia-Ukraine war: ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା
Russia-Ukraine war: ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଆଲୋଚନା ଟେବୁଲରେ ଏକାଠି ହେଲେ ୟୁକ୍ରେନ ଓ ଋଷ । ଉଭୟ ପକ୍ଷର ପ୍ରତିନିଧି ମଣ୍ଡଳୀ ବେଲାରୁଷରେ ଶାନ୍ତି ଆଲୋଚନା ଆରମ୍ଭ କରିଛନ୍ତି । ଆଜି ସନ୍ଧ୍ୟାରେ ଏହି ଆଲୋଚନା ଆରମ୍ଭ ହୋଇଛି । ପୂର୍ବରୁ ଉଭୟ ପକ୍ଷ ବେଲାରୁଷରେ ଦୁଇ ଥର ଆଲୋଚନା କରିସାରିଥିବା ବେଳେ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ତେବେ ଆଜି ଉଭୟ ପକ୍ଷ ମଧ୍ୟରେ ତୃତୀୟ ଥର ପାଇଁ ଶାନ୍ତି କଥାବାର୍ତ୍ତା ଜାରି ରହିଛି ।

  • Russia-Ukraine delegation meeting could begin in under 2 hours. The Russian delegation is currently waiting in Brest, Belarus: Russian media RT#RussiaUkraineConflict

    — ANI (@ANI) March 7, 2022 " class="align-text-top noRightClick twitterSection" data=" ">

ଏକାଧିକ ରାଷ୍ଟ୍ରମୁଖ୍ୟ ଋଷ ରାଷ୍ଟ୍ରପତି ପୁଟିନ ଓ ଜେଲେନସ୍କିଙ୍କ ସହ ଆଲୋଚନା କରିସାରିଥିବା ବେଳେ ଆକ୍ରମଣ ବନ୍ଦ କରି ଶାନ୍ତି ଆଲୋଚନା କିରବାକୁ ପ୍ରସ୍ତାବ ଦେଇ ଆସିଛନ୍ତି । ଋଷ ପ୍ରତିପକ୍ଷ ମଧ୍ୟ ଆଲୋଚନା ପାଇଁ ଆଗ୍ରହ ଦେଖାଇଥିବା ବେଳେ ମସ୍କୋ ପକ୍ଷରୁ ରଖାଯାଇଥିବା ସର୍ତ୍ତ ମାନିଲେ ଆକ୍ରମଣ ବନ୍ଦ କରିବା ନେଇ ଘୋଷଣା ମଧ୍ୟ କରିସାରିଛି । ଅନ୍ୟପଟେ ଋଷ ଏହା ମଧ୍ୟ ଦାବି କରିଛି ୟୁକ୍ରେନ ପଶ୍ଚିମ ତଥା ନାଟୋ ଦେଶମାନଙ୍କ କଥାରେ ପରିଚାଳିତ ହୋଇ ଶାନ୍ତି ଆଲୋଚନା ପ୍ରକ୍ରିୟାକୁ ବିଳମ୍ବିତ କରୁଛି ।

ପୂର୍ବରୁ ଦୁଇ ପର୍ଯ୍ୟାୟରେ ଆଲୋଚନାରେ କୌଣସି ସୁଫଳ ମିଳିପାରି ନଥିବାବେଳେ ଆଜି ସନ୍ଧ୍ୟାରେ ବସିଥିବା ଶାନ୍ତି ବୈଠକରେ କିଛି ଗିରିତ୍ବପୂର୍ଣ୍ଣ ନିଷ୍କର୍ସ ବାହାରିବା ନେଇ ମଧ୍ୟ ଆଶା ପ୍ରକାଶ ପାଇଛି । ଏହାରି ମଧ୍ୟରେ ସାମୟିକ ଭାବେ ଯୁଦ୍ଧ ବିରତି ଘୋଷଣା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.