ETV Bharat / bharat

ଆସୁଛି 'ନୂଆବର୍ଷ ୨୦୨୪', ରାମୋଜି ଫିଲ୍ମସିଟିରେ ପର୍ଯ୍ୟଟକଙ୍କ ପାଇଁ ବମ୍ଫର ଅଫର

author img

By ETV Bharat Odisha Team

Published : Dec 30, 2023, 8:58 PM IST

New Year 2024 celebration at Ramoji: ନୂଆବର୍ଷ ୨୦୨୪କୁ ସ୍ବାଗତ ପାଇଁ ପ୍ରସ୍ତୁତ ରାମୋଜି ଫିଲ୍ମସିଟି । ନୂଆବର୍ଷ ସେଲିବ୍ରେସନରେ ଡିଜେ ନାଇଟ୍‌, ଖାଦ୍ୟପାନୀୟ ସହ ପର୍ଯ୍ୟଟକଙ୍କ ପାଇଁ ରହିଛି ବମ୍ଫର ଅଫର । ଜାଣନ୍ତୁ

Ramoji Film City
Ramoji Film City

ହାଇଦ୍ରାବାଦ: ଆଉ ଦିନକ ପରେ ବିଦାୟ ନେବ ବର୍ଷ ୨୦୨୩ । ନୂଆ ଆଶା ଓ ଉଦ୍ଦୀପନା ନେଇ ଆସୁଛି 'ନୂଆବର୍ଷ ୨୦୨୪' । ବର୍ଷ ୨୦୨୩କୁ ସ୍ମୃତି କରି ବିଶ୍ବବାସୀ ନୂଆବର୍ଷରେ ପାଦ ଥାପିବେ । ନୂତନ ବର୍ଷକୁ ସେଲିବ୍ରେଟ କରିବା ପାଇଁ ଯୁବପିଢିଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଏଥିଲାଗି ପର୍ଯ୍ୟଟକଙ୍କ ପାଇଁ ବମ୍ଫର ଅଫର ଆଣିଛି ବିଶ୍ବର ସର୍ବବୃହତ ଫିଲ୍ମସିଟି ରାମୋଜି । ୨୦୨୩ର ଶେଷ ଦିନ ୩୧ ତାରିଖ ରାତିରେ ନୂଆବର୍ଷକୁ ସ୍ବାଗତ କରିବା ଲାଗି ନାଚଗୀତ, ମନୋରଞ୍ଜନ, ସୁସ୍ବାଦୁ ଖାଦ୍ୟର ଆୟୋଜନ କରାଯାଇଛି ।

ଆପଣ ରେଡ୍ ଭେଲଭେଟ୍ ଓ ଥ୍ରିଲ୍ ବ୍ଲାଷ୍ଟ ପାର୍ଟିରେ ଅଂଶଗ୍ରହଣ କରି ନୂତନ ବର୍ଷକୁ ସ୍ବାଗତ କରିପାରିବେ । ଆପଣ ନିଜ ପସନ୍ଦର ପାର୍ଟିକୁ ବାଛନ୍ତୁ ଓ ଭରପୂର ଆନନ୍ଦର ସହିତ ଏହି ନୂଆବର୍ଷକୁ ଉପଭୋଗ କରନ୍ତୁ । ରାମୋଜି ଫିଲ୍ମ ସିଟିରେ ରାତ୍ରିଯାପନ ପାଇଁ ମଧ୍ୟ ପର୍ଯ୍ୟଟକଙ୍କ ଲାଗି ସ୍ବତନ୍ତ୍ର ହଲିଡେ' ପ୍ୟାକେଜ ଉପଲବ୍ଧ ।

ସନ୍‌ ଫାଉଣ୍ଟେନଠାରେ ରେଡ ଭେଲଭେଟ ପାର୍ଟି:- ନୂତନ ବର୍ଷ ସେଲିବ୍ରେସନର ଏକ ଅଂଶ ଭାବରେ ପର୍ଯ୍ୟଟକମାନେ ଲାଇଭ୍ ମ୍ୟୁଜିକ୍ କନ୍ସର୍ଟ, ବଲିଉଡ ଡ୍ୟାନ୍ସ, ଡିଜେ, ଅନ୍ତର୍ଜାତୀୟ ଷ୍ଟଣ୍ଟ, ଫାୟାର ଆକ୍ଟ ଏବଂ ଷ୍ଟାଣ୍ଡ ଅପ୍ କମେଡି ସହିତ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମକୁ ଉପଭୋଗ କରିପାରିବେ । ଏହି ଉତ୍ସବକୁ ଆହୁରି ସ୍ମରଣୀୟ କରିବା ଲାଗି ଏକ ସୁନ୍ଦର ବଫେଟ୍ ରାତ୍ରି ଭୋଜନ ଏବଂ ଅନଲିମିଟେଡ ପାନୀୟର ବ୍ୟବସ୍ଥା ରହିଛି । ରେଡ୍ ଭେଲଭେଟ ପାର୍ଟିକୁ ଚୟନ କରୁଥିବା ପର୍ଯ୍ୟଟକମାନେ ସକାଳେ ଫିଲ୍ମ ସିଟି ପରିଦର୍ଶନ କରି ୱାର୍ଲ୍ଡ ସିନେମା ପରିଦର୍ଶନ କରିପାରିବେ । ଏହାସହ ପର୍ଯ୍ୟଟକ ସ୍ବତନ୍ତ୍ର ମନୋରଞ୍ଜନ କାର୍ଯ୍ୟକ୍ରମ, ଲାଇଭ୍ ସୋ, ରାଇଡ୍, ପ୍ରାକୃତିକ ପରିବେଶରେ ଥିବା ଏକ ବାର୍ଡ ପାର୍କ ଏବଂ ବଟରଫ୍ଲାଏ ଫରେଷ୍ଟର ପରିଦର୍ଶନ କରିପାରିବେ ।

ୟୁରେରାକେ ଥ୍ରିଲ ବ୍ଲାଷ୍ଟ ପାର୍ଟି:- ଏହି ଥ୍ରିଲ୍ ବ୍ଲାଷ୍ଟ ପାର୍ଟି ସଂଗୀତ, ଏନରଜେଟିକ୍ ମ୍ୟୁଜିକ, ବଲିଉଡର ନୃତ୍ୟ ଆଦି ଅତିଥିମାନଙ୍କ ଲାଗି ମୁଖ୍ୟ ଆକର୍ଷଣ ରହିବ । ଏହା ସାଙ୍ଗକୁ ଅନ୍ତର୍ଜାତୀୟ ଷ୍ଟଣ୍ଟ, ଫାୟାର ଆକ୍ସନ, ଷ୍ଟାଣ୍ଡ ଅପ୍ କମେଡି ଏବଂ ଏନରଜେଟିକ ଡିଜେ ଆପଣଙ୍କୁ ଏକ ଅଦ୍ଭୁତ ମାହୋଲ ଯୋଗାଇ ଦେବ । ଉତ୍ସବରେ ଏକ ସୁନ୍ଦର ବଫେଟ୍ ରାତ୍ରିଭୋଜନ ଏବଂ ଅନଲିମିଟେଡ ପାନୀୟର ବ୍ୟବସ୍ଥା ମଧ୍ୟ ରହିଛି ।

ନୂଆବର୍ଷ କିମ୍ବା ରାମୋଜି ଫିଲ୍ମସିଟି ପରିଦର୍ଶନ ଲାଗି ଅଧିକ ତଥ୍ୟ ଜାଣିବାକୁ ଚାହୁଁଥିଲେ 9390008477, 9182730106,ଟୋଲ ଫ୍ରି ନମ୍ବର 1800 120 2999ରେ କଲ୍‌ କରି ଯୋଗାଯୋଗ କରନ୍ତୁ । ଏହାବାଦ www.ramojifilmcity.comରେ ଆପଣଙ୍କୁ ପ୍ୟାକେଜ ସମ୍ବନ୍ଧୀୟ ସମସ୍ତ ତଥ୍ୟ ମିଳିଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.