ETV Bharat / bharat

Sri Lanka New PM: ରନିଲ ବିକ୍ରମସିଙ୍ଘେ ହେବେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ

5 ଥରର ପୂର୍ବତନ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେ ହେବେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ । 6 ଷଷ୍ଠ ଥର ପାଇଁ ଆଜି ସଂନ୍ଧ୍ୟାରେ ନେବେ ଶପଥ । ଅଧିକ ପଢନ୍ତୁ

author img

By

Published : May 12, 2022, 4:51 PM IST

Sri Lanka new PM: ରନିଲ ବିକ୍ରମସିଙ୍ଘେ ହେବେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ
Sri Lanka new PM: ରନିଲ ବିକ୍ରମସିଙ୍ଘେ ହେବେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ Sri Lanka new PM: ରନିଲ ବିକ୍ରମସିଙ୍ଘେ ହେବେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ

କଲମ୍ବୋ: ଶ୍ରୀଲଙ୍କାରେ ଜାରି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେ । ସେ ରାଷ୍ଟ୍ରପତି ଭବନରେ ଆଜି ସଂନ୍ଧ୍ୟାରେ ଶପଥ ଗ୍ରହଣ କରିବା ନେଇ ସୂଚନା ମିଳିିଛି । ପୂର୍ବରୁ ମଧ୍ୟ ବକ୍ରମସିଙ୍ଘେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରହିସାରିଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେଙ୍କ ଇସ୍ତାଫା ପରେ ଶ୍ରୀଲଙ୍କାରେ ରାଜନୈତିକ ହିଂସା ଲାଗି ରହିଛି । ସମଗ୍ର ଦେଶରେ ସେନା ମୁତୟନ ହେବା ସହ ଜରୁରୀ ସ୍ଥିତି ଜାରି ରହିଛି । ଏହାରି ମଧ୍ୟରେ ନୂତନ ପ୍ରଧାନମନ୍ତ୍ରୀ ଭାବେ ବିକ୍ରମ ସିଙ୍ଘେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ରନିଲ ବିକ୍ରମସିଙ୍ଘେ ପୂର୍ବରୁ 5 ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳି ସାରିଥିବା ବେଳେ ଚଳିତ ଥର 6 ଥର ପାଇଁ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.