ETV Bharat / bharat

National Sports Awards 2021: ଆଜି ୧୨ କ୍ରୀଡାବିତ ପାଇବେ ମେଜର ଧ୍ୟାନଚାନ୍ଦ ପୁରସ୍କାର

କ୍ରୀଡାରେ କ୍ଷେତ୍ରରେ ସଫଳତା ପାଇଥିବା ୧୨ ଜଣ କ୍ରୀଡାବିତଙ୍କୁ ଆଜି ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି । ଅଧିକ ପଢନ୍ତୁ...

author img

By

Published : Nov 13, 2021, 8:23 AM IST

ପ୍ରମୋଦଙ୍କ ସହ ୧୨ କ୍ରୀଡାବିତଙ୍କୁ ମେଜର ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି କ୍ରୀଡାବିତଙ୍କୁ ଜାତୀୟ କ୍ରୀଡା ପୁରସ୍କାର ୨୦୨୧ ପ୍ରଦାନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ରାଷ୍ଟ୍ରପତି ଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି । ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ ନେଇ ନଭେମ୍ବର ୨ରେ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ତରଫରୁ ଘୋଷଣା କରାଯାଇଥିଲା । କ୍ରୀଡାରେ କ୍ଷେତ୍ରରେ ସଫଳତା ପାଇ ଥିବା କ୍ରୀଡାବିତଙ୍କୁ ପ୍ରତିବର୍ଷ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଏ । ଚଳିତ ବର୍ଷ ୧୨ ଜଣ କ୍ରୀଡାବିତଙ୍କୁ ମେଜର ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରାଯିବ ।

ନୀରଜ ଚୋପ୍ରା(ଆଥଲେଟିକ୍‌ସ), ରବି କୁମାର(କୁସ୍ତି), ଲଭଲିନା ବୋର୍ଗୋହେନ(ବକ୍ସିଂ), ପିଆର ଶ୍ରୀଜେଶ(ହକି), ଅବନୀ ଲେଖାରା(ପାରା ସୁଟିଂ), ସୁମିତ ଅଣ୍ଟିଲ(ପାରା ଆଥଲେଟିକ୍‌ସ), ପ୍ରମୋଦ ଭଗତ(ପାରା ବ୍ୟାଡମିଣ୍ଟନ), କୃଷ୍ଣା ନାଗର(ପାରା ବ୍ୟାଡ୍‌ମିଣ୍ଟନ), ମନୀଷ ନରୱାଲ(ପାରା ସୁଟିଂ), ମିତାଲି ରାଜ(କ୍ରିକେଟ), ସୁନୀଲ ଛେତ୍ରୀ(ଫୁଟବଲ) ଓ ମନପ୍ରୀତ ସିଂହ(ହକି) । ଆଜି ରାଷ୍ଟ୍ରପତି ଭବନେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ।

ଅର୍ଜୁନ ଆୱାର୍ଡ ଗ୍ରହଣ କରିବାକୁ ଯାଉଥିବା ଖେଳାଳିଙ୍କ ସଂପୂର୍ଣ୍ଣ ସୂଚୀ:

ଅରପିନ୍ଦର ସିଂହ, ସିମ୍ରନଜିତ କୌର, ଶିଖର ଧାୱନ, ଭବାନୀ ଦେବୀ, ମୋନିକା, ବନ୍ଦନା କାଟାରିୟା, ସନ୍ଦୀପ ନରୱାଲ, ବିମାନୀ ଉତ୍ତମ ପରାବ, ଅଭିଶେକ ବର୍ମା, ଅଙ୍କିତା ରାଇନା, ଦୀପକ ପୁନିଆ, ଦୀଲପ୍ରୀତ ସିଂହ, ହରମନପ୍ରୀତ ସିଂହ, ରୁପିନ୍ଦର ପାଲ୍‌ ସିଂହ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା, ସୁମିତ, ନିଳକଣ୍ଠ ଶର୍ମା, ହାର୍ଦ୍ଦିକ ସିଂହ, ବିବେକ ସାଗର ପ୍ରସାଦ, ଗୁରଜନ୍ତ ସିଂହ, ମନ୍ଦୀପ ସିଂହ, ସମସେର ସିଂହ, ଲଳିତ କୁମାର ଉପାଧ୍ୟାୟ, ବରୁଣ କୁମାର, ସିମ୍ରନଜିତ ସିଂହ, ଯୋଗେଶ କାଥୁନିଆ, ନିସାଦ କୁମାର, ପ୍ରବୀଣ କୁମାର, ସୁହାସୟାଥିରାଜ, ସିଂହରାଜ ଅଧାନା, ଭାବିନା ପଟେଲ, ହରବିନ୍ଦର ସିଂହ ଓ ସରଦ କୁମାର ।

ଦ୍ରୋଣାଚାର୍ଯ୍ୟ ଆୱାର୍ଡ (ଲାଇଫ ଟାଇମ୍‌ ବର୍ଗରେ)

ଟି.ପି. ଉସେପ, ସରକାର ତଲୱାର, ସରପଲ ସିଂହ, ଅସନ କୁମାର ଓ ତପନ କୁମାର ପାଣିଗ୍ରାହୀଙ୍କୁ ମିଳିବ ।

ଦ୍ରୋଣାଚାର୍ଯ୍ୟ ଆୱାର୍ଡ (ରେଗୁଲାର ବର୍ଗରେ)

ରାଧାକ୍ରୀଷ୍ଣନ ନାୟର ପି, ସନ୍ଧ୍ୟା ଗୁରଙ୍ଗ, ପ୍ରିତମ ସିୱାଚ, ଜୟ ପ୍ରକାଶ ନାୟୁତିଆଲ ଓ ଶୁବ୍ରମନିୟମ ରମଣଙ୍କୁ ମିଳିବ ।

ଧ୍ୟାନଚାନ୍ଦ ଆୱାର୍ଡ ଲାଇଫ ଆଚିଭମେଣ୍ଟ:

ଲେଖା କେସି, ଅଭିଜିତ କୁଣ୍ଟେ, ଦବିନ୍ଦର ସିଂହ ଗର୍ଚା, ବିକାଶ କୁମାର ଓ ସାଜନ ସିଂହଙ୍କୁ ମିଳିବ ।

ପଞ୍ଜାବ ୟୁନିଭରସିଟି (ଚଣ୍ଡିଗଡ)କୁ ମୌଲାନା ଆବୁଲ କଲାମ ଆଜାଦ(MAKA) ଟ୍ରଫି ୨୦୨୧ ବର୍ଷ ପାଇଁ ମିଳିବ

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.