", "primaryImageOfPage": { "@id": "https://etvbharatimages.akamaized.net/etvbharat/prod-images/768-512-11591094-thumbnail-3x2-pppp.JPG" }, "inLanguage": "or", "publisher": { "@type": "Organization", "name": "ETV Bharat", "url": "https://www.etvbharat.com", "logo": { "@type": "ImageObject", "contentUrl": "https://etvbharatimages.akamaized.net/etvbharat/prod-images/768-512-11591094-thumbnail-3x2-pppp.JPG" } } }
", "articleSection": "bharat", "articleBody": "ରୋହିତ ସରଦାନା ଜଣେ ବିଚକ୍ଷଣ ରାଷ୍ଟ୍ରବାଦୀ ସାମ୍ବାଦିକ ଥିଲେ । ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ଉପସ୍ଥାପନା ସହ ବିତର୍କ କରି ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ଯେକୌଣସି ରାଷ୍ଟ୍ରବାଦ ପ୍ରସଙ୍ଗରେ ତାଙ୍କର ସ୍ବର ଓ ନିର୍ଭୀକ ସମ୍ବାଦିକତା ଦେଶ ବିରୋଧୀଙ୍କୁ କଡା ଜବାବ ଦେଉଥିଲା ।ନୂଆଦିଲ୍ଲୀ: ମହାମାରୀ କୋରୋନା ଦେଶ ପାଇଁ ଏବେ ବଡ ସଂକଟ ହୋଇଯାଇଛି । ପ୍ରତିଦିନ ଏହି ଭୂତାଣୁ ଅନେକ ଲୋକଙ୍କ ଜୀବନ ନେଉଛି । କୋରୋନା କବଳରେ ଯିଏ ବି ଆସିଲା ମୁକୁଳିବା ମୁସ୍କିଲ ହୋଇପଡିଲାଣି । ଯେଉଁଥିପାଇଁ ଅନେକ ଲୋକ ଅକଳାରେ ମୃତ୍ୟୁବରଣ କରୁଛନ୍ତି । ଆଜି (ଶୁକ୍ରବାର) ଏହି ମହାମାରୀ କୋରୋନାରେ ଦେଶର ପ୍ରତିଷ୍ଠିତ ଟିଭି ଉପସ୍ଥାପକ ରୋହିତ ସରଦାନାଙ୍କ ମୃତ୍ୟୁ ହୋଇଛି । ରୋହିତ ସରଦାନା ଗତକିଛି ଦିନ ଧରି କୋରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହୋଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରୋହିତ ସରଦାନା ଜଣେ ବିଚକ୍ଷଣ ରାଷ୍ଟ୍ରବାଦୀ ସାମ୍ବାଦିକ ଥିଲେ । ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ଉପସ୍ଥାପନା ସହ ବିତର୍କ କରି ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ଯେକୌଣସି ରାଷ୍ଟ୍ରବାଦ ପ୍ରସଙ୍ଗରେ ତାଙ୍କର ସ୍ବର ଓ ନିର୍ଭୀକ ସମ୍ବାଦିକତା ଦେଶ ବିରୋଧୀଙ୍କୁ କଡା ଜବାବ ଦେଉଥିଲା । ତାଙ୍କର ଏହି ଅକାଳ ନିଧନ ସମଗ୍ର ଗଣମାଧ୍ୟମ ଜଗତ ପାଇଁ ଅପୂରଣୀୟ କ୍ଷତି । Rohit Sardana left us too soon. Full of energy, passionate about India’s progress and a kind hearted soul, Rohit will be missed by many people. His untimely demise has left a huge void in the media world. Condolences to his family, friends and admirers. Om Shanti.— Narendra Modi (@narendramodi) April 30, 2021 ଗଣମାଧ୍ୟମ ଜଗତର ଚର୍ଚ୍ଚିତ ଟିଭି ଉପସ୍ଥାପକ ରୋହିତ ସରଦାନାଙ୍କ କୋରୋନାରେ ପରଲୋକ ଘଟିଛି । ତାଙ୍କର ଏଭଳି ଦୁଃଖଦ ବିଦାୟକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତର ଜାତୀୟ ଗଣମାଧ୍ୟମରେ ଏକ ନିର୍ଭୀକ ସଚ୍ଚୋଟ ସାମ୍ବାଦିକତା ସହ ଟିଭି ଉପସ୍ଥାପନାରେ ଏକ ରାଷ୍ଟ୍ରବାଦର ଛାପ ସୃଷ୍ଟି କରିଥିଲେ । ତାଙ୍କର ଖବର ଉପସ୍ଥାପନା ଶୈଳୀ ତାଙ୍କୁ ଖୁବ କମ ଦିନ ମଧ୍ୟରେ ଜନସାଧାରଣଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ତାଙ୍କର ଏଭଳି ଦୁଃଖ ଦାୟକ ବିଦାୟ ଗଣମାଧ୍ୟମ ଜଗତରେ ଏକ ଶୂନ୍ୟତା ସୃଷ୍ଟି କରିଛି ବୋଲି ପିଏମ ମୋଦି କହିଛନ୍ତି । ଏ ଭଳି ଦୁଃଖଦ ସମୟରେ ତାଙ୍କର ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମୋଦି । Pained to learn about Shri Rohit Sardana ji’s untimely demise. In him, the nation has lost a brave journalist who always stood up for unbiased and fair reporting. May God give his family the strength to bear this tragic loss. My deepest condolences to his family and followers.— Amit Shah (@AmitShah) April 30, 2021 ସେପଟେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଦେଶ ଜଣେ ସଚ୍ଚୋଟ ଓ ସାହାସୀ ସାମ୍ବାଦିକଙ୍କୁ ହରାଇଲା ବୋଲି ଗୃହମନ୍ତ୍ରୀ ଟ୍ବିଟ କରିଛନ୍ତି । ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ରୋହିତ ସରଦାନାଙ୍କ ମୃତ୍ୟୁକୁ ନେଇ ସ୍ତବ୍ଧ ହୋଇଛନ୍ତି ବୋଲି ଟ୍ବିଟ୍ କରିଛନ୍ତି । ଏହା ସହ ତାଙ୍କ ଭଳି ସାମ୍ବାଦିକଙ୍କ ମୃତ୍ୟୁ ସମାଜ ଓ ଦେଶ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ଏହା ସହ ବିଜେପିର ବିଭିନ୍ନ ନେତା ମନ୍ତ୍ରୀ ସହ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ, ଡ. ସମ୍ବିତ ପାତ୍ର, ସୟଦ ସାହାନୱାଜ ହୁସେନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । प्रसिद्ध मीडिया पत्रकार रोहित सरदाना जी के असामयिक निधन के समाचार से स्तब्ध हूँ। उनका जाना पत्रकारिता समाज के लिए अपूरणीय क्षति है। ईश्वर से उनकी आत्मा की शांति व शोक संतप्त परिजनों को संबल प्रदान करने की प्रार्थना करता हूँ।ॐ शांति— Jagat Prakash Nadda (@JPNadda) April 30, 2021 ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ", "url": "https://www.etvbharat.com/oriya/odisha/bharat/popular-news-anchor-rohit-sardana-succumbs-to-covid-19/or20210430142344217", "inLanguage": "or", "datePublished": "2021-04-30T14:23:48+05:30", "dateModified": "2021-04-30T16:05:10+05:30", "dateCreated": "2021-04-30T14:23:48+05:30", "thumbnailUrl": "https://etvbharatimages.akamaized.net/etvbharat/prod-images/768-512-11591094-thumbnail-3x2-pppp.JPG", "mainEntityOfPage": { "@type": "WebPage", "@id": "https://www.etvbharat.com/oriya/odisha/bharat/popular-news-anchor-rohit-sardana-succumbs-to-covid-19/or20210430142344217", "name": "ପରଲୋକରେ ଜଣାଶୁଣା ଟିଭି ଉପସ୍ଥାପକ ରୋହିତ ସରଦାନା, ମୋଦି କହିଲେ ‘ମିଡିଆର ବିରାଟ କ୍ଷତି’", "image": "https://etvbharatimages.akamaized.net/etvbharat/prod-images/768-512-11591094-thumbnail-3x2-pppp.JPG" }, "image": { "@type": "ImageObject", "url": "https://etvbharatimages.akamaized.net/etvbharat/prod-images/768-512-11591094-thumbnail-3x2-pppp.JPG", "width": 1200, "height": 900 }, "author": { "@type": "Organization", "name": "ETV Bharat", "url": "https://www.etvbharat.com/author/undefined" }, "publisher": { "@type": "Organization", "name": "ETV Bharat Odisha", "url": "https://www.etvbharat.com", "logo": { "@type": "ImageObject", "url": "https://etvbharatimages.akamaized.net/etvbharat/static/assets/images/etvlogo/oriya.png", "width": 82, "height": 60 } } }

ETV Bharat / bharat

ପରଲୋକରେ ଜଣାଶୁଣା ଟିଭି ଉପସ୍ଥାପକ ରୋହିତ ସରଦାନା, ମୋଦି କହିଲେ ‘ମିଡିଆର ବିରାଟ କ୍ଷତି’ - ଟିଭି ଉପସ୍ଥାପକ ରୋହିତ ସରଦାନା

ରୋହିତ ସରଦାନା ଜଣେ ବିଚକ୍ଷଣ ରାଷ୍ଟ୍ରବାଦୀ ସାମ୍ବାଦିକ ଥିଲେ । ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ଉପସ୍ଥାପନା ସହ ବିତର୍କ କରି ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ଯେକୌଣସି ରାଷ୍ଟ୍ରବାଦ ପ୍ରସଙ୍ଗରେ ତାଙ୍କର ସ୍ବର ଓ ନିର୍ଭୀକ ସମ୍ବାଦିକତା ଦେଶ ବିରୋଧୀଙ୍କୁ କଡା ଜବାବ ଦେଉଥିଲା ।

ରୋହିତ ସରଦାନା
rohit sardana
author img

By

Published : Apr 30, 2021, 2:23 PM IST

Updated : Apr 30, 2021, 4:05 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ଦେଶ ପାଇଁ ଏବେ ବଡ ସଂକଟ ହୋଇଯାଇଛି । ପ୍ରତିଦିନ ଏହି ଭୂତାଣୁ ଅନେକ ଲୋକଙ୍କ ଜୀବନ ନେଉଛି । କୋରୋନା କବଳରେ ଯିଏ ବି ଆସିଲା ମୁକୁଳିବା ମୁସ୍କିଲ ହୋଇପଡିଲାଣି । ଯେଉଁଥିପାଇଁ ଅନେକ ଲୋକ ଅକଳାରେ ମୃତ୍ୟୁବରଣ କରୁଛନ୍ତି ।

ଆଜି (ଶୁକ୍ରବାର) ଏହି ମହାମାରୀ କୋରୋନାରେ ଦେଶର ପ୍ରତିଷ୍ଠିତ ଟିଭି ଉପସ୍ଥାପକ ରୋହିତ ସରଦାନାଙ୍କ ମୃତ୍ୟୁ ହୋଇଛି । ରୋହିତ ସରଦାନା ଗତକିଛି ଦିନ ଧରି କୋରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହୋଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରୋହିତ ସରଦାନା ଜଣେ ବିଚକ୍ଷଣ ରାଷ୍ଟ୍ରବାଦୀ ସାମ୍ବାଦିକ ଥିଲେ । ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ଉପସ୍ଥାପନା ସହ ବିତର୍କ କରି ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ଯେକୌଣସି ରାଷ୍ଟ୍ରବାଦ ପ୍ରସଙ୍ଗରେ ତାଙ୍କର ସ୍ବର ଓ ନିର୍ଭୀକ ସମ୍ବାଦିକତା ଦେଶ ବିରୋଧୀଙ୍କୁ କଡା ଜବାବ ଦେଉଥିଲା । ତାଙ୍କର ଏହି ଅକାଳ ନିଧନ ସମଗ୍ର ଗଣମାଧ୍ୟମ ଜଗତ ପାଇଁ ଅପୂରଣୀୟ କ୍ଷତି ।

  • Rohit Sardana left us too soon. Full of energy, passionate about India’s progress and a kind hearted soul, Rohit will be missed by many people. His untimely demise has left a huge void in the media world. Condolences to his family, friends and admirers. Om Shanti.

    — Narendra Modi (@narendramodi) April 30, 2021 " class="align-text-top noRightClick twitterSection" data=" ">

ଗଣମାଧ୍ୟମ ଜଗତର ଚର୍ଚ୍ଚିତ ଟିଭି ଉପସ୍ଥାପକ ରୋହିତ ସରଦାନାଙ୍କ କୋରୋନାରେ ପରଲୋକ ଘଟିଛି । ତାଙ୍କର ଏଭଳି ଦୁଃଖଦ ବିଦାୟକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତର ଜାତୀୟ ଗଣମାଧ୍ୟମରେ ଏକ ନିର୍ଭୀକ ସଚ୍ଚୋଟ ସାମ୍ବାଦିକତା ସହ ଟିଭି ଉପସ୍ଥାପନାରେ ଏକ ରାଷ୍ଟ୍ରବାଦର ଛାପ ସୃଷ୍ଟି କରିଥିଲେ । ତାଙ୍କର ଖବର ଉପସ୍ଥାପନା ଶୈଳୀ ତାଙ୍କୁ ଖୁବ କମ ଦିନ ମଧ୍ୟରେ ଜନସାଧାରଣଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ତାଙ୍କର ଏଭଳି ଦୁଃଖ ଦାୟକ ବିଦାୟ ଗଣମାଧ୍ୟମ ଜଗତରେ ଏକ ଶୂନ୍ୟତା ସୃଷ୍ଟି କରିଛି ବୋଲି ପିଏମ ମୋଦି କହିଛନ୍ତି । ଏ ଭଳି ଦୁଃଖଦ ସମୟରେ ତାଙ୍କର ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମୋଦି ।

  • Pained to learn about Shri Rohit Sardana ji’s untimely demise. In him, the nation has lost a brave journalist who always stood up for unbiased and fair reporting. May God give his family the strength to bear this tragic loss. My deepest condolences to his family and followers.

    — Amit Shah (@AmitShah) April 30, 2021 " class="align-text-top noRightClick twitterSection" data=" ">

ସେପଟେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଦେଶ ଜଣେ ସଚ୍ଚୋଟ ଓ ସାହାସୀ ସାମ୍ବାଦିକଙ୍କୁ ହରାଇଲା ବୋଲି ଗୃହମନ୍ତ୍ରୀ ଟ୍ବିଟ କରିଛନ୍ତି । ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ରୋହିତ ସରଦାନାଙ୍କ ମୃତ୍ୟୁକୁ ନେଇ ସ୍ତବ୍ଧ ହୋଇଛନ୍ତି ବୋଲି ଟ୍ବିଟ୍ କରିଛନ୍ତି । ଏହା ସହ ତାଙ୍କ ଭଳି ସାମ୍ବାଦିକଙ୍କ ମୃତ୍ୟୁ ସମାଜ ଓ ଦେଶ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ଏହା ସହ ବିଜେପିର ବିଭିନ୍ନ ନେତା ମନ୍ତ୍ରୀ ସହ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ, ଡ. ସମ୍ବିତ ପାତ୍ର, ସୟଦ ସାହାନୱାଜ ହୁସେନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

  • प्रसिद्ध मीडिया पत्रकार रोहित सरदाना जी के असामयिक निधन के समाचार से स्तब्ध हूँ। उनका जाना पत्रकारिता समाज के लिए अपूरणीय क्षति है। ईश्वर से उनकी आत्मा की शांति व शोक संतप्त परिजनों को संबल प्रदान करने की प्रार्थना करता हूँ।
    ॐ शांति

    — Jagat Prakash Nadda (@JPNadda) April 30, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 30, 2021, 4:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.