ETV Bharat / bharat

ଅଭିଯୁକ୍ତକୁ ଧରିବାକୁ ଯାଇଥିଲେ ଦିଲ୍ଲୀ, ରାଜସ୍ଥାନରେ ଜିପ ଓଲଟି 4 ଗୁଜୁରାଟ ପୋଲିସକର୍ମୀ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ। ଜୟପୁରର ଭବରୁ ଅଞ୍ଚଳରେ ଗୁଜୁରାଟ ପୋଲିସ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଧିକ ପଢ଼ନ୍ତୁ

police personnel killed in severe accident in jaipur
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, 4 ପୋଲିସ କର୍ମଚାରୀଙ୍କ ସମେତ 5ଜଣଙ୍କ ମୃତ୍ୟୁ
author img

By

Published : Feb 15, 2022, 12:22 PM IST

ଜୟପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ । ଜୟପୁରର ଭବରୁ ଅଞ୍ଚଳରେ ଗୁଜୁରାଟ ପୋଲିସ ଭ୍ୟାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ 4 ଜଣ ପୋଲିସ ସମେତ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟିଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଗୁଜୁରାଟ ପୋଲିସ ଏକ ଅଭିଯୁକ୍ତକୁ ନେଇ ଦିଲ୍ଲୀରୁ ଗୁଜୁରାଟ ଅଭିମୁଖେ ଆସୁଥିଲେ। ତେବେ ଜୟପୁରର ଭବରୁ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଯାହା ଫଳରେ ଭ୍ୟାନରେ ଥିବା 5 ଜଣଙ୍କ ମୃତ୍ୟୁ ଘଟିଛି।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ବିଟରେ ସୂଚନା ଦେବା ସହ ଘଟଣାରେ ଶୋକପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, "ଜୟପୁରର ଭବରୁ ଅଞ୍ଚଳରେ ହୋଇଥିବା ସଡ଼କ ଦୁର୍ଘଟଣାରେ 4 ପୋଲିସ କର୍ମଚାରୀଙ୍କ ସମେତ 5 ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ମୁଁ ମର୍ମାହତ। ମୃତକଙ୍କ ପରିବାରକୁ ମୋର ଗଭୀର ସମବେଦନା ଜଣାଉଛି। ମୃତକଙ୍କ ଆତ୍ମାର ସତଗତି ହେଉ"।

  • दिल्ली से गुजरात अभियुक्त लेकर जा रही गुजरात पुलिस का वाहन जयपुर के भाबरू क्षेत्र में दुर्घटनाग्रस्त होने से 4 पुलिसकर्मियों सहित 5 लोगों की मृत्यु की जानकारी दुखद है। शोकाकुल परिजनों के प्रति मेरी गहरी संवेदनाएं, ईश्वर उन्हें सम्बल दें एवं दिवंगतों की आत्मा को शांति प्रदान करें।

    — Ashok Gehlot (@ashokgehlot51) February 15, 2022 " class="align-text-top noRightClick twitterSection" data=" ">

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.