ETV Bharat / bharat

JP Nadda Birthday: ଶୁଭେଚ୍ଛା ଜଣାଇଲେ ମୋଦି, ରାଜନାଥ ସିଂ - ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଜନ୍ମଦିନ

ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଜନ୍ମଦିନ (JP Nadda Birthday)। ୬୧ ବର୍ଷରେ ପଦାର୍ପଣ କଲେ ନଡ୍ଡା। ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

JP Nadda Birthday : ନଡ୍ଡାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

author img

By

Published : Dec 2, 2021, 12:27 PM IST

ନୂଆଦିଲ୍ଲୀ: ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଜନ୍ମଦିନ (JP Nadda Birthday)। ୬୧ ବର୍ଷରେ ପଦାର୍ପଣ କଲେ ନଡ୍ଡା । ଏନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସମସ୍ତ ବିଜେପି ନେତା ଶୁଭେଚ୍ଛା ଦେବା ସହ ଦୀର୍ଘ ଓ ସୁସ୍ଥ ଜୀବନର କାମନା କରିଛନ୍ତି। ମୋଦି ଟ୍ବିଟ କରି ଶୁଭେଚ୍ଛା ଜଣାଇବା ସହ ସେ ଦଳକୁ ପ୍ରେରଣାଦାୟକ ନେତୃତ୍ୱ ପ୍ରଦାନ କରିବା ସହ ସେ ଦଳକୁ ଶୀର୍ଷରେ ନେଇ ପହଞ୍ଚାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି( modi wishes nadda) କହିଛନ୍ତି ।

  • भाजपा के कर्मठ राष्ट्रीय अध्यक्ष, श्रीमान @JPNadda को जन्मदिवस की हार्दिक शुभकामनाएँ। देश और दल के विकास में नड्डाजी का अप्रतिम योगदान रहा है। वे बड़े धैर्य और परिश्रम के साथ संगठन को नई शक्ति और युक्ति दे रहे हैं। उन्हें उत्तम स्वास्थ्य और दीर्घायु की प्राप्ति हो, यही कामना है।

    — Rajnath Singh (@rajnathsingh) December 2, 2021 " class="align-text-top noRightClick twitterSection" data=" ">

ଏନେଇ ପ୍ରତିରକ୍ଷାମନ୍ତ୍ରୀ ମଧ୍ୟ ନଡ୍ଡାକୁ ଶୁଭେଚ୍ଛା ଜଣାଇ ଦୀର୍ଘାୟୁ କାମନା କରିଛନ୍ତି । ଦେଶର ଉନ୍ନତି ଓ ଦଳର ବିକାଶରେ ନଡ୍ଡାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସେ କଠିନ ପ୍ରଚେଷ୍ଟାବଳରେ ଦଳକୁ ମଜବୁତ କରିଛନ୍ତି ବୋଲି ରାଜନାଥ ସିଂ ଟ୍ବିଟ କରି କହିଛନ୍ତି ।

  • Birthday greetings to @BJP4India President Shri @JPNadda Ji. He is providing inspiring leadership to the Party and is working hard to strengthen our organisation. He also has rich administrative and legislative experience for which he’s widely admired. May he lead a long life.

    — Narendra Modi (@narendramodi) December 2, 2021 " class="align-text-top noRightClick twitterSection" data=" ">

ହିମାଚଳ ପ୍ରଦେଶରେ ନଡ୍ଡା, ୨ ଡିସେମ୍ବର ୧୯୬୦ରେ ବିହାରର ପାଟନାରେ ଜନ୍ମଗ୍ରହଣ କରିଥିଲେ ବୋଲି ବିଜେପିର ଅଫିସିଆଲ୍ ୱେବସାଇଟରେ ରହିଛି। ତେବେ ପାଟନା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶେଷ କରିବା ପରେ ସେ ହିମାଚଳ ପ୍ରଦେଶ ବିଶ୍ବବିଦ୍ୟାଳୟରୁ ଏଲଏଲବି ଅଧ୍ୟୟନ କରିଥିଲେ । ସେ ଅଳ୍ପ ବୟସରେ ଜୟ ପ୍ରକାଶ ନାରାୟଣଙ୍କ ଦ୍ବାରା ବିଭିନ୍ନ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରୁଥିଲେ । ଜୁନ୍ ୨୦୧୯ ରେ ନଡ୍ଡା ବିଜେପିର ଜାତୀୟ କାର୍ଯ୍ୟକାରିଣୀ ସଭାପତି ଏବଂ ଜାନୁଆରୀ ୨୦୨୦ ରେ ଦଳର ରାଷ୍ଟ୍ରୀୟ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.