ETV Bharat / bharat

ଆଜି One Ocean Summitକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ କାର୍ଯ୍ୟକ୍ରମ

ଆଜି One Ocean Summitକୁ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଭର୍ଚୁଆଲ ମୋଡରେ କାର୍ଯ୍ୟକ୍ରମ ହେବା ନେଇ PMO ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

ଆସନ୍ତାକାଲି One Ocean Summit କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

author img

By

Published : Feb 10, 2022, 7:37 PM IST

Updated : Feb 11, 2022, 6:57 AM IST

ନୂଆଦିଲ୍ଲୀ: ଆଜି (ଫେବୃଆରୀ 11) ମହାସାଗର ସମ୍ମିଳନୀ (One Ocean Summit)କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିବା ଖବର ସରବରାହ ସଂସ୍ଥା ANI ପକ୍ଷରୁ ସୂଚନା ମିଳିଛି ।

  • PM Narendra Modi will address the high-level segment of One Ocean Summit on February 11 through a video message. The high-level segment of the Summit will also be addressed by several Heads of States & Govts including Germany, UK, South Korea, Japan, Canada, among others: PMO pic.twitter.com/qnRrHWY1pp

    — ANI (@ANI) February 10, 2022 " class="align-text-top noRightClick twitterSection" data=" ">

ଆଜିର ସମ୍ବୋଧନ କାର୍ଯ୍ୟକ୍ରମ ଭର୍ଚୁଆଲ ମୋଡରେ ଆୟୋଜିତ ହେବ । ସମ୍ମିଳନୀର ଉଚ୍ଚସ୍ତରୀୟ ବିଭାଗକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମୋଦି ସମ୍ବୋଧିତ କରିବେ । ଏହି ସମ୍ମିଳନୀରେ ଜର୍ମାନୀ, ବ୍ରିଟେନ, ଦକ୍ଷିଣ କୋରିଆ, ଜାପାନ, କାନାଡା ସମେତ ଅନେକ ରାଷ୍ଟ୍ରମୁଖ୍ୟ ମଧ୍ୟ ଅଂଶଗ୍ରହଣ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 11, 2022, 6:57 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.