ETV Bharat / bharat

TRAI Silver Jubilee: ଟ୍ରାଇର ରୌପ୍ୟ ଜୟନ୍ତୀ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

author img

By

Published : May 17, 2022, 10:28 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଦୂରସଞ୍ଚାର ନିୟନ୍ତ୍ରଣ କର୍ତ୍ତୃପକ୍ଷ (ଟ୍ରାଇ)ର ରୌପ୍ୟଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରକୁ ଭିସି ଯୋଗେ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଏକ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଦୂରସଞ୍ଚାର ନିୟନ୍ତ୍ରଣ କର୍ତ୍ତୃପକ୍ଷ (ଟ୍ରାଇ)ର ରୌପ୍ୟଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରକୁ ଭିସି ଯୋଗେ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଏକ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି । ଟ୍ରାଇର ରୌପ୍ୟଜୟନ୍ତୀ ସମାରୋହକୁ ସମ୍ବୋଧିତ କରିଥିଲେ ମୋଦି । ଏହି ଅବସରରେ ସ୍ୱଦେଶୀ ନିର୍ମିତ 5G ଟେଷ୍ଟବେଡ ଯାହାକୁ ସେ ଦେଶ ଉଦ୍ଦେଶ୍ୟରେ ଆଜି ଉତ୍ସର୍ଗ କରିଛନ୍ତି । ତାହା ଦୂର ସଞ୍ଚାର କ୍ଷେତ୍ରରେ ଜଟିଳ ତଥା ଅତ୍ୟାଧୁନିକ ପ୍ରଯୁକ୍ତି କ୍ଷେତ୍ରର ବିକାଶରେ ବେଶ ସହାୟକ ହେବ । ଆଇଆଇଟି ସମେତ ଏହି ପ୍ରକଳ୍ପ ସହିତ ଯେଉଁମାନେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ମୋଦି ଅଭିନନ୍ଦନ ଜଣାଇଛନ୍ତି । ଏହା ଦେଶର ଗ୍ରାମାଞ୍ଚଳକୁ 5G ପ୍ରଯୁକ୍ତିବିଦ୍ୟା ପ୍ରସାର ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୋଦି କହିଛନ୍ତି ।

  • 5G टेक्नोलॉजी भी देश की गवर्नेंस में, ease of living, ease of doing business में सकारात्मक बदलाव लाने वाली है।

    इससे खेती, स्वास्थ्य, शिक्षा, इंफ्रास्ट्रक्चर और logistics, हर सेक्टर में ग्रोथ को बल मिलेगा।

    इससे सुविधा भी बढ़ेगी और रोज़गार के भी अनेक अवसर बनेंगे: PM @narendramodi

    — PMO India (@PMOIndia) May 17, 2022 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ସଂଯୋଗକରଣ ଦେଶର ପ୍ରଗତିର ଗତିକୁ ନିର୍ଦ୍ଧାରଣ କରିବ । ସେ ଦୃଷ୍ଟିରୁ ପ୍ରତ୍ୟେକ ସ୍ତରରେ ସଂଯୋଗୀକରଣର ଆଧୁନିକୀକରଣ ଅପରିହାର୍ଯ୍ୟ । 5G ପ୍ରଯୁକ୍ତିବିଦ୍ୟା ଦେଶର ପ୍ରଶାସନ, ଜୀବନ ଧାରଣମାନ ଓ ବ୍ୟବସାୟରେ ବିରାଟ ପରିବର୍ତ୍ତନ ଆଣିବ ବୋଲି । ଏହା ପ୍ରତ୍ୟେକ କ୍ଷେତ୍ର ଯେପରିକି କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି ଓ ଅନ୍ୟାନ୍ୟ ରଣନୀତିକ କ୍ଷେତ୍ର ଅଭିବୃଦ୍ଧିରେ ସହାୟକ ହେବ । ଏହା ଅନେକ କ୍ଷେତ୍ରରେ ସୁବିଧା ଆଣିବା ସହ ଅନେକ କାର୍ଯ୍ୟରେ ସୁଯୋଗ ସୃଷ୍ଟି କରିବ । 5Gର ଦୃତ ଅଭିବୃଦ୍ଧି ନିମନ୍ତେ ଉଭୟ ସରକାର ଓ ଶିଳ୍ପାନୁଷ୍ଠାନ ଗୁଡିକର ଉଦ୍ୟମ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

  • मुझे देश को अपना, खुद से निर्मित 5G Testbed राष्ट्र को समर्पित करने का अवसर मिला है।

    ये टेलिकॉम सेक्टर में क्रिटिकल और आधुनिक टेक्नॉलॉजी की आत्मनिर्भरता की दिशा में भी एक अहम कदम है।

    मैं इस प्रोजेक्ट से जुड़े सभी साथियों को, हमारे IITs को बहुत-बहुत बधाई देता हूं: PM

मुझे देश को अपना, खुद से निर्मित 5G Testbed राष्ट्र को समर्पित करने का अवसर मिला है।

ये टेलिकॉम सेक्टर में क्रिटिकल और आधुनिक टेक्नॉलॉजी की आत्मनिर्भरता की दिशा में भी एक अहम कदम है।

मैं इस प्रोजेक्ट से जुड़े सभी साथियों को, हमारे IITs को बहुत-बहुत बधाई देता हूं: PM

— PMO India (@PMOIndia) May 17, 2022

ସେହିଭଳି ଦୂରସଞ୍ଚାର କ୍ଷେତ୍ର କିପରି ଆତ୍ମନିର୍ଭରଶୀଳତା ଓ ସୁସ୍ଥ ପ୍ରତିଯୋଗୀତା କ୍ଷେତ୍ରରେ ସମାଜ ଓ ଆର୍ଥିକ ବିକାଶରେ ସହାୟକ ହୋଇଛି ତାହାର ଉଦାହରଣ ଦେଇଥିଲେ ମୋଦି । ୨ଜିର ହତାଶା, ଦୁର୍ନୀତି ଓ ନୀତିଗତ ସ୍ଥାଣୁତା ଯୁଗରୁ ବାହାରି ଦେଶ ଦୃତ ଗତିରେ ୩ଜିରୁ ୪ଜି ଓ ବର୍ତ୍ତମାନ ୫ଜି ଓ ୬ଜି ଅଭିମୁଖେ ଆଗେଇ ଚାଲିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

  • मुझे देश को अपना, खुद से निर्मित 5G Testbed राष्ट्र को समर्पित करने का अवसर मिला है।

    ये टेलिकॉम सेक्टर में क्रिटिकल और आधुनिक टेक्नॉलॉजी की आत्मनिर्भरता की दिशा में भी एक अहम कदम है।

    मैं इस प्रोजेक्ट से जुड़े सभी साथियों को, हमारे IITs को बहुत-बहुत बधाई देता हूं: PM

    — PMO India (@PMOIndia) May 17, 2022 " class="align-text-top noRightClick twitterSection" data=" ">

ଏହାବାଦ ପ୍ରଧାନମନ୍ତ୍ରୀ କହିଛନ୍ତି ବିଗତ ଆଠ ବର୍ଷ ମଧ୍ୟରେ ପଞ୍ଚମିତ୍ର ଯଥା ପହୁଁଞ୍ଚ, ସଂସ୍କାର, ନିୟନ୍ତ୍ରଣ, ଜବାବଦେହୀ ଓ ବୈପ୍ଳବିକ ପଦକ୍ଷେପ ଜରିଆରେ ଦୂରସଞ୍ଚାର କ୍ଷେତ୍ରରେ ଏକ ନୂତନ ଶକ୍ତି ଜାଗ୍ରତ ହୋଇଛି । ଏଥିପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଟ୍ରାଇକୁ ଏହାର ଶ୍ରେୟ ଦେଇଥିଲେ ପ୍ରଧାନମନ୍ତ୍ରୀ। ଏହାସହ ବତ୍ତର୍ମାନ ଦେଶ କୂପ ମଣ୍ଡୁକ ଭାବେ ନରହି ପୁରାପୁରି ସରକାରୀ ଧାରା ସହ ଆଗେଇ ଚାଲିଛି । ବର୍ତ୍ତମାନ ଆମେ ବିଶ୍ବରେ ଦୂରସଞ୍ଚାର ସାନ୍ଧ୍ରତା ଓ ଇଣ୍ଟରନେଟ ବ୍ୟବହାର ଦିଗରେ ଖୁବ ଦୃତଗତିରେ କାୟା ବିସ୍ତାର କରି ଚାଲିଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଦେବୁସିଂହ ଚୌହ୍ବାନ ଓ ଏଲ ମୁରୁଗନଙ୍କ ସମେତ ଦୂର ସଞ୍ଚାର ଓ ପ୍ରସାରଣ କ୍ଷେତ୍ରର ଅନେକ ଅଧିକାରୀ ଉପସ୍ଥିତ ଥିଲେ ।

  • 21वीं सदी के भारत में कनेक्टिविटी, देश की प्रगति की गति को निर्धारित करेगी।

    इसलिए हर स्तर पर कनेक्टिविटी को आधुनिक बनाना ही होगा: PM @narendramodi

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.