ETV Bharat / bharat

ଆଜି ପ୍ରକାଶ ପାଇବ JEE MAIN ପରୀକ୍ଷା ଫଳ

author img

By

Published : Mar 8, 2021, 11:10 AM IST

ଆଜି ପ୍ରକାଶ ପାଇବ JEE MAIN ପରୀକ୍ଷା ଫଳ । ଫେବୃଆରୀ ୨୩ରୁ ୨୬ ଯାଏଁ ପରୀକ୍ଷା ହୋଇଥିଲା । ଦେଶର ୬ ଲକ୍ଷ ୬୧ ହଜାର ୭୭୬ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା । ତେବେ jeemain.nta.nic.in ଓ nta.ac.in ଏହି ଦୁଇ ୱେବସାଇଟକୁ ଯାଇ ଛାତ୍ରଛାତ୍ରୀ ଜାଣିପାରିବେ ପରୀକ୍ଷାଫଳ ।

ଆଜି ପ୍ରକାଶ ପାଇବ JEE MAIN ପରୀକ୍ଷା ଫଳ
ଆଜି ପ୍ରକାଶ ପାଇବ JEE MAIN ପରୀକ୍ଷା ଫଳ

ନୂଆଦିଲ୍ଲୀ:ଆଜି ପ୍ରକାଶ ପାଇବ JEE MAIN ପରୀକ୍ଷା ଫଳ । ଫେବୃଆରୀ ୨୩ ରୁ ୨୬ ଯାଏଁ ପରୀକ୍ଷା ହୋଇଥିଲା । ଦେଶର ୬ ଲକ୍ଷ ୬୧ ହଜାର ୭୭୬ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା । ତେବେ jeemain.nta.nic.in ଓ nta.ac.in ଏହି ଦୁଇ ୱେବସାଇଟକୁ ଯାଇ ଛାତ୍ରଛାତ୍ରୀ ଜାଣିପାରିବେ ପରୀକ୍ଷାଫଳ ।

କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହୋଇଥିଲା । କେବଳ ଓଡିଶାରୁ ପ୍ରାୟ 40 ହଜାର ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ। ସମ୍ପୂର୍ଣ୍ଣ ଅନଲାଇନ ମୋଡରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । NTA ପକ୍ଷରୁ ମାର୍ଚ୍ଚ 1ରେ ପ୍ରୋଭିଜନାଲ ପ୍ରଶ୍ନୋତ୍ତର ପ୍ରକାଶ ପାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.