ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଆଜିର ଖାସ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
author img

By

Published : Sep 2, 2021, 7:05 AM IST

Updated : Sep 2, 2021, 7:16 AM IST

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

1-ଆଜି ୟୁରୋପ ରାଷ୍ଟ୍ର ସମୂହ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଆଫଗାନ ସ୍ଥିତି ନେଇ କରିବେ ଆଲୋଚନା।

2-ଆଜି ବାହାରିନ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏସ ମୁରଲିଧରନ ।

3-ଆଜି ଗୁଜୁରାଟ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଦଳୀୟ ରାଜ୍ୟ ଶାଖା କାର୍ଯ୍ୟକାରିଣୀକୁ କରିବେ ସମ୍ବୋଧିତ।

4-୫ ଦିନିଆ ଋଷ ଗସ୍ତରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ । ଆଜି ଋଷ ସରକାରଙ୍କ ସହ ହେବ ଦ୍ବିପାକ୍ଷିକ ବୁଝାମଣା।

5-ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ନେଇ ଆଜି ହୋଇପାରେ ଘୋଷଣା ।

6-ଆଜି ଦେଶର କୋଭିଡ ସ୍ଥିତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ । ଅପରାହ୍ନରେ ପ୍ରେସମିଟ ।

7-ବିନ୍ଦୁସାଗର ପ୍ରକଳ୍ପ ନେଇ ଆଜି ପକ୍ଷ ରଖିବେ 7 ଅଧିକାରୀ ।

8-ACF ସୌମ୍ୟ ମୃତ୍ୟୁ ମାମଲା । ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ ।

9-ଆଜିଠୁ ଚତୁର୍ଥ ଟେଷ୍ଟ । ଓଭାଲ ଗ୍ରାଉଣ୍ଡରେ ହେବ ଲଢେଇ ।

10-ଆଜି ବିଶ୍ବ ନାରିକେଳ ଦିବସ । ସ୍ବାସ୍ଥ୍ୟ ସହିତ ସଂସ୍କୃତିରେ ନଡିଆର ରହିଛି ବିଶେଷ ଗୁରୁତ୍ବ ।

Last Updated : Sep 2, 2021, 7:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.