ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଆଜି ଦିନର ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : May 9, 2021, 7:09 AM IST

Updated : May 9, 2021, 7:30 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ରାଜଧାନୀର ଜନଜାତି ସଂଗ୍ରହାଳୟକୁ ଆଜି ଭର୍ଚ୍ଚୁଆଲ ଟୁର । ଥ୍ରି-ଡି ମାଧ୍ୟମରେ ଫେସବୁକ ଓ ଟ୍ବିଟର ପେଜରେ ପର୍ଯ୍ୟଟକ ଦେଖିପାରିବେ ସଂଗ୍ରହାଳୟ ।

2. ଆଜି ବାଲେଶ୍ବର ଓ ଦେବଗଡ଼ରେ ଟୀକାକରଣ ବନ୍ଦ ରହିବ ।

3. ଆଜି ବିଶ୍ବ ମାତୃ ଦିବସ । ସାରା ବିଶ୍ବ ମନେ ପକାଉଛି ମାଆର ତ୍ୟାଗ, ସ୍ନେହ ଓ ଭଲ ପାଇବା ।

4. ଲକଡାଉନର 5ମ ଦିନ । ରାସ୍ତାଘାଟ ଖାଁ ଖାଁ ।

5. ଆଜି ରାଜ୍ୟର କୋଭିଡ ସ୍ଥିତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

6. ଆଜି ଆସାମର ଗୌହାଟୀରେ ବସିବ ବିଜେପି ବିଧାୟକ ଦଳର ବୈଠକ । ମୁଖ୍ୟମନ୍ତ୍ରୀ ପଦ ନେଇ ନିଆଯିବ ନିର୍ଣ୍ଣାୟକ ନିଷ୍ପତ୍ତି ।

7. ଅକ୍ସିଜେନ ଜେନେରେଟର ଓ 1000ଟି ଭେଣ୍ଟିଲେଟର ସହିତ ଆଜି ଭାରତରେ ପହଞ୍ଚିବ ବିଶାଳ ପରିବହନ ବିମାନ ।

8. ଆଜି ପୃଥିବୀପୃଷ୍ଠରେ ଖସିବ ଚାଇନା ପଠାଇଥିବା ରକେଟର ଭଗ୍ନାବଶେଷ । ଆମେରିକା ମହାକାଶ ଗବେଷଣା ପକ୍ଷରୁ ସୂଚନା ।

9. ଭାରତ ଓ ୟୁରୋପିଆନ ୟୁନିଅନ ମଧ୍ୟରେ ଆଜିଠୁ ଆରମ୍ଭ ହେଲା ବାଣିଜ୍ୟ କ୍ଷେତ୍ରରେ ସମ୍ପର୍କର ନୂତନ ଅଧ୍ୟାୟ ।

10. ଆଜି ବି ରାଜ୍ୟର ଅଧିକାଂଶ ଜିଲ୍ଲାରେ ଲାଗି ରହିବ ଝଡ଼ବର୍ଷା । ମେ 11 ପରେ ହେବ ପାଗରେ ପରିବର୍ତ୍ତନ ।

Last Updated : May 9, 2021, 7:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.