ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଆଜି ଦିନର ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : May 4, 2021, 7:06 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଭର୍ଚ୍ଚୁଆଲ ସମିଟ । ଉଭୟ ଦେଶର ପ୍ରଧାନମନ୍ତ୍ରୀ ହେବେ ସାମିଲ ।

2. ଆଜି ଭାରତ-ୟୁକେ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ମଧ୍ୟ ଲଣ୍ଡନରେ ଆଲୋଚନା ।

3. ଆଜି ଦେଶର କୋଭିଡ ସ୍ଥିତି/ ଅକ୍ସିଜେନ ଓ ମେଡିକାଲ ଭିତ୍ତିଭୂମି ନେଇ ପୁଣି ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ ।

4. ଆଜି ଠାରୁ 2 ଦିନିଆ ବଙ୍ଗାଳ ଗସ୍ତରେ ଯିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ହିଂସା ପୀଡିତ ପରିବାରଙ୍କୁ କରିବେ ସାକ୍ଷାତ ।

5. ଆଜି ମଧ୍ୟ ସାରା ଦେଶରେ ଜାରି ରହିବ ଟୀକାକରଣ । ସମସ୍ତ ରାଜ୍ୟକୁ ଜାରି ରହିଛି ଟିକା ଯୋଗାଣ ।

6. ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ କୋଭିଡ ସ୍ଥିତି ସମୀକ୍ଷା । ଅପରାହ୍ନରେ ପ୍ରେସମିଟ ।

7. ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏସଆରସି ଓ ପୋଲିସ ମହାନିର୍ଦ୍ଦେଶକଙ୍କ ମଧ୍ୟରେ ବୈଠକ । ଲକଡାଉନ ପୂର୍ବରୁ ହେବ ବୈଠକ ।

8. ଟିକା ଅଭାବ ଯୋଗୁଁ ଆଜି 11 ଜିଲ୍ଲାରେ ଟୀକାକରଣ ବନ୍ଦ ।

9. ଆଜିଠୁ ଆସନ୍ତା 5 ଦିନ ଯାଏଁ ବଢିବ ନାହିଁ ତାତି । ଝଡ଼ବର୍ଷା ଆଶଙ୍କା ।

10. ଆଜି ଆଇପିଏଲରେ ମୁମ୍ବାଇ-ହାଇଦ୍ରାବାଦ ମଧ୍ୟରେ ଖେଳାଯିବ ମ୍ୟାଚ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.