ETV Bharat / bharat

‘ଦେଶ ଓ ସେନାକୁ ଗର୍ବିତ କରିଛନ୍ତି ନିରଜ’

author img

By

Published : Aug 7, 2021, 8:13 PM IST

ଟୋକିଓ ଅଲମ୍ପିକ୍ସରେ ନିରଜ ଚୋପ୍ରାଙ୍କ ଐତିହାସିକ ବିଜୟ ପରେ CDS ବିପିନ ରାଓ୍ବତଙ୍କ ଶୁଭେଚ୍ଛା । କହିଲେ ଦେଶ ଓ ସେନାକୁ ଗର୍ବିତ କରିଛନ୍ତି ନିରଜ । ଅଧିକ ପଢନ୍ତୁ...

‘ଦେଶ ଓ ସେନାକୁ ଗର୍ବିତ କରିଛନ୍ତି ନିରୋଜ’
‘ଦେଶ ଓ ସେନାକୁ ଗର୍ବିତ କରିଛନ୍ତି ନିରୋଜ’

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ନିରଜ ଚୋପ୍ରାଙ୍କ ଐତିହାସିକ ବିଜୟ ପରେ ସାରା ଦେଶରେ ଆରମ୍ଭ ହୋଇଛି ଉତ୍ସବର ମାହୋଲ । ତେବେ ନିରଜଙ୍କ ସଫଳତାକୁ ପ୍ରେରଣା ବୋଲି ଦର୍ଶାଇ ଭିନ୍ନ ଢଙ୍ଗରେ ତାଙ୍କୁ ପ୍ରଶଂସା କରିଛନ୍ତି CDS ବିପିନ ରାଓ୍ବତ ।

CDS ରାଓ୍ବତ କହିଛନ୍ତି, ଯେତେବେଳେ ଇଚ୍ଛା ଥାଏ, ସେଠାରେ ଏକ ଉପାୟ ଆପେ ଆପେ ବାହାରେ, ଯାହାକୁ ସତ୍ୟ ପ୍ରମାଣିତ କରିଛନ୍ତି ନିରଜ । ଟୋକିଓ ଅଲମ୍ପିକ୍ସ ୨୦୨୧ରେ ନିରଜଙ୍କ ପଦର୍ଶନ ସମଗ୍ର ଦେଶ ଓ ସଶସ୍ତ୍ରବାହିନୀକୁ ଅନ୍ୟ ଅଲମ୍ପିକ ବିଜେତାମାନଙ୍କ ପରି ଗର୍ବିତ କହିଛନ୍ତି । ନିରଜ ଚୋପ୍ରା ଜାଭେଲିନରେ ବ୍ୟକ୍ତିଗତ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିବା ପରେ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଜମ୍ମୁରେ ସେନା କ୍ୟାମ୍ପରେ ମଧ୍ୟ ଉତ୍ସବ ପାଳନ କରାଯାଇ, ଅଲମ୍ପିକ୍ସ କ୍ରୀଡାବିତଙ୍କୁ ଶୁଭେଚ୍ଛା ସହ ଉତ୍ସାହିତ କରିଛନ୍ତି ସେନା ଯବାନ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.