ମୁମ୍ବାଇ: ମହାରାଷ୍ଟ୍ର ଗାଡଚିରୋଲି ଜିଲ୍ଲା ଇଟାପାଲି ଜଙ୍ଗଲ ଅଞ୍ଚଳରେ ପୋଲିସର ଏନକାଣ୍ଟର । ଏଥିରେ 13 ନକ୍ସଲ ନିପାତ । ଖବର ଆସିବାବେଳେ କୁମ୍ବିଂ ଅପରେସନ ଜାରି ରହିଥିବା ସୂଚନା ।
![ମହାରାଷ୍ଟ୍ର ସୀମାନ୍ତରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ, 14 ନକ୍ସଲ ନିପାତ](https://etvbharatimages.akamaized.net/etvbharat/prod-images/mh-gad-naxal-news-mh10039_21052021095044_2105f_1621570844_688.jpg)
ତେବେ ଆଜି(ଶୁକ୍ରବାର) ସକାଳେ ପୟାଦି-କୋଟମି ଜଙ୍ଗଲରେ ମହାରାଷ୍ଟ୍ର ପୋଲିସ C-60 ୟୁନିଟ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । DIG ସନ୍ଦିପ ପାଟେଲଙ୍କ ସୂଚନା ଅନୁଯାୟୀ ଗାଡଚିରୋଲିରେ ଘଟିଥିବା ଅପରେସନ ମହାରାଷ୍ଟ୍ର ପୋଲିସ ପାଇଁ ଏକ ବଡ ସଫଳତା । ଏଥିରେ ଅଧିକ ନକ୍ସଲଙ୍କ ନିପାତ ହୋଇଥିବା ନେଇ ଅନୁମାନ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ