ETV Bharat / bharat

ପଞ୍ଜାବ କୋର୍ଟରେ ଭର୍ଚୁଆଲ ହାଜର ହେବେ ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀ

author img

By

Published : Apr 12, 2021, 10:41 AM IST

ବିଏସପି ନେତା ତଥା ଗ୍ୟାଙ୍ଗଷ୍ଟାର ମୁଖତାର ଅନସାରୀ ଭର୍ଚୁଆଲରେ କୋର୍ଟରେ ହାଜର ହେବେ । ଗ୍ୟାଙ୍ଗଷ୍ଟାର ମୁଖତାର ଅନସାରୀ ବିରୋଧରେ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ମୋଟ 52 ଟି ମାମଲା ରହିଛି । ଅଧିକ ପଢନ୍ତୁ...

Mukhtar Ansari to appear in Punjab and UP court virtually today
ଭର୍ଚୁଆଲ ମାଧ୍ୟମରେ ପଞ୍ଜାବ କୋର୍ଟରେ ହାଜର ହେବେ ଗ୍ୟାଙ୍ଗଷ୍ଟାର ମୁଖତାର ଅନସାରୀ

ଲକ୍ଷ୍ନୌ: ବିଏସପି ନେତା ତଥା ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀ କୋର୍ଟରେ ହାଜର ହେବେ । ଉତ୍ତରପ୍ରଦେଶ ଲକ୍ଷ୍ନୌ କୋର୍ଟରୁ ଭର୍ଚୁଆଲରେ ମାଧ୍ୟମରେ ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀ ପଞ୍ଜାବର ମୋହାଲି କୋର୍ଟରେ ହାଜର ହେବେ । ମୋହାଲି କୋର୍ଟରେ ତାଙ୍କ ନାମରେ ଦୁଇଟି ମାମଲା ରହିଛି ।

ଗ୍ୟାଙ୍ଗଷ୍ଟାର ମୁଖତାର ଅନସାରୀ ବର୍ତ୍ତମାନ ଉତ୍ତରପ୍ରଦେଶର ବାନ୍ଦା ଜେଲରେ ରହିଛି । ସେ ମୋହାଲି କୋର୍ଟରେ 21 ବର୍ଷ ତଳର ଏକ ମାମଲାରେ ଜେଲ କର୍ମଚାରୀଙ୍କ ବିରୋଧରେ ରହିଛି । ବହୁଜନ ସମାଜବାଦ ପାର୍ଟୀର ବିଧାୟକ ଥିବା ମୁଖତାର ଅନସାରୀ ସେ ଗତ ଦୁଇ ବର୍ଷ ହେଲା ପଞ୍ଜାବ ଜେଲରେ ଥିଲେ । ଗତ 7 ତାରିଖ ଦିନ ୟୁପି ପୋଲିସ ପଞ୍ଜାବରୁ ଉତ୍ତରପ୍ରଦେଶ ନେଇଛି । ପୋଲିସ ସୂଚନା ଅନୁଯାୟୀ ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀ ବିରୋଧରେ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ମୋଟ 52 ଟି ମାମଲା ରହିଛି ।

ଏହି ଯୋଗୀ-ଆଦିତ୍ୟନାଥ ସରକାରଙ୍କ ସ୍କାନରରେ ରହିଛନ୍ତି ଗ୍ୟାଙ୍ଗଷ୍ଟର । ଲକ୍ଷ୍ନୌରେ ଥିବା ଜେଲ ମହାନିର୍ଦ୍ଦେଶକ ସିସିଟିଭି କ୍ୟାମେରା ମାଧ୍ୟମରେ 12 ଟି ସ୍କ୍ରିନ୍ ମାଧ୍ୟମରେ ମାଫିଆ ଡନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ଅଧିକାରୀ କହିଛନ୍ତି ଯେ ମାଫିଆ ଡନଙ୍କ ଉପରେ କଡାକଡି ନଜର ରଖାଯାଇଛ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.