ETV Bharat / bharat

Ukraine War: ସୋମବାର ପହଞ୍ଚିବ ନବୀନଙ୍କ ମୃତଦେହ, ରିସର୍ଚ୍ଚ ପାଇଁ ଦାନ କରିବେ ପରିବାର - ୟୁକ୍ରେନରେ ଋଷର ଆକ୍ରମଣ

ୟୁକ୍ରେନରେ ଋଷର ଆକ୍ରମଣ ବେଳେ ମୃତ୍ୟୁ ଘଟିଥିବା ଭାରତୀୟ ଛାତ୍ର ନବୀନ ଶେକରପ୍ପାଙ୍କ ମୃତଦେହ ଆସନ୍ତା ସୋମବାର ଭାରତରେ ପହଞ୍ଚିବ। ଏନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବଶବରାଜ ବୋମାଇ ସୂଚନା ଦେଇଛନ୍ତି। ଅଧିକ ପଢ଼ନ୍ତୁ

mortal remains of indian student killed in ukraine to reach bengaluru on monday
Ukraine War: ଆସନ୍ତା ସୋମବାର ପହଞ୍ଚିବ ଭାରତୀୟ ଛାତ୍ର ନବୀନଙ୍କ ମୃତଦେହ
author img

By

Published : Mar 19, 2022, 8:55 AM IST

ବେଙ୍ଗାଲୁରୁ: ୟୁକ୍ରେନରେ ଋଷର ଆକ୍ରମଣ ବେଳେ ମୃତ୍ୟୁ ଘଟିଥିବା ଭାରତୀୟ ଛାତ୍ର ନବୀନ ଶେକରପ୍ପାଙ୍କ ମୃତଦେହ ଆସନ୍ତା ସୋମବାର ଭାରତରେ ପହଞ୍ଚିବ। ଏନେଇ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବଶବରାଜ ବୋମାଇ ସୂଚନା ଦେଇଛନ୍ତି।

ମୃତ ଭାରତୀୟ ଛାତ୍ର ନବୀନଙ୍କ ପିତା କହିଛନ୍ତି ଯେ, ମାର୍ଚ୍ଚ 21 (ସୋମବାର) ଭୋର 3ଟା ସମୟରେ ନବୀନଙ୍କ ମୃତଦେହ ବେଙ୍ଗାଲୁରୁ ଆଣାଯିବ । ସେ ଏହା ମଧ୍ୟ କହିଛନ୍ତି ସାଧାରଣ ଲୋକେ ତାଙ୍କ ମୃତଦେହ ଦେଖିବା ପାଇଁ କିଛି ସମୟ ରଖାଯିବ। ତେବେ ମେଡ଼ିକାଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ନବୀନଙ୍କ ମୃତଦେହ ଦାନ କରିବାକୁ ତାଙ୍କ ବାପା କହିଛନ୍ତି।

  • Mortal remains of Naveen Shekarappa, who died in #Ukraine, to reach Bengaluru on March 21

    My son's body will arrive in Bengaluru at 3 am; will keep it for public view. We have decided to donate his body to SS Hospital Davanagere for medical studies: Naveen's father Shankarappa pic.twitter.com/R5WYUc2eI1

    — ANI (@ANI) March 18, 2022 " class="align-text-top noRightClick twitterSection" data=" ">

ସୂଚନା ଥାଉକି, କର୍ଣ୍ଣାଟକର ହାଭେରୀ ଜିଲ୍ଲାର ଚାଲେଗେରୀ ଗାଁର 22 ବର୍ଷୀୟ ଛାତ୍ର ହେଉଛନ୍ତି ନବୀନ ଶେଖରପ୍ପା। ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ସମୟରେ ଖାର୍କିଭ ସହରର ଚତୁର୍ଥ ବର୍ଷର ଡାକ୍ତରୀ ଛାତ୍ର ନବୀନ ଖାଦ୍ୟ ଏବଂ ଟଙ୍କା ସଂଗ୍ରହ କରିବା ପାଇଁ ବଙ୍କର ଛାଡି ଚାଲିଯାଇଥିଲେ। ଏହି ସମୟରେ ଗୁଳି ବିନିମୟରେ ତାଙ୍କର ମୃତ୍ୟୁ ଘଟିଥିଲା।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.