ETV Bharat / bharat

ଦେଶରେ ତଳମୁହାଁ ସଂକ୍ରମଣ: ଦିନକରେ 1 ଲକ୍ଷ 636 ସଂକ୍ରମିତ, 2427 ମୃତ

author img

By

Published : Jun 7, 2021, 9:46 AM IST

Updated : Jun 7, 2021, 9:54 AM IST

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 1 ଲକ୍ଷ 636 କୋରୋନା ସଂକ୍ରମିତ ଚିହ୍ନଟ, 2427 ମୃତ । ଅଧିକ ପଢନ୍ତୁ ....

ଦେଶରେ 24 ଘଣ୍ଟାରେ ଚିହ୍ନଟ ହେଲେ 1ଲକ୍ଷ 636 ସଂକ୍ରମିତ, 2427 ମୃତ

ନୂଆଦିଲ୍ଲୀ: ଦେଶରେ ତଳ ମୁହାଁ ହେଉଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 1 ଲକ୍ଷ 636 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 2 କୋଟି 89 ଲକ୍ଷ 9 ହଜାର 975କୁ ବୃଦ୍ଧି ପାଇଛି ।

ସେହିପରି ଆଜି ଦେଶରେ 2 ହଜାର 427 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 3 ଲକ୍ଷ 49 ହଜାର 186ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

  • " class="align-text-top noRightClick twitterSection" data="">

ଦେଶରେ 24 ଘଣ୍ଟା ମଧ୍ୟରେ 1 ଲକ୍ଷ 74 ହଜାର 399 ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା 2 କୋଟି 71 ଲକ୍ଷ 59 ହଜାର 180ରେ ପହଞ୍ଚିଛି । ଫଳରେ ଦେଶରେ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଉଥିବା ଦେଖାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା 14 ଲକ୍ଷ 1 ହଜାର 609 ଟି ସକ୍ରିୟ ମାମଲା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 7, 2021, 9:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.