ଡେରାଡୁନ: ରାଜଭବନ ରେ ପହଞ୍ଚି ରାଜ୍ୟପାଳକୁ ସାକ୍ଷାତ କଲେ ଉତ୍ତରାଖଣ୍ଡର ନବ ନିଯୁକ୍ତ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ । ସରକାର ଗଢିବାକୁ ରାଜ୍ୟପାଳଙ୍କୁ କଲେ ଦାବି ।
ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ - ବିଧାୟକ ଦଳ ବୈଠକ
![ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଉତ୍ତରାଖଣ୍ଡରେ ବିଜେପିର ବିଧାୟକ ଦଳ ବୈଠକ ଆରମ୍ଭ](https://etvbharatimages.akamaized.net/etvbharat/prod-images/768-512-10944892-thumbnail-3x2-cm.jpg?imwidth=3840)
13:48 March 10
ରାଜ୍ୟପାଳଙ୍କୁ ଭେଟିଲେ ତିରଥ ସିଂ ରାୱତ
![ରାଜ୍ୟପାଳଙ୍କୁ ଭେଟିଲେ ତିରଥ ସିଂ ରାୱତ](https://etvbharatimages.akamaized.net/etvbharat/prod-images/10944892_g.jpg)
12:14 March 10
ଅପରାହ୍ନ 4ଟା ରେ ଶପଥ ନେବେ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ
ଡେରାଡୁନ: ଆଜି ଅପରାହ୍ନ 4ଟା ରେ ଶପଥ ନେବେ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ । ପାର୍ଟି ଅଫିସରେ ବିଜେପି ବିଧାୟକ ଦଳ ପକ୍ଷରୁ ତିରଥ ସିଂ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି ।
11:21 March 10
ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ
ଡେରାଡୁନ: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ । ପାର୍ଟି ଅଫିସରେ ବିଜେପି ବିଧାୟକ ଦଳ ପକ୍ଷରୁ ଘୋଷଣା । ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ତିବେନ୍ଦ୍ର ସିଂ ରାୱତ ।
11:06 March 10

ଡେରାଡୁନ: ବିଧାୟକ ଦଳ ବୈଠକ ପରେ କିଏ ହେବେ ମୁଖ୍ୟମନ୍ତ୍ରୀ ସେନେଇ ହାଇକମାଣ୍ଡ ନିଷ୍ପତ୍ତି ନେବେ । ସନ୍ଧ୍ୟାରେ ଘୋଷଣା ହୋଇପାରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ସକାଳ 11ଟା ରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡିଛି ।
10:23 March 10
ଉତ୍ତରାଖଣ୍ଡରେ ବିଜେପିର ବିଧାୟକ ଦଳ ବୈଠକ ଆରମ୍ଭ
ଡେରାଡୁନ : ମୁଖ୍ୟମନ୍ତ୍ରୀ ପଦବୀରୁ ତ୍ରିବେନ୍ଦ୍ର ସିଂହ ଇସ୍ତଫା ଦେବା ପରେ ଏବେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଚର୍ଚ୍ଚା ଜୋର ଧରିଛି । ଆଗାମୀ 10 ମାସ ପାଇଁ କାହା ହାତରେ ରହିବ କ୍ଷମତା । ସେପଟେ ପାର୍ଟିରେ ଅଫିସରେ ବିଜେପିର ବିଧାୟକ ଦଳ ବୈଠକ ଆରମ୍ଭ ।