ETV Bharat / bharat

ଶ୍ରୀନଗରରେ ଆତଙ୍କୀଙ୍କ ଗ୍ରେନେଡ ଆକ୍ରମଣ, ଜଣେ CRPF ଯବାନ ଆହତ

ଶ୍ରୀନଗରର ଚାମାପୋରା ଅଞ୍ଚଳରେ ମୁତୟନ CRPF ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ ଆକ୍ରମଣ କରିଛନ୍ତି ଆତଙ୍କୀ । ଘଟଣାରେ ଜଣେ ଯବାନ ଆହତ ଥିବା ସୂଚନା ଅଧିକ ପଢନ୍ତୁ...

ଶ୍ରୀନଗରରେ ଆତଙ୍କୀଙ୍କ ଗ୍ରେନେଡ ଆକ୍ରମଣ, ଜଣେ CRPF ଯବାନ ଆହତ
ଶ୍ରୀନଗରରେ ଆତଙ୍କୀଙ୍କ ଗ୍ରେନେଡ ଆକ୍ରମଣ, ଜଣେ CRPF ଯବାନ ଆହତ
author img

By

Published : Sep 10, 2021, 4:39 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ । ଚାମାପୋରା ଅଞ୍ଚଳରେ ମୁତୟନ CRPF ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ ଯୋଗେଁ ଆକ୍ରମଣ କରିଛନ୍ତି ଆତଙ୍କୀ । ଘଟଣାରେ ଜଣେ ଯବାନ ଆହତ ହୋଇଥିବା ଜଣାପଡିଛି ।

ଶ୍ରୀନଗରରେ ଆତଙ୍କୀଙ୍କ ଗ୍ରେନେଡ ଆକ୍ରମଣ, ଜଣେ CRPF ଯବାନ ଆହତ

ଗ୍ରେନେଡ ଆକ୍ରମଣ ପରେ ବର୍ତ୍ତମାନ ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ସରକାରୀ କ୍ବାଟର ପାଖରେ ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ ଫିଙ୍ଗି ଫେରାର ହୋଇଯାଇଥିଲେ ଆତଙ୍କୀ । ବିସ୍ଫୋରଣରେ ସିଆରପିଏଫ ଯବାନଙ୍କ ସମେତ ଜଣେ ମହିଳା ଆହତ ହୋଇଥିବା କୁହାଯାଉଛି ।

ଜମ୍ମୁ କାଶ୍ମୀରରେ ଗତ ବର୍ଷ ତୁଳନାରେ ଆତଙ୍କୀ ଘଟଣାରେ ୪୦ ପ୍ରତିଶତ ହ୍ରାସ ହୋଇଥିଲେ ସୁଦ୍ଧା ରାଜଧାନୀ ଶ୍ରୀନଗରରେ ଆତଙ୍କୀ ଗତିବିଧିର କେନ୍ଦ୍ରସ୍ଥଳୀ ପାଲଟିଛି । ଶ୍ରୀନଗରରେ ଚଳିତ ବର୍ଷ ସବୁଠୁ ଅଧିକ ବିସ୍ଫୋରଣ ଜବତ ହୋଇଛି । ସେହିପରି ଘାଟିରେ ୭୫ ଆତଙ୍କୀ ଘଟଣା ମଧ୍ୟରୁ ସବୁଠୁ ଅଧିକ ଶ୍ରୀନଗରରେ ହୋଇଥିବା ଜଣ ଅଧିକାରୀ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.