ETV Bharat / bharat

India Corona: ତଳମୁହାଁ କୋରୋନା ମିଟର, ୬ ହଜାର ତଳେ ପଜିଟିଭଙ୍କ ସଂଖ୍ୟା - ଭାରତ କୋରୋନା ସଂକ୍ରମଣ

ଦେଶରେ ଦୁର୍ବଳ ତୃତୀୟ ଲହର । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 5,476 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: ତଳମୁହାଁ କୋରୋନା ମିଟର ୬ ହଜାର ତଳେ ପଜିଟିଭଙ୍କ ସଂଖ୍ୟା

author img

By

Published : Mar 6, 2022, 9:37 AM IST

ନୂଆଦିଲ୍ଲୀ: ଦେଶରେ ଦୁର୍ବଳ ତୃତୀୟ ଲହର । ନିୟନ୍ତ୍ରଣକୁ ଆସିଛି ମହାମାରୀ । ୬ ହଜାର ତଳେ ରହୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 5,476 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 5,476 fresh covid cases) । ଆଜି ମୃତ୍ୟୁସଂଖ୍ୟା ମଧ୍ୟ ସାମାନ୍ୟ ହ୍ରାସ ପାଇଛି । ଦେଶରେ ଦିନକରେ ଆଉ 158 ଆକ୍ରାନ୍ତ ଆଖି ବୁଜିଥିବା ବେଳେ 9,754 ଜଣ ସୁସ୍ଥ ହୋଇଛନ୍ତି ।

ଆଜିର ନୂତନ ସଂକ୍ରମଣକୁ ମିଶାଇ ଦେଶରେ ମୋଟ 59,442ଟି ସକ୍ରିୟ ମାମଲା ରହିଛି । ଏଯାବତ୍ ଦେଶରେ ମୋଟ 4,23,88,475 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ମୋଟ 5,15,036 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ରହିଛି । ଦେଶବ୍ୟାପୀ ଏଯାବତ୍ 1,78,83,79,249 କୋଟି ଡୋଜ୍ ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.