ETV Bharat / bharat

INDIA CORONA: ଦିନକରେ 30,773 ପଜିଟିଭ ଚିହ୍ନଟ, 309 ମୃତ

ଦେଶରେ ଥମିବାର ନାଁ ନେଉନାହିଁ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ 30 ହଜାର 773 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 309 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ...

INDIA CORONA: ଦିନକରେ 30,773 ପଜିଟିଭ ଚିହ୍ନଟ, 309 ମୃତ
INDIA CORONA: ଦିନକରେ 30,773 ପଜିଟିଭ ଚିହ୍ନଟ, 309 ମୃତ
author img

By

Published : Sep 19, 2021, 10:50 AM IST

ନୂଆଦିଲ୍ଲୀ: ଦେଶରେ ଥମିବାର ନାଁ ନେଉନାହିଁ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ 30 ହଜାର 773 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 309 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏପଟେ 38 ହଜାର 945 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି ।

  • " class="align-text-top noRightClick twitterSection" data="">

ତେବେ, ଦେଶରେ ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 34 ଲକ୍ଷ 48 ହଜାର 163କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା 4 ଲକ୍ଷ 44 ହଜାର 838 ରହିଥିବାବେଳେ 3 ଲକ୍ଷ 32 ହଜାର 158 ସକ୍ରିୟ ମାମଲା ରହିଛି । 3 କୋଟି 26 ଲକ୍ଷ 71 ହଜାର 167 ଆରୋଗ୍ୟ ହୋଇଥିବା ବେଳେ 80 କୋଟି 43ଲକ୍ଷ 72ହଜାର 331 ଟୀକାକରଣ ଏଯାଏଁ ହୋଇସାରିଛି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.