ETV Bharat / bharat

୩ ଅଗଷ୍ଟ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - ରାଶି

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ...

୩ ଅଗଷ୍ଟ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
୩ ଅଗଷ୍ଟ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
author img

By

Published : Aug 3, 2021, 12:00 AM IST

ମେଷ: ଘରୋଇ କାର୍ଯ୍ୟ କଲାବେଳେ ବାସ୍ତବିକତାପୂର୍ଣ୍ଣ ଏବଂ ଗଠନାତ୍ମକ ହୁଅନ୍ତୁ । ଅନ୍ୟ ମାନଙ୍କ ପ୍ରତି ନମ୍ର ହୁଅନ୍ତୁ । ଅଯୁକ୍ତିକର ଏବଂ ବିବାଦମୂଳକ ପରିସ୍ଥିତି ସୃଷ୍ଟି ହେବା ଭଳି କାର୍ଯ୍ୟ କରନ୍ତୁ ନାହିଁ । ସ୍ବାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ । ଆୟ ଅନୁସାରେ ବ୍ୟୟ କରନ୍ତୁ । ବେକାରିଆ ଖର୍ଚ୍ଚ କରନ୍ତୁ ନାହିଁ । ସମସ୍ତ ପ୍ରକାର ଆର୍ଥିକ ବିଷୟ ନେଇ ସଜାଗ ରୁହନ୍ତୁ ।

ବୃଷ: ଆପଣ ଅର୍ଥ ସମନ୍ଧୀୟ ଦାୟିତ୍ବ ଏବଂ କର୍ତ୍ତବ୍ୟ ପାଇଁ ଦିନଟିକୁ ଉତ୍ସର୍ଗ କରିପାରନ୍ତି । ସେଥିପାଇଁ ଆପଣଙ୍କୁ ସେ ବିଷୟରେ ଯୋଜନା ଏବଂ କାର୍ଯ୍ୟସୂଚୀ ତିଆରି କରିବାକୁ ପଡିପାରେ । ଅର୍ଥ ଲାଭର ସଙ୍କେତ ଅଛି । ଆପଣ ଶକ୍ତି ସାମର୍ଥ୍ୟ ଭରା ହେବେ । ଶାନ୍ତ ସଂଗୃହିତ ଭାବରେ, ଆପଣ ଆଜି ଦିନଟିର କାର୍ଯ୍ୟଗୁଡିକୁ ଅତି ଆନନ୍ଦର ସହିତ ତୁଲାଇବେ ।

ମିଥୁନ: ଆପଣଙ୍କର କଥା ଏବଂ କାର୍ଯ୍ୟ ଭୁଲ ବୁଝାମଣାର କାରଣ ହୋଇପାରେ । ଆପଣଙ୍କ ଇଚ୍ଛା ଏବଂ ଆଗ୍ରହକୁ ଉପରେ ନଜର ରଖନ୍ତୁ । ଶାରୀରିକ ସମସ୍ୟା ଦେଖା ଦେଇପାରେ । ବିଶେଷ କରି ଆପଣଙ୍କ ଆଖି ସମସ୍ୟା ଦେଖାଦେଇପାରେ । ଆପଣଙ୍କ ପରିବାର ସଦସ୍ୟଙ୍କ ସହିତ କିଛି ଖରାପ ହୋଇପାରେ ଏଥିପ୍ରତି ସତର୍କ ହୁଅନ୍ତୁ। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ପ୍ରାର୍ଥନା ଏବଂ ଧ୍ୟାନ ହିଁ କାମରେ ଆସିବ ।

କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ଫଳପ୍ରଦ ରହିବ । ପେଶାଦାର ଏବଂ ବ୍ୟବସାୟ ଶ୍ରେଣୀର ଲୋକମାନଙ୍କ ପାଇଁ ଲାଭ ଏବଂ ଆୟ ସୁନିଶ୍ଚିତ । ଆପଣ ଆପଣଙ୍କର ବନ୍ଧୁମାନଙ୍କ ସହ ଆନନ୍ଦରେ ସମୟ ବିତାଇବେ । ଯଦି ଆପଣ ବିବାହ କରି ନାହାନ୍ତି ତେବେ ବିବାହ ଯୋଗ ନିଶ୍ଚୟ ଅଛି । ଆୟର ସୂତ୍ର ବହୁଗୁଣିତ ଆଶା କରାଯାଉଛି ।

ସିଂହ: ଆପଣଙ୍କ ଚାକିରୀରେ ପ୍ରଭାବ ଏବଂ ମର୍ଯ୍ୟଦା ବଢିପାରେ । ଆପଣଙ୍କର ଦକ୍ଷତା ଏବଂ ସୃଜନଶୀଳତା ପ୍ରଶଂସିତ ଏବଂ ପୁରସ୍କୃତ ଯୋଗ୍ୟ ହେବେ । ଆପଣ ପୂର୍ଣ୍ଣ ଆତ୍ମବିଶ୍ବାସର ସହିତ ଆପଣଙ୍କ କାର୍ଯ୍ୟକଳାପକୁ ପରିଚାଳିତ କରିବେ । ସ୍ଥାୟୀ ଏବଂ ଅସ୍ଥାୟୀ ସମ୍ପତ୍ତି ସମ୍ବନ୍ଧୀୟ ବିଷୟରେ ସିଦ୍ଧାନ୍ତ ନେବା ପାଇଁ ଆଜି ଦିନଟି ହେଉଛି ଅତି ଭଲ ଦିନ ।

କନ୍ୟା: ଆପଣ ଆଜି ଦିନରେ କୌଣସି କାରଣ ନେଇ ଚିନ୍ତିତ ଏବଂ ବ୍ୟଥିତ ହୋଇପାରନ୍ତି । ଆପଣଙ୍କ ମନ ଚିନ୍ତା ଏବଂ ବ୍ୟସ୍ତତା ପୂର୍ଣ୍ଣ ରହିପାରେ । ଆପଣ କାର୍ଯ୍ୟ କରିବାରେ ଆଳସ୍ୟତା, ଦୁର୍ବଳତା ଏବଂ ଅନାଗ୍ରହତା ଅନୁଭବ କରିପାରନ୍ତି । ସହକର୍ମୀ ଏବଂ ସିନିଅର୍‌ମାନେ ଦାୟିତ୍ବବାନ୍‌ କିମ୍ବା ସାହାଯ୍ୟକାରୀ ହୋଇ ନପାରନ୍ତି । ଜବରଦସ୍ତ ପ୍ରତିଯୋଗୀତା ଏବଂ ଶତ୍ରୁତାର ସଙ୍କେତ ରହିଛି । ନିଜେ ନିଜକୁ ସଜାଗ ରଖନ୍ତୁ ।

ତୁଳା: ଆପଣଙ୍କର କାହା ସହିତ ଯୁକ୍ତିତର୍କ ହୋଇପାରେ । ଶାନ୍ତ ଏବଂ ନିରବ ରୁହନ୍ତୁ । ବ୍ୟବହାର ଠିକ ରଖନ୍ତୁ । ଶତ୍ରୁଙ୍କ ପ୍ରତି ସଜାଗ ରୁହନ୍ତୁ । ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ଆଶାନୁଯାୟୀ ଆୟ ଏବଂ ଲାଭବାନ ହେବାର ସଙ୍କେତ ଅଛି । ଆପଣ ଯାଦୁବିଦ୍ୟା ଏବଂ ଆଧ୍ୟାତ୍ମିକ ଜିନିଷ ସହିତ ସଂଶ୍ଳିଷ୍ଟ ହୋଇପାରନ୍ତି । ଧ୍ୟାନ ଶାନ୍ତି ପ୍ରଦାନ କରିବ ।

ବିଛା : ଆଜି ଆପଣଙ୍କ ପାଇଁ ଏକ ଖୁସି ଏବଂ ଆନନ୍ଦ, ହସଖୁସି ମଉଜ ମଜଲିସ୍‌ କରିବାର ଦିନ । ପିକ୍‌ନିକ୍‌ କରିବାର ଆଶା ଅନେକ ପରିମାଣରେ ଅଛି । ଆପଣ ଏକ ଆନନ୍ଦମୟ ସମୟ ବିତେଇ ପାରନ୍ତି । ଗାଡି ଚଢିବା, ଭଲ ଖାଇବା, ବୁଲାବୁଲି କରିବା ପ୍ରଭୃତି ଇଚ୍ଛା ଆପଣଙ୍କର ପୂରା ହେବ । ଜନପ୍ରିୟତା ଏବଂ ମର୍ଯ୍ୟାଦା ବଢିବ ।

ଧନୁ: ଆପଣଙ୍କ ପାଇଁ ଆଜି ଦିନଟି ବହୁତ ଭଲ ଦିନ । ଆପଣଙ୍କ ଘରର ପରିସର ଆନନ୍ଦମୟ ରହିବ । ଦିନ ସାରା ଆପଣ ସତେଜ ଅନୁଭବ କରିବେ । ଅଫିସ୍‌ରେ କାମ ଆପଣଙ୍କ ପାଇଁ ଆନନ୍ଦମୟ ରହିବ । ଆପଣ ଅଫିସ୍‌ ଯାଉଥିବା ବ୍ୟକ୍ତି ହୋଇଥାନ୍ତୁ କିମ୍ବା ବ୍ୟବସାୟୀ ଆପଣ ଆଶାନୁତୀତ ଭାବରେ ସହଯୋଗ ଏବଂ ସହାୟତା ପାଇବେ । ଘରୁ ପ୍ରୋତ୍ସାହନମୂଳକ ଖବର ଆସିବାର ସଙ୍କେତ ଅଛି ।

ମକର : ଆପଣ ବ୍ୟସ୍ତତା ଏବଂ କ୍ଲାନ୍ତକୁ ଅତିକ୍ରମ କରିପାରନ୍ତି । ଆପଣ ଦିନସାରା ହଇରାଣ ହୋଇପାରନ୍ତି । ପେଶା କ୍ଷେତ୍ରରେ, କିମ୍ବା ବ୍ୟବସାୟ କ୍ଷେତ୍ରରେ ଭାଗ୍ୟ ଆପଣଙ୍କର ସାଥ ଦେବନାହିଁ । ବଡମାନେ ଆପଣଙ୍କ ପ୍ରତି ଅସନ୍ତୁଷ୍ଟ ହୋଇପାରନ୍ତି । ଦ୍ବନ୍ଦ ଏବଂ ସିଦ୍ଧାନ୍ତ ବିହୀନତା ବିଷୟ ଖରାପ ହୋଇପାରେ । ଆପଣଙ୍କର ପିଲାମାନଙ୍କ ପାଇଁ ମାନସିକ ଚିନ୍ତା ବଢିପାରେ ।

କୁମ୍ଭ : ଆପଣ ଆପଣଙ୍କର ଜିଦିପଣତାକୁ ନିୟନ୍ତ୍ରଣରେ ରଖିନ୍ତୁ । ତୀବ୍ର ଭାବ ପ୍ରବଣତା ଆପଣଙ୍କୁ ଅସୁସ୍ଥ କରିପାରେ । ଅଦରକାରୀ ଆଶଙ୍କା ଭିତରକୁ ଆପଣ ନାମ ଆଣନ୍ତୁ ନାହିଁ । ବାସସ୍ଥାନ ଏବଂ ସମ୍ପତ୍ତି ସମ୍ପର୍କିତ ବିଷୟ ଉପରେ କଥାବାର୍ତ୍ତା କଲାବେଳେ ବିଶେଷ ଭାବରେ ଯତ୍ନଶୀଳ ହୁଅନ୍ତୁ । ଆପଣଙ୍କ ମାଆଙ୍କଠାରୁ ବିଶେଷ ବ୍ୟବହାର ଏବଂ ଲାଭ ପାଇବାର ଦୃଢ ଭାବରେ ସଙ୍କେତ ରହିଛି ।

ମୀନ : କିଛି ବିଷୟରେ ସିଦ୍ଧାନ୍ତ ନେବା ପାଇଁ ଆଜି ଦିନଟିକୁ ବ୍ୟବହାର କରନ୍ତୁ । ଆପଣ ଦିନସାରା ସୃଜନଶୀଳ ଏବଂ କଳ୍ପନାତ୍ମକ ଭାବରେ ରହିପାରନ୍ତି । ଆପଣଙ୍କ ଭାବନାର ପରିସର ପୁରାପୁରି ସଫା ଏବଂ ଲକ୍ଷ୍ୟ ଯୁକ୍ତ ରହିବ । ଆପଣଙ୍କର ଦାୟିତ୍ବ ଠିକ ଭାବରେ ପରିଚାଳନା କରିନ୍ତୁ । ବନ୍ଧୁମାନଙ୍କ ସହ ଏକ ଆନନ୍ଦମୟ ଯାତ୍ରାର ଆୟୋଜନ କରିପାରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.