ETV Bharat / bharat

ଅକ୍ଟୋବର ୨ ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଅକ୍ଟୋବର ୨ ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
ଅକ୍ଟୋବର ୨ ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
author img

By

Published : Oct 2, 2022, 12:00 AM IST

ମେଷ: ଦିନଟି ମିଶ୍ରିତ ଫଳଯୁକ୍ତ ଅଟେ । ଶରୀର ଓ ମନ କାର୍ଯ୍ୟ କରିବାକୁ ସମର୍ଥ ହେବ ନାହିଁ ।ବ୍ୟସ୍ତ ବହୁଳ ,ଆଳସ୍ୟ ଭରି ରହିବ । ଦିନଟିରେ ଚିନ୍ତା ବଢିପାରେ ଯାହା କର୍ମକ୍ଷେତ୍ରରେ କୁପ୍ରଭାବ ପକାଇବ । ସୁନ୍ଦର ଭାବରେ ଓ ଢଙ୍ଗରେ ସାହାଯ୍ୟ ମାଗିଲେ ସୁଫଳ ପ୍ରାପ୍ତି ହେବ । ଭାବିଥିବା କାର୍ଯ୍ୟ ହାସଲ ହେବ । ଦେବ ଦର୍ଶନ ଯୋଗ ଅଛି । ମନ ଯୋଗ ସହ କାର୍ଯ୍ୟ କରନ୍ତୁ ସୁଫଳ ମିଳିବ ।

ବୃଷ: କାର୍ଯ୍ୟବୋଝ ଅଧିକ ହେବ । ଆପଣ କଠିନ ପରିଶ୍ରକ କରିପାରନ୍ତି କିନ୍ତୁ ସଫଳତା ଶୀଘ୍ର ଆସି ନପାରେ । ଆପଣ ଅନିଶ୍ଚିତ ଅନୁଭବ କରିପାରନ୍ତି । ନୂଆ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଉପଯୁକ୍ତ ସମୟ ନୁହେଁ । ଖାଦ୍ୟ ପ୍ରତି ନଜର ଦିଅନ୍ତୁ । ଯାତ୍ରା କ୍ଷେତ୍ରରେ ପ୍ରତିବନ୍ଧକ ଆସିପାରେ । ପାର୍ଥିକ ଲାଭ ପଛରେ ନ ଗୋଡାଇ ଆଜି ଧ୍ୟାନ ଏବଂ ଆଧ୍ୟାତ୍ମିକ ଆଡକୁ ଗତି କରନ୍ତୁ ।

ମିଥୁନ: ଆଜିର ଦିନ ପୁରା ଭାବରେ ହସ ଖୁସୀ ଏବଂ ଆନନ୍ଦରେ ଭରା ରହିବ । ଆପଣଙ୍କ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହିତ ଆପଣ ହସ କୌତୁହଳରେ ସମୟ ବିତାଇ ପାରନ୍ତି । ଆପଣ କେତେକ ପ୍ରକାର ସାମାଜିକ ସମ୍ମାନ ଏବଂ ଖ୍ୟାତି ପାଇବାର ଆଶା ରଖନ୍ତୁ । ବୈବାହିକ ଜୀବନ ଆନନ୍ଦମୟ ହେବ ।

କର୍କଟ: ଆଜି ଦିନଟି ଶୁଭଫଳଦାୟକ ଅଟେ । ବାଣିଜ୍ୟ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ବୃତ୍ତିରେ ସହକର୍ମୀମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ମିଳିପାରେ । ଉପରିସ୍ଥ ହାକିମ ଆପଣଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିପାରନ୍ତି । ପ୍ରିୟଜନଙ୍କ ସହ ଆମୋଦ ପ୍ରମୋଦରେ ଦିନଟିକୁ ଅତିବାହିତ କରିପାରିବେ । ପ୍ରତିପକ୍ଷ ଓ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ଆଗେଇବେ ଏବଂ ଆପଣ ତୃପ୍ତିଲାଭ କରିବେ ।

ସିଂହ: ଆଜି ଏକ ଶୁଭଦିନ ଅଟେ । କିଛି ଅଘଟଣ ଯୋଗୁଁ ଆପଣ ଉତ୍ତେଜିତ ହୋଇପାରନ୍ତି । ତେଣୁ ନିଜର କ୍ରୋଧକୁ ଦମନ ନକଲେ ନିଜ ଉପରେ ନ୍ୟସ୍ତ ଦାୟୀତ୍ୱପୁର୍ଣ୍ଣ କାର୍ଯ୍ୟକୁ ସଫଳ କରିପାରିବେ ନାହିଁ । ନିଜର ଖରାପ ଅଭ୍ୟାସକୁ ବଦଳାଇ ପାରିଲେ ଶରୀର ସୁସ୍ଥ ରହିବ । ଆଜି ଦିନଟିରେ ଆପଣ ନିଜେ ଭଲ ପାଉଥିବା ରଚନାତ୍ମକ କର୍ମରେ ନିଜକୁ ଲିପ୍ତ ରଖିବେ । ସାଂସ୍କୃତିକ, ଳା ଓ ଖେଳ ସମ୍ପର୍କୀୟ କର୍ମରେ ଆଗ୍ରହ ପ୍ରକାଶକରିବେ । ଛାତ୍ରଛାତ୍ରୀ ମାନେ ନିଜର ପସନ୍ଦ ମୁତାବକ ପାଠ୍ୟକ୍ରମରେ ଯୋଗଦେଇ ସଫଳତା ଅର୍ଜନ କରିବେ ।

କନ୍ୟା: ନକ୍ଷତ୍ର ଆପଣଙ୍କ ସପକ୍ଷରେ ନାହିଁ । ଦିନସାରା ବ୍ୟସ୍ତତା ଏବଂ ବ୍ୟାକୁଳତାରେ ଭରା ରହିବ । ଏହା ଆପଣଙ୍କୁ ଅନେକ ଶାରିରୀକ ଏବଂ ମାନସିକ ଷ୍ଟ୍ରେସ୍‌ ଦେଇପାରେ । ଆପଣଙ୍କ ପରିବାର ସଦସ୍ୟ ଆପଣଙ୍କ ପ୍ରତି ଅପ୍ରୀତିକର ଏବଂ ଅସହଯୋଗୀ ହୋଇ ପାରନ୍ତି । ଆପଣଙ୍କର ମାଆଙ୍କର ସ୍ୱାସ୍ଥ୍ୟ ଅନ୍ୟଏକ ବ୍ୟସ୍ତତାର କାରଣ ହୋଇପାରେ ।

ତୁଳା: ଆପଣଙ୍କ ଭାଇ ଭଉଣୀମାନେ ସ୍ୱାଗତଭରା ଏବଂ ସାହାଯ୍ୟକାରୀ ହେବେ । ନୂତନ ପ୍ରକଳ୍ପ ଏବଂ ଅଣ୍ଡର୍‌ଟେକିଙ୍ଗ୍‌ ପାଇଁ ଆଜିଦିନ ଅତ୍ୟନ୍ତ ଶୁଭ ରହିବ । ଆପଣ ଦିନସାରା ଉଜ୍ଜ୍ୱଳ ଏବଂ ସକ୍ରିୟ ଅନୁଭବ କରିବେ । ବିଦେଶରୁ କିଛି ଭଲ ଖବର ଆସିବାର ଅଛି । ଆପଣଙ୍କ ପ୍ରତିଯୋଗୀ ଏବଂ ବିରୋଧୀଙ୍କଠାରୁ ଆପଣ ବିଜୟଲାଭ କରିବେ । ସମ୍ମାନ ଏବଂ ଖ୍ୟାତି ଆସିବାର ଅଛି ।

ବିଛା: ଆଜିଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ହୋଇପାରେ । ଅବଶ୍ୟ, ଅନାବଶ୍ୟକ ଖର୍ଚ୍ଚ ଉପରେ ଆପଣ ନଜର ରଖିବା ଆବଶ୍ୟକ । କଥାବାର୍ତ୍ତା କଲାବେଳେ ଆପଣ ଯତ୍ନଶୀଳ ରହନ୍ତୁ, ନମ୍ର ଏବଂ ଉଲ୍ଲାସ ରହନ୍ତୁ । ତାହା ଆପଣଙ୍କୁ ଘରୋଇ ଶାନ୍ତି ଏବଂ ସ୍ୱହାର୍ଦପୁର୍ଣ୍ଣତା ସୁନିଶ୍ଚିତ କରିବ । ଅନାବଶ୍ୟକ ଭାବରେ ନିରାଶାବାଦୀ ହୁଅନ୍ତୁ ନାହିଁ । ଧର୍ମ କାର୍ଯ୍ୟରେ ଆପଣ ଖର୍ଚ୍ଚ କରିପାରନ୍ତି ।

ଧନୁ: ଆଜି ଦିନଟି ନକ୍ଷତ୍ରଙ୍କ ଭଳି ଉଜ୍ୱଳ ରହିବ। କାର୍ଯ୍ୟର ମିଠାଫଳ ପାଇବେ । କାର୍ଯ୍ୟ କ୍ଷେତ୍ରରେ ଓ ସାମାଜିକ ସ୍ଥରରେ ସୁଦୃଢ ଭାବରେ ପ୍ରତିଷ୍ଠିତ ହେବେ । ଆନନ୍ଦ ଅନୁଭବ କରନ୍ତୁ ଏବଂ ନିବିଡ ବନ୍ଧୁ ତଥା ପରିବାର ବର୍ଗଙ୍କ ସହିତ ଏହା ବାଣ୍ଟନ୍ତୁ । ଶାରୀରିକ ସୁସ୍ଥତା ଓ ଆନନ୍ଦ ମନ ରହିବ । ବନ୍ଧୁ ଏବଂ ପରିବାର ସହ ପରିଦର୍ଶନରେ ଯିବେ ।

ମକର: ନିଜ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ଜଟିଳତା ମଧ୍ୟରେ ଗତି କରିବେ ଏବଂ ଦିନର ମୁଖ୍ୟ ସମୟ ଯାହାକି କ୍ରୋଧ ଓ ଆର୍ଥିକ କ୍ଷତିରେ ପହଞ୍ଚାଇବ । ଅନେକ କାରଣରୁ ନିଜ ବନ୍ଧୁଙ୍କ ସହିତ କଳହ ହୋଇପାରେ ସମସ୍ୟା ବିଚାରାଳୟକୁ ଯାଇପାରେ । ଜନସାଧାରଣଙ୍କ କଟୁ ମାନସିକ ଅସ୍ଥିରତା ହୋଇପାରେ କିନ୍ତୁ ଏହାକୁ ସରଳ ଭାବରେ ନିଅନ୍ତୁ ।

କୁମ୍ଭ: ଶୁଭ ନକ୍ଷତ୍ରଗୁଡିକ ଆପଣଙ୍କ କୁଣ୍ଡଳୀରେ ସମାନ ଭାବରେ ଥିବାରୁ ଅଥବା ଅତି ଶୁଭ ସ୍ଥାନରେ ଥିବାରୁ ଆଜି ଶୁଭ ପରିଣାମ ପାଇବେ । ନିଜ ପରିବାର ଓ ପିଲାଙ୍କ ସହିତ ଖୁସୀ ବାଣ୍ଟିପାରନ୍ତି । ବାଣିଜ୍ୟ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସ୍ୱତନ୍ତ୍ର ଓ ନୂତନ ଭାବରେ ବ୍ୟବସାୟ ପ୍ରାରମ୍ଭ କରିବା ପାଇଁ ଦିନଟି ଭଲ ଅଟେ । ଉତ୍ପାଦନ ବଢିବ, ସମାଜରେ ଆପଣଙ୍କର ଲାଭ ଓ ସମ୍ମାନ ବଢିବ । ଯାତ୍ରା ଶୁଭପ୍ରଦ ହେବ ।

ମୀନ: ଆଜି ଦିନଟି ଶୁଭପ୍ରଦ ହେବ । ସହଜରେ ଲାଭବାନ ହେବେ ଏବଂ କ୍ରମାଗତ ଭାବରେ ଖୁସି ହେବେ । ଏହା ପରିବାର ବା କାର୍ଯ୍ୟ ଦକ୍ଷତା ଯୋଗୁଁ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚ କର୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହୋଇ ଖୁସିହେବେ । ଆନନ୍ଦ ଅନୁଭବ କରିବେ ଯାହାକି ଆପଣଙ୍କ କାର୍ଯ୍ୟ, ପରିବାର ସଦସ୍ୟ ଏବଂ ବନ୍ଧୁଙ୍କ ଦ୍ୱାରା ପରିପ୍ରକାଶ ହେବ । ବୟସ୍କ ତଥା ପିତାଙ୍କ ସଂପର୍କରେ ଉନ୍ନତି ହେବ । ଥରେ ଟଙ୍କା ଧାର ଦେବାପରେ ସହଜରେ ଫେରି ପାଇବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.