ETV Bharat / bharat

୨୯ ଜାନୁଆରୀ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

୨୯ ଜାନୁଆରୀ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Jan 29, 2022, 12:00 AM IST

ମେଷ: ନିଜର ପଦକ୍ଷେପ ଉପରେ ନଜର ରଖନ୍ତୁ । ବେଆଇନ କାମରୁ ଦୂରେଇ ରୁହନ୍ତୁ । ଯେହେତୁ ଆପଣଙ୍କ ନିଷ୍ପତ୍ତିକୁ ଆପଣଙ୍କ ବରିଷ୍ଠ ଅଧିକାରୀମାନେ ସମର୍ଥନ କରିବେ ନାହିଁ, ତେଣୁ କାର୍ଯ୍ୟ ପାଇଁ ପରିସ୍ଥିତି ଆଜି ଉପଯୁକ୍ତ ନୁହେଁ । ଏଥିଯୋଗୁଁ ଆପଣଙ୍କର ପ୍ରକଳ୍ପ ପୂରଣ ହେବାରେ ବିଳମ୍ବ ହେବ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଅନ୍ୟ ଦିନକୁ ସ୍ଥଗିତ ରଖନ୍ତୁ । ପିଲାଙ୍କ ସହ ମତଭେଦ ହୋଇପାରେ, ତେବେ ଏହା ଶୀଘ୍ର ସମାଧାନ ମଧ୍ୟ ହୋଇଯାଇପାରେ । ସାଧାରଣ ଆଘାତରୁ ଗୁରୁତର ଅବସ୍ଥା ସୃଷ୍ଟି ହୋଇପାରେ ଏଥି ପ୍ରତି ସତର୍କ ରୁହନ୍ତୁ ।

ବୃଷ: ଆପଣ ଛୁଟି କଟାଇବା ମୁଡରେ ଅଛନ୍ତି ବୋଲି ପୂର୍ବାନୁମାନ କରାଯାଉଛି । ଆପଣଙ୍କ ପାଇଁ ଏହା ଭଲ ସମୟ । ବନ୍ଧୁଙ୍କୁ ଭେଟନ୍ତୁ । ଉତ୍ତମ ପୋଷାକପତ୍ର ଏବଂ ସୌଖୀନ ଦ୍ରବ୍ୟ କିିଣିବାର ଯୋଗ ରହିଛି । ନିଜର ପ୍ରିୟ ଆଉଟଲେଟରେ ସ୍ୱାଦିଷ୍ଟ ଭୋଜନ ଖାଆନ୍ତୁ । ଏକ ସାମାଜିକ କାର୍ଯ୍ୟ୍ୟକ୍ରମରେ କୌତୁହଳପ୍ରଦ ବ୍ୟକ୍ତିତ୍ୱଙ୍କ ସହ ଭେଟିବେ । ସେମାନଙ୍କ ସହ କଥା ହୋଇ ପୁରାପୁରି ଭାବେ ସତେଜ ଅନୁଭବ କରିବେ । ତେବେ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟଜନିତ ସାଧାରଣ ଘଟଣାକୁ ଅବହେଳା କରନ୍ତୁ ନାହିଁ ।

ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଏକ ଆଶୀର୍ବାଦର ଦିନ ଅଟେ । ଦିନଟି ଆପଣଙ୍କୁ ଧନ, ମନ ଓ ଶରୀରର ସୁସ୍ଥତା ପାଇଁ ଖୋରାକ ଯୋଗାଇବ । ଆପଣ ନିଜର ବନ୍ଧୁ ଓ ପ୍ରିୟଜନଙ୍କୁ ଏକତ୍ର କରି ଆମୋଦ ପ୍ରମୋଦରେ ଦିନଟିକୁ କାଟିବାକୁ ଯୋଜନା କରିବେ । ଆପଣ ଅଫିସରେ କୌଣସି ବାଧାବିଘ୍ନର ସମ୍ମୁଖୀନ ନହୋଇ ଉତ୍ସାହ ଓ ଉଦ୍ଦୀପନା ସହ କାର୍ଯ୍ୟକରି ସଫଳତା ଅର୍ଜନ କରିବେ । ସହକର୍ମୀ ମାନେ ଆପଣଙ୍କୁ ସହଯୋଗ କରିବେ । ପାରିବାରିକ ଜୀବନ ଅତ୍ୟନ୍ତ ପ୍ରୀତିକର ହେବ । ସୁମଧୁର ବ୍ୟଞ୍ଜନ ସହ ମୌଜ ମଜଲିସରେ ସମୟ ଅତିବାହିତ କରିବେ ।

କର୍କଟ: ଆଜି ଆପଣ ପେଟଜନିତ ୟନ୍ତ୍ରଣା ଅନୁଭବ କରିପାରନ୍ତି । ଏହା ବ୍ୟତିତ ଦିନଟି ଶୁଭରେ କଟିବ । ବାହାର ଖାଦ୍ୟରୁ ଦୂରେଇ ରୁହନ୍ତୁ । ଏହାଦ୍ୱାର ରୋଗ ସଂକ୍ରମଣର ଭୟ ଅଛି । ଅପରାହ୍ନରେ ଗ୍ରହ ମାନଙ୍କର ଶୁଭ ଦୃଷ୍ଟି ଯୋଗୁଁ ସକାଳର ୟନ୍ତ୍ରଣା ପ୍ରଶମିତ ହୋଇ ଶାରୀରିକ ଓ ମାନସିକ ସୁସ୍ଥତା ଫେରିପାରେ । ଅଫିସର ସୁସ୍ଥ ବାତାବରଣ ରହିବା ସହିତ ସହକର୍ମୀଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସୌହାର୍ଦତା ବୃଦ୍ଧି ପାଇବ ଏବଂ ସେମାନେ ଆପଣଙ୍କୁ ସହୟୋଗ ପ୍ରଦାନ କରିବେ । ମୋଟାମୋଟି ଭାବେ ଦିନଟି ଭଲ । ଅସମ୍ପୂର୍ଣ୍ଣ କାର୍ଯ୍ୟସବୁ ସମ୍ପୂର୍ଣ୍ଣ କରିବାରେ ସଫଳ ହେବେ ।

ସିଂହ: ଆପଣ ନିଜର ମାନସିକ ଓ ଶାରୀରିକ ସୁସ୍ଥତା ରକ୍ଷା କରିବାକୁ ଚାହୁଁଥିଲେ, ନିଜେ କିଛି ସତର୍କତା ଅବଲମ୍ଵନ କରିବା ଉଚିତ୍‍ । ମାନସିକ ଅଶାନ୍ତି, ଶାରୀରିକ ୟନ୍ତ୍ରଣା, ଏବଂ ବନ୍ଧୁତାରେ ଅପ୍ରୀତି ଜନ୍ମାଇବା ପ୍ରକ୍ରିୟାକୁ ଆପଣ ଚେଷ୍ଟାକରି ଦୂର କରିପାରିବେ । ଏହା କାର୍ଯ୍ୟକାରୀ କରିବାକୁ ଆପଣ ବାସ୍ତବବାଦୀ ହୁଅନ୍ତୁ, ଶାରୀରିକ ସୁସ୍ଥତା ପ୍ରତି ଆଶାବାଦୀ ହୁଅନ୍ତୁ ଏବଂ ନିଜର ଉଗ୍ର ଭାବ ପ୍ରତ୍ଯାହାର କରନ୍ତୁ । ନିଜର ଆର୍ଥିକ ଖର୍ଚ୍ଚପ୍ରତି ନିୟନ୍ତ୍ରଣ ରକ୍ଷା କରନ୍ତୁ । ନିଜର ପୁଞ୍ଜି ଲଗାଣ ବ୍ୟବସାୟ ପ୍ରତି ଧ୍ୟାନ ଦିଅନ୍ତୁ ନଚେତ କ୍ଷତି ସହିବାକୁ ପଡିପାରେ । ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଥିବାରୁ ଭବିଷ୍ୟତ ପାଇଁ ସଞ୍ଚୟ କରନ୍ତୁ । କୌଣସି ଆଲୋଚନା ବା ତର୍କ ସଭାରୁ ନିଜକୁ ଦୂରେଇ ରଖନ୍ତୁ ।

କନ୍ୟା : ତାତ୍ତ୍ୱିକ ବିଷୟ ଏବଂ ଆଧ୍ୟାତ୍ମିକତା ପ୍ରତି ଆପଣଙ୍କ ଦୁର୍ବଳତା ବଢ଼ିବାର ସମ୍ଭାବନା ରହିଛି । ଅପ୍ରତ୍ୟାଶିତ ଧନଲାଭ ହେବ । ଆପଣଙ୍କ ଭାଗ୍ୟଶାଳୀ ନକ୍ଷତ୍ର ଆଜି ନୂଆ କାମ ଆରମ୍ଭ କରିବା ପକ୍ଷରେ ନାହାନ୍ତି । ଏଥିପାଇଁ ଦିନର ବାକି ଭାଗ ଆପଣ ବିରକ୍ତ ହୋଇପାରନ୍ତି । ଏହାସହ ସ୍ଥାବର ସମ୍ପତ୍ତିର ଦଲିଲ୍ କାମ ପାଇଁ ମିଟିଂକୁ ଅନ୍ୟ କୌଣସି ଦିନକୁ ଘୁଞ୍ଚାନ୍ତୁ । ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଧ୍ୟାନ ରଖନ୍ତୁ ଏହା ଦ୍ୱାରା ଆପଣଙ୍କୁ ଭଲ ଲାଗିବ ଏବଂ ଆପଣଙ୍କ ମିଜାଜ ମଧ୍ୟ ପରିବର୍ତ୍ତନ ହେବ ।

ତୁଳା: ଆପଣଙ୍କ ସକାଳ ବିରକ୍ତିକର ଏବଂ ଅଳସୁଆ ହେବ ବୋଲି ଅନୁମାନ କରାଯାଉଛି । ବୋଧହୁଏ ଆପଣଙ୍କ ସ୍ୱାସ୍ଥ୍ୟ ଆଜି ଆପଣଙ୍କ ପକ୍ଷରେ ନାହିଁ ଏବଂ ଆଜି ଆପଣ ଉର୍ଜାହୀନ ରହିବେ । ପରିବାର ସଦସ୍ୟଙ୍କ ସହ କଥା ହେବା ସମୟରେ ନିଜ ସୀମା ମଧ୍ୟରେ ରୁହନ୍ତୁ । ପରିସ୍ଥିତିକୁ ଅସୁନ୍ଦର ମୋଡ ନେବାକୁ ଦିଅନ୍ତୁ ନାହିଁ । ଆପଣଙ୍କୁ ଧାର୍ମିକ କାର୍ଯ୍ୟ, ରୀତିନୀତି ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ । ତେବେ କଥାରେ ଅଛି, କିଛି ହରାଇଲେ ହିଁ କିଛି ପାଇବେ । ସନ୍ଧ୍ୟାରେ ଅପ୍ରତ୍ୟାଶିତ ଅର୍ଥଲାଭ ହେବ । ଠିକ୍ ସମୟରେ ନିଜର କାମ ଶେଷ କରିବା ଯୋଗୁଁ ଆପଣଙ୍କ ଭାଗ୍ୟରେଖା ଉପରକୁ ଉଠିପାରେ । ଏହା ଖୁସି ଅନୁଭବ କରାଇବାର ଏବଂ ପ୍ରିୟ ବନ୍ଧୁଙ୍କ ସହ ଦୁଃସାହସିକ ଯାତ୍ରାରେ ବାହାରିବାର ସମୟ ଅଟେ ।

ବିଛା: ଦିନସାରା ଆପଣଙ୍କୁ ସକରାତ୍ମକ ଚିନ୍ତାଧାରା ଘେରି ରହିବ । ଆପଣ ଆଜି ବଢିଆ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ରହିବେ । ଆପଣଙ୍କ ବଦଳୁଥିବା ମିଜାଜ ଯୋଗୁଁ ଘରର ଶାନ୍ତିଭଙ୍ଗ କରନ୍ତୁ ନାହିଁ । ମୋଟାମୋଟି ଭାବରେ ସବୁକିଛି ଆଜି ଭଲ ହେବ । ତେଣୁ ନିଜ ମିଜାଜ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ରୁକ୍ଷ କଥା କହିବା ପୂର୍ବରୁ ଥରେ ଭାବନ୍ତୁ । ଖୁବ କମ୍ ଦେଖା ହେଉଥିବା ବନ୍ଧୁଙ୍କ ସହ ଭେଟି ଦିନର ସଦୁପଯୋଗ କରନ୍ତୁ । ଦିନର ଶେଷ ଭାଗ ଛାତ୍ରଛାତ୍ରୀଙ୍କ ପାଇଁ କଷ୍ଟକର ହେବ । ଯେହେତୁ ସେମାନଙ୍କ ପଢ଼ାରେ ବାଧା ସୃଷ୍ଟି ହେବ । ଆପଣ ଧାର୍ମିକ କାର୍ଯ୍ୟକଳାପରେ ସମୟ ଅତିବାହିତ କରିବାର ସମ୍ଭାବନା ରହିଛି ।

ଧନୁ: ଦିନଟି ଆପଣଙ୍କ ପାଇଁ ସାଧାରଣ ରହିବ । ଦିନର ପ୍ରଥମ ଭାଗରେ ମାନସିକ ଚାପରେ ରହିବେ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବା ଭଳି ଲାଗୁ ନାହିଁ । ଘରେ ମଧ୍ୟ ବିବାଦ ଦେଖା ଦେଇପାରେ, ଯାହାକି ଆପଣ ଦାୟିତ୍ୱପୂର୍ଣ୍ଣ ଭାବରେ ବ୍ୟବହାର କଲେ ଏଡ଼ାଇ ଦିଆଯାଇପାରେ । ଯଦି କିଛି ଡାକ୍ତରୀ ସର୍ଜରୀ କିମ୍ବା ଅପରେସନ୍ ରହିଛି, ସ୍ଥଗିତ ରଖନ୍ତୁ । ସେଥିାପଇଁ ଆଜି ଦିନଟି ଭଲ ନାହିଁ । ତେବେ, କଷ୍ଟକର ସମୟ ଶୀଘ୍ର ବଦଳିବ, ଦିନର ଶେଷ ଭାଗରେ ସ୍ଥିତିରେ ସୁଧାର ଆସିବ । ନିଜ ବନ୍ଧୁଙ୍କ ସହ ବିବାଦ ତୁଟାଇ ଭଲ ସମୟ ବିତାନ୍ତୁ । ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି ।

ମକର: ଆଜି ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ । ବିଶେଷ ଭାବରେ କର୍ମଜୀବି ଓ ବ୍ୟବସାୟୀଙ୍କ ନିମନ୍ତେ ଦିବସଟି ଅତ୍ୟନ୍ତ ଶୁଭଙ୍କର ଅଟେ । ସକାଳରୁ ଗୃହ ପରିବେଶରେ ସୁଖ ଶାନ୍ତି ବିରାଜମାନ କରିବ । ମାତ୍ର ଅପରାହ୍ନରେ ଏହା କଳିଗୋଳରେ ଅଶାନ୍ତ ରହିପାରେ । ତେଣୁ ଆପଣଙ୍କର ମାନସିକ ଅସୁସ୍ଥତା ଦେଖା ଦେଇପାରେ । ଆପଣ ନିଜର ବାର୍ତ୍ତାଳପରେ ସଂଞ୍ଜମତା ନ ରଖିଲେ ପରିବାରର ସଦସ୍ୟଙ୍କ ସହିତ କଳିତକରାଲ ହୋଇ ଅବସ୍ଥା ଅତ୍ୟନ୍ତ ଅସହନୀୟ ମନେହେବ । ଅତ୍ୟଧିକ ଖର୍ଚ୍ଚର ପରିମାଣକୁ ନ ରୋକିଲେ ଆର୍ଥିକ ଅନାଟନ ଘଟିପାରେ । ଆପଣ ନିଜକୁ ଏପରି ପରିସ୍ଥିତି ଠାରୁ ଦୂରେଇ ରୁହନ୍ତୁ, ୟେଉଁଠାରେ ଆପଣଙ୍କୁ ଅପମାନିତ ହେବାକୁ ପଡିବ ।

କୁମ୍ଭ: ଗ୍ରହମାନଙ୍କ ଶୁଭ ଦୃଷ୍ଟିରୁ ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନକାରୀ ଅଟେ । ଆପଣଙ୍କର ପଦୋନ୍ନତି ହେବା ସଙ୍ଗେସଙ୍ଗେ ଦରମା ବୃଦ୍ଧି ମଧ୍ୟ ହୋଇପାରେ । ଅଫିସ ବାହାରେ ମଧ୍ୟ ପ୍ରଶଂସିତ ହେବେ । ଆପଣଙ୍କ ଶାରୀରିକ ସୁସ୍ଥତା ମଧ୍ୟ ବଜାୟ ରହିବ । ତେଣୁ ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ଆମୋଦ ପ୍ରମୋଦରେ ସମୟ କଟାଇବା ପାଇଁ ବଣଭୋଜି କିମ୍ଵା ପରିଭ୍ରମଣରେ ଯିବାର ଯୋଜନା କରିବା ଏକ ଉତ୍କୃଷ୍ଟ ଚିନ୍ତା କରିପାରନ୍ତି । ପରିବାରର ସଦସ୍ୟଙ୍କ ସହ ମୌଜ ମଜଲିସରେ ସମୟ କାଟିବ । ସନ୍ତାନ ସନ୍ତତି ସେମାନଙ୍କ କ୍ଷେତ୍ରରେ ପ୍ରଗତିର ଶୀର୍ଷସ୍ଥାନରେ ପହଞ୍ଚିବେ । ଏହା ଆପଣଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହେବ ।

ମୀନ: ଆଜି ଆପଣ ସୃଜନଶୀଳ ଏବଂ ବିଶ୍ଲେଷଣ ସଂକ୍ରାନ୍ତ ବିଷୟରେ ନିଜକୁ ନିୟୋଜିତ କରିବେ । ସୃଜନଶୀଳ ଲେଖା, ବିଜ୍ଞ ବ୍ୟକ୍ତିଙ୍କ ସହ ଆଲୋଚନା କରିବାରେ ନିଜକୁ ବ୍ୟସ୍ତ ରଖିବେ । ଆପଣ ଯଦି କୌଣସି ଯୋଜନାକୁ କାର୍ଯ୍ୟକାରୀ ଚାହୁଁଛନ୍ତି, ତାହାହେଲେ ତାହାର ଶୁଭାରମ୍ଭ କରିବା ପାଇଁ ଆଜି ଦିନଟି ଉପୟୁକ୍ତ । ଆପଣଙ୍କ ଉପରେ ବ୍ୟସ୍ତ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି କୃତିତ୍ୱ ଅର୍ଜନ କରିବେ । ଆର୍ଥିକ ଦୃଷ୍ଟିରୁ ଅର୍ଥଲାଭ ହୋଇପାରେ । ଆପଣଙ୍କ ଶାରୀରିକ ଅସୁସ୍ଥତା ଦେଖା ଦେଲେ ମଧ୍ୟ ପରିବାରର ଶାନ୍ତ ମଧୁର ପରିବେଶରେ ଆପଣ ସୁସ୍ଥ ଅନୁଭବ କରିବେ । ବିଦେଶରେ ରହୁଥିବା ଆପଣଙ୍କ ସମ୍ପର୍କୀୟ କିମ୍ଵା ପ୍ରିୟଜନଙ୍କଠାରୁ ଶୁଭ ସମ୍ବାଦ ପାଇ ପ୍ରଫୁଲ୍ଳିତ ହେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.