ETV Bharat / bharat

ଅଗଷ୍ଟ 27 ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Aug 26, 2022, 5:52 PM IST

Updated : Aug 27, 2022, 6:17 AM IST

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଅଗଷ୍ଟ 27 ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
ଅଗଷ୍ଟ 27 ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ମେଷ: ଛୋଟ ଛୋଟ କଥାରେ ବିବ୍ରତ ହେବେ । ନିଜର ବ୍ୟାୟାମ ଅବ୍ୟାହତ ନକଲେ ଚଳିବ , ଏହା ପୂରା ଭଲ ଅଛି । ଏହା ବ୍ୟତିତ ବିଶ୍ରାମ ଅତ୍ୟାବଶ୍ୟକ । ଯାତ୍ରା କରନ୍ତୁ ନାହିଁ ଓ ଦୌଡା ଦୌଡି ବନ୍ଦ କରନ୍ତୁ । କାମର ଶେଷ ନାହିଁ , ଆବଶ୍ୟକ ସମୟରେ ଯଥାର୍ଥ ବିଶ୍ରାମ ନିଅନ୍ତୁ । ଭଲ ପାଉଥିବା ବ୍ୟକ୍ତିଙ୍କ ଦ୍ୱାରା ବ୍ୟସ୍ତ ହେବେ , ଏବେ ବ୍ୟସ୍ତ ହେବାର କିଛି ନାହିଁ । ଆଗକୁ ପ୍ରଶଂସା ପାଇବେ । ନିଜର ଏବଂ ପିଲାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଜତ୍ନବାନ ହୁଅନ୍ତୁ ।

ବୃଷ: ସ୍ଥିର ମନ ଓ ଦୃଢ ଚିନ୍ତା ସମାଧାନର କାରଣ ହେବ । ଫଳରେ ଯେତେ ଚିନି ପକାଇବେ ସେତେ ମିଠା ଖାଇବେ । ତଥାପି ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ । ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ଶୁଭ ଫଳ ଆଶା କରନ୍ତୁ । ପୈତୃକ ସମ୍ପତି ଆଶା କରାଯାଏ । ପିତା ମାତାଙ୍କ ସହ ଅନ୍ତରଙ୍ଗତା ବଢିବ । ଖେଳ କୁଦ ପାଇଁ ଦିନଟି ଭଲ ଅଟେ ।

ମିଥୁନ: ଦିନଟି ଭଲ କେବଳ ଆପଣଙ୍କର ଗୋଟିଏ ଉପଦେଶ ଚତୁରତାର ସହ ପ ଇସା ଲଗାନ୍ତୁ । ପଇସା ଅତ୍ୟଧିକ ଥିଲେ ମଧ୍ୟ ଆପତ୍ତିଜନକ ସଂସ୍ଥା ରୁ ଦୂରେଇ ରୁହନ୍ତୁ । ଅଗଭିରତା , ଅସ୍ଥିରତା , ସାଧା ,ଭଲ ଏବଂ ପୁରୁଣା ମଜ୍ଜାରେ ପରିବାର ସହ ବୁଡି ରହିବେ । ଚଞ୍ଚଳତା ଓ ଶକ୍ତିପୂର୍ଣ୍ଣ ରହିବେ । ଆଗକୁ ମାଡିଚାଲନ୍ତୁ , ନିଜେ ନିଗର ଭାଗ୍ୟ ନିର୍ଣ୍ଣୟ କରନ୍ତୁ । ଶତୃ ପରାଜୟ ହେବେ ।

କର୍କଟ: ଦିନଟି ମଧ୍ୟମ ସ୍ତରର ଅଟେ । ଚତୁର୍ପାର୍ଶ୍ୱରେ ପରିଚାଳିତ ବସ୍ତୁ ଉପରେ ନଜର ରଖନ୍ତୁ । ଅଧିକ କାର୍ଯ୍ୟ୍ୟ ସତ୍ୱେ ଫଳ ଆଶାନୁତିତ ନୁହେଁ । କୁଟିଳ ଚିନ୍ତାରୁ ଦୂରେଇ ରୁହନ୍ତୁ ନଚେତ୍‍ ପରିବାରରେ କଳହ ଉପୁଜି ପାରେ । ଛାତ୍ର ମାନଙ୍କ ପାଇଁ ଭଲ ଦିନ ଯଥା ସଫଳତା ନିଶ୍ଚିନ୍ତ । ଅମାନୁସିକ କାର୍ଯ୍ୟ୍ୟ କରନ୍ତୁ ନାହିଁ ଅଯଥା ଚିନ୍ତାରେ ରହିବେ । ଯଦି ଚିନ୍ତା କରୁଥାନ୍ତି ତେବେ ବିଶ୍ରାମ ନିଅନ୍ତୁ ।

ସିଂହ: ନିଜ ଉପରେ ବିଶ୍ୱାସ ରଖିଲେ ସବୁ ସମାଧାନ ହେବ । ସମସ୍ତ ଶକ୍ତି ପ୍ରୟୋଗରେ କାର୍ଯ୍ୟ୍ୟ ସିଦ୍ଧି ହେବ । ସରକାରୀ ସଂସ୍ଥା ଦ୍ୱାରା ଉପକୃତ ହେବେ । ନିଜର କ୍ଷମତା ପରିପ୍ରକାଶ କରି ସମସ୍ତ ମନ ନିଅନ୍ତୁ । ତୁମର ପ୍ରତିଷ୍ଠା ଓ ବଳ ବୃଦ୍ଧି ହେବ ଏବଂ ପୈତୃକ ସମ୍ପତି ଲାଭ ହେବ । ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । ସ୍ୱାସ୍ଥ୍ୟର ଜତ୍ନ ନିଅନ୍ତୁ ।

କନ୍ୟା: ଯଦି ଦିନଟି ଆପଣଙ୍କର ନ ହୁଏ ତେବେ ଆପଣଙ୍କର ରାଗର ସୀମା ରହିବ ନାହିଁ । ଅଧିକ ସକ୍ଷମତା ଓ ଗର୍ବ ସମସ୍ତ କୁ କାର୍ଯ୍ୟ୍ୟର ପରିଣାମ । ଆପଣ ଭଲ ଅନୁମାନ କରିବେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । କାର୍ଯ୍ୟ୍ୟରେ ସତର୍କତା ଅବଲମ୍ୱନ କରନ୍ତୁ ।

ତୁଳା: ଆଜି ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ । ଆପଣ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ୍ୟ ସମ୍ପାଦନ କରିବା ଦ୍ୱାରା ଆର୍ଥିକ ସ୍ଥିତିରେ ଉନ୍ନତି ଘଟି ଆପଣଙ୍କୁ ସୁଖି କରିବ । ବନ୍ଧୁଙ୍କଠାରୁ ସାହାଯ୍ୟ ପାଇବେ । କୌଣସି ପ୍ରିୟ ବାନ୍ଧବୀଙ୍କ ସହ ସାକ୍ଷାତ କରିପାରନ୍ତି । ନିଜର ଗାଡି ନେଇ କୌଣସି ରମଣୀୟ ସ୍ଥାନକୁ ବଣଭୋଜି କରିବା ପାଇଁ ଉତ୍କଣ୍ଠା ପ୍ରକାଶ କରିପାରନ୍ତି। ଗ୍ରହମାନଙ୍କ ସୁପ୍ରଭାବରୁ ଅବିବାହିତ ଯୁବକ ଯୁବତି ମାନେ ବିବାହ ସୁତ୍ରରେ ଆବଦ୍ଧ ହୋଇପାରନ୍ତି । ସୁଖାଦ୍ୟ ଖାଇବାର ମଜ୍ଜା ନେବେ ଏବଂ ସୁଖନିଦ୍ରା ଆସିବ ।

ବିଛା: ଗୃହସ୍ଥ ଜୀବନ ବର୍ତ୍ତମାନ ଭଲ ଅଛି । ବୈବାହିକ ସମ୍ପର୍କ ଉପଭୋଗ କରିବେ ଏବଂ ଜୀବନ ସଥି ସହ ଭଲ ସମ୍ପର୍କ ହେବ । ପିତା ମାତା ଓ ବନ୍ଧୁ ବାନ୍ଧବଙ୍କ ଠାରୁ ମଧୁର ସମ୍ପର୍କ ଲାଭ କରିବେ। ପିଲାଙ୍କ କୃତ କାର୍ଯ୍ୟରେ ବିଭୋର ହେବେ । ସବୁ କାମ ବିନା ଦ୍ୱିଧାରେ ପୂର୍ଣ୍ଣ ହେବ । ଗ୍ରହ ଆପଣଙ୍କ କାର୍ଯ୍ୟ ସପକ୍ଷରେ ଏବଂ ଆପଣ ପ୍ରଶଂସା , ଲାଭବାନ , ପଦୋନ୍ନତି ହୋଇପାରେ । ଧନ ଧାନ୍ୟ ପାଇଁ ସମୟ ଉପକୂଳ ଅଟେ । ବ୍ୟବସାୟୀ ମାନେ ବାଣିଜ୍ୟଭିତ୍ତିକ ହୋଇ ଫଳପ୍ରଦ ହେବେ । ସ୍ୱାସ୍ଥ୍ୟ ସ୍ଥିର ରହିବ ।

ଧନୁ: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିନପାରେ । ତେଣୁ ଦୁର୍ବଳ ଅନୁଭବ କରିବେ ଏବଂ ଆଳସ୍ୟରେ ଦିନଟି କଟିପାରେ । ଶାରୀରିକ ଦୁର୍ବଳତା ଯୋଗୁଁ ଚିନ୍ତିତ ହୋଇପାରନ୍ତି । ବ୍ୟବସାୟରେ ମାନ୍ଦା ଅବସ୍ଥା ପାଇଁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ । ପ୍ରତିଯୋଗୀ ଏବଂ ନିଜ ସମକକ୍ଷ ବ୍ୟକ୍ତିମାନଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ । କୌଣସି ଉତ୍ସବର ଆୟୋଜନ କରିବା ପୁର୍ବରୁ ସାବଧାନ ରୁହନ୍ତୁ। ସାନ୍ଧ୍ୟ ଭ୍ରମଣରେ ବାହାରିଲେ ମନ ପରିବର୍ତ୍ତନ ହୋଇପାରେ ।

ମକର: ଅଜଥା ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି । ଶାରୀରିକ ଅସୁସ୍ଥତା ଯୋଗୁଁ କିମ୍ୱା ସାମାଜିକ କାର୍ଯ୍ୟ୍ୟରେ ଯୋଗଦେବା ପାଇଁ ବାହାରକୁ ଯାଆନ୍ତୁ ନାହିଁ । ଦୁର୍ଘଟଣା ଘଟିବାର ସମ୍ଭାବନା ଥିବାରୁ ସତର୍କ ରୁହନ୍ତୁ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଘଟିଥିବା ମନମାଳିନ୍ୟକୁ ଧୀରସ୍ଥିର ଚିତ୍ତରେ ସମାଧାନ କରି ଦିଅନ୍ତୁ । ନିଜମନକୁ ସର୍ବଦା ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ ।

କୁମ୍ଭ: ଆପଣ ଆଜି ପରମ ଆନନ୍ଦ ଲାଭ କରିବେ! ସରଳତା ଆପଣଙ୍କ ଏକ ନୂଆ ଅବତାର ହେବ ଓ ଆପଣଙ୍କ ବନ୍ଧୁ ଓ ପରିଚିତମାନେ ରହସ୍ୟାଭୂତ ହୋଇଯିବେ | ଆପଣ ଉଚ୍ଚ ପ୍ରାଣରେ ବାର୍ତ୍ତାଳାପ କରିବାକୁ ଇଚ୍ଛା କରିପାରନ୍ତି ଓ ଏକ ଶାନ୍ତ ମନ୍ଦିରରେ ସାନ୍ତ୍ଵନା ଖୋଜିବେ |

ମୀନ: ଆଜି ଆପଣ ନିଜକୁ ଦାର୍ଶନିକ ମାନସିକ ସ୍ଥିତିରେ ପାଇବେ । ଜୀବନରେ ବାସ୍ତବରେ କଣ ତାହା ଜାଣିବାକୁ ସକ୍ଷମ ହେବେ। ଆପଣ ଆଜି ଆପଣଙ୍କ ମାନସିକ ସ୍ଥିତି ଉପରେ ନିର୍ଭର କରି ପ୍ରବାହ ବିରୋଧରେ ବହିବାକୁ ଚେଷ୍ଟା କରିପାରନ୍ତି । ଆପଣ ଗୋଟିଏ ପରେ ଗୋଟିଏ କାମକୁ ହାତକୁ ନେବେ ।

Last Updated : Aug 27, 2022, 6:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.