ETV Bharat / bharat

Horoscope: ସେପ୍ଟେମ୍ବର 22 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - ଆଜିର ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope
author img

By ETV Bharat Odisha Team

Published : Sep 22, 2023, 12:01 AM IST

ମେଷ: ଆଜିର ଶୁଭଦିନରେ ଆପଣ ନୂତନ ଯୋଜନାର କାର୍ଯ୍ୟ ଆରମ୍ଭ କରିପାରନ୍ତି । ମାତ୍ର ମଧ୍ୟାହ୍ନ ପରେ ଏକ ଶୁଭ କର୍ମ ଆରମ୍ଭ କଲେ ଏଥିରେ ଯଥେଷ୍ଟ ସଫଳତା ପ୍ରାପ୍ତ ହୋଇପାରେ । ଦିବସର ପ୍ରଥମାର୍ଦ୍ଧରେ ଆପଣ କିଛି ସମସ୍ୟା ଘେରରେ ରହିବେ, ମାତ୍ର ଦିବସର ଶେଷାର୍ଦ୍ଧ ଆଡକୁ ଖୁସିର ଲହର ଖେଳିପାରେ । ଦିବସର ପ୍ରଥମାର୍ଦ୍ଧରେ ପାଇଥିବା ୟନ୍ତ୍ରଣାକୁ ଭୁଲିବା ପାଇଁ ଧ୍ୟାନ ବା ଯୋଗ କରନ୍ତୁ । ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାରରେ ସଂଜମତା ରକ୍ଷା କରନ୍ତୁ, ନଚେତ୍‍ ଉତ୍ତେଜନା ପ୍ରକାଶ ପାଇ ଝଗଡା ହୋଇପାରେ । ବାହାର ଖାଦ୍ୟ ନଖାଇବା ପାଇଁ ପରାମର୍ଶ ଦିଆଯାଉଛି ।

ବୃଷ: ଦିବସରୁ ପ୍ରାରମ୍ଭରୁ ଆପଣ ହସଖୁସିରେ ଦିନଟିକୁ କାଟିବାକୁ ଚାହିଁବେ, କିନ୍ତୁ ଏହା ସମ୍ଭବ ହେବ ନାହିଁ । ଗ୍ରହମାନଙ୍କର ସୁପ୍ରଭାବ ଦିବସର ପ୍ରଥମାର୍ଦ୍ଧରେ ଥିବାରୁ ଆପଣ ନିଜର ପ୍ରିୟଜନ ଏବଂ ବନ୍ଧୁଙ୍କ ଗହଣରେ ବାହାରକୁ ଭ୍ରମଣରେ ଯାଇପାରନ୍ତି । ଏହାଦ୍ୱାର ସନ୍ଧ୍ୟାରେ ଘଟିବାକୁ ଥିବା ଅଶାନ୍ତିକୁ ଭୁଲିଯିବେ । ମଧ୍ୟାହ୍ନରେ ଆପଣ ନିଜର ପ୍ରତିଦ୍ୱନ୍ଦୀଙ୍କ ସହ କାରଣ ନଥାଇ ଯୁକ୍ତିତର୍କ ଏବଂ ଝଗଡା କରିପାରନ୍ତି । ଆପଣ ନିଜର କ୍ରୋଧକୁ ଦମନ କରିପାରିଲେ ସବୁ ଅଶାନ୍ତି ଦୂର ହୋଇଯିବ । ନିଜର ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ । ସନ୍ଧ୍ୟାରେ କୌଣସି କାରଣରୁ ଅଶାନ୍ତ ଓ ଭାରାକାନ୍ତ ରହିବେ । ଧ୍ୟାନ ଓ ଯୋଗ କଲେ ମାନସିକ ଶାନ୍ତି ମିଳିପାରେ ।

ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଏକ ଆଶୀର୍ବାଦର ଦିନ ଅଟେ । ଆଜି ଦିନଟି ଆପଣଙ୍କୁ ଧନ, ମନ ଓ ଶରୀରର ସୁସ୍ଥତା ପାଇଁ ଖୋରାକ ଯୋଗାଇବ । ଆପଣ ନିଜର ବନ୍ଧୁ ଓ ପ୍ରିୟଜନଙ୍କୁ ଏକତ୍ର କରି ଆମୋଦ ପ୍ରମୋଦରେ ଦିନଟିକୁ କାଟିବାକୁ ଯୋଜନା କରିବେ। ଆପଣ ଅଫିସରେ କୌଣସି ବାଧାବିଘ୍ନର ସମ୍ମୁଖୀନ ନହୋଇ ଉତ୍ସାହ ଓ ଉଦ୍ଦୀପନା ସହ କାର୍ଯ୍ୟକରି ସଫଳତା ଅର୍ଜନ କରିବେ । ସହକର୍ମୀମାନେ ଆପଣଙ୍କୁ ସହଯୋଗ କରିବେ । ପାରିବାରିକ ଜୀବନ ଅତ୍ୟନ୍ତ ପ୍ରୀତିକର ମନେହେବ । ସୁମଧୁର ବ୍ୟଞ୍ଜନ ସହ ମୌଜ ମଜଲିସରେ ସମୟ ଅତିବାହିତ କରିବେ ।

କର୍କଟ: ଆଜି ଆପଣଙ୍କ ପାକସ୍ଥଳୀରେ ଯନ୍ତ୍ରଣା ବ୍ୟତିତ ଦିନଟି ଶୁଭରେ କଟିପାରେ । ଆପଣ ବାହାରକୁ ଯାଇ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ । ଏହାଦ୍ୱାରା ରୋଗ ସଂକ୍ରମଣର ଭୟ ଅଛି । ଅପରାହ୍ନରେ ଗ୍ରହ ମାନଙ୍କର ଶୁଭ ଦୃଷ୍ଟି ଯୋଗୁଁ ସକାଳର ୟନ୍ତ୍ରଣା ପ୍ରଶମିତ ହୋଇ ଶାରୀରିକ ଓ ମାନସିକ ସୁସ୍ଥତା ଫେରିପାରେ । ଅଫିସର ସୁସ୍ଥ ବାତାବରଣ ରହିବା ସହିତ ସହକର୍ମୀଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସୌହାର୍ଦ୍ଦ ବୃଦ୍ଧି ପାଇବ।

ସିଂହ: ଆପଣ ନିଜର ମାନସିକ ଓ ଶାରୀରିକ ସୁସ୍ଥତା ରକ୍ଷା କରିବାକୁ ଚାହୁଁଥିଲେ, ନିଜେ କିଛି ସତର୍କତା ଅବଲମ୍ଵନ କରିବା ଉଚିତ। ମାନସିକ ଅଶାନ୍ତି, ଶାରୀରିକ ୟନ୍ତ୍ରଣା, ଏବଂ ବନ୍ଧୁତାରେ ଅପ୍ରୀତି ଜନ୍ମାଇବା ପ୍ରକ୍ରିୟାକୁ ଆପଣ ଚେଷ୍ଟାକରି ଦୂର କରିପାରିବେ । ଏହା କାର୍ଯ୍ୟକାରୀ କରିବାକୁ ଆପଣ ବାସ୍ତବବାଦୀ ହୁଅନ୍ତୁ, ଶାରୀରିକ ସୁସ୍ଥତା ପ୍ରତି ଆଶାବାଦୀ ହୁଅନ୍ତୁ ଏବଂ ନିଜର ଉଗ୍ର ଭାବ ପ୍ରତ୍ଯାହାର କରନ୍ତୁ । ନିଜର ଆର୍ଥିକ ଖର୍ଚ୍ଚପ୍ରତି ସଂଜମତା ରକ୍ଷା କରନ୍ତୁ। ନିଜର ପୁଞ୍ଜି ଲଗାଣ ବ୍ୟବସାୟ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ ଆର୍ଥିକ କ୍ଷତି ସହିବାକୁ ପଡିପାରେ । ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଥିବାରୁ ଭବିଷ୍ୟତ ପାଇଁ ସଞ୍ଚୟ କରନ୍ତୁ ।

କନ୍ୟା: ଆଜି ଦିନର ପ୍ରଥମାର୍ଦ୍ଧରେ ଗ୍ରହମାନଙ୍କର ଶୁଭ ଦୃଷ୍ଟି ରହିବ । ନିଜର ପ୍ରିୟଜନଙ୍କ ସହ ଥିବା ସମ୍ପର୍କ ଅଧିକ ନିବିଡ ହେବ ଏବଂ ଆପଣ କେଉଁବାଟରେ ହେଉ ନା କାହିଁକି ସେମାନଙ୍କ ଦ୍ୱାରା ଉପକୃତ ହେବେ । ଦିବସର ଅବଶିଷ୍ଟ ଭାଗରେ ଆପଣ ଶାରୀରିକ ଓ ମାନସିକ ଅସୁସ୍ଥତା ବୃଦ୍ଧି ପାଇପାରେ । ସେଥିପ୍ରତି ସଜାଗ ରୁହନ୍ତୁ । ସମ୍ପର୍କୀୟ ଲୋକମାନଙ୍କ ସହ ମନୋମାଳିନ୍ୟ ବା କଳହ ହୋଇ ସମ୍ପର୍କରେ ତିକ୍ତତା ଦେଖାଦେବ । ନିଜର କ୍ରୋଧ ସମ୍ଵରଣ କରି କଥାବାର୍ତ୍ତାରେ ଶାଳୀନତା ରକ୍ଷା କରନ୍ତୁ। ନିଜ ମାଆଙ୍କର ଶାରୀରିକ ଅସୁସ୍ଥତା ଯୋଗୁଁ ଚିନ୍ତାଗ୍ରସ୍ତ ହେବେ ।

ତୁଳା: ଦିବସର ପ୍ରଥମାର୍ଦ୍ଧଟି ଭଲରେ କଟିବ ନାହିଁ। ମଧ୍ୟାହ୍ନ ପରେ ଶୁଭଫଳ ମିଳିବାର ଆଶା ଅଛି । ଶାରୀରିକ ଓ ମାନସିକ ଅସୁସ୍ଥତା ଯୋଗୁଁ ମନରେ ଶୀଥିଳତା ଦେଖାଦେବା ସହ ଅପଚିନ୍ତାକୁ ନେଇ ଉତ୍କଣ୍ଠିତ ହୋଇପାରନ୍ତି । ତେଣୁ ମାନସିକ ଶାନ୍ତି ପାଇବାକୁ ଧ୍ୟାନ ବା ୟୋଗ ଅଭ୍ଯାସ ଜାରି ରଖନ୍ତୁ। ସନ୍ଧ୍ୟାବେଳକୁ ଗ୍ରହମାନଙ୍କ ଶୁଭ ଦୃଷ୍ଟି ଫଳରେ ଗୃହରେ ଶାନ୍ତ ପରିବେଶ ଫେରିଆସିବ। ଆପଣ ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଉତ୍ସାହିତ ହେବେ। ପ୍ରତିଦ୍ୱନ୍ଦୀମାନେ ଆପଣଙ୍କ ଠାରୁ ପରାଜିତ ହେବେ।

ବିଛା: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିପାରେ । ଆପଣ ଶୁଭଫଳ ପାଇବାକୁ ହେଲେ ନିଜ ବାର୍ତ୍ତାଳପରେ ସଞ୍ଜମତା, ନମ୍ର ଓ କୋମଳ ବ୍ୟବହାର ପ୍ରଦର୍ଶନ କରିବା ଉଚିତ୍‌ । ଏହାଦ୍ୱାରା ପରିବାରର ସଦସ୍ୟଙ୍କ ସହ ଅଯଥାରେ ଯୁକ୍ତିତର୍କ କରିବେ ନାହିଁକି ମାନସିକ ଅଶାନ୍ତି ଭୋଗିବେ ନାହିଁ । ପୁରା ଦିବସଟିକୁ ହସଖୁସିରେ କଟାଇପାରିବେ । ଆଜି ଆପଣ ନିଜ ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ । ଖର୍ଚ୍ଚର କାରଣ ସମୀକ୍ଷା କରନ୍ତୁ । ଅଯଥାରେ ଖର୍ଚ୍ଚାନ୍ତ ହେବା ଆପଣଙ୍କ ଆର୍ଥିକ ସଂକଟକୁ ବୃଦ୍ଧି କରିପାରେ । ବିଦ୍ୟାର୍ଥୀମାନଙ୍କ ପାଇଁ ଆଜି ଦିନଟି ଆଦୌ ଶୁଭଫଳ ଦାୟକ ନୁହେଁ ।

ଧନୁ: ଆପଣଙ୍କ ପାଇଁ ଆଜି ଦିନଟି ୟନ୍ତ୍ରଣା ଦାୟକ ହୋଇପାରେ। ଏହି ଦିବସର ଶେଷ ଆଡକୁ ଗ୍ରହମାନଙ୍କର ଶୁଭ ଦୃଷ୍ଟି କାରଣରୁ ଶୁଭଫଳ ମିଳିପାରେ। ଗାଡି ଚଳାଇବା ବେଳେ ଗାଡିର ବେଗକୁ ନିୟନ୍ତ୍ରଣ ନକଲେ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ତେଣୁ କ୍ଷୁର ଧାରରେ ଚାଲିବା ପ୍ରବୃତ୍ତିରୁ ନିବୃତ ହୁଅନ୍ତୁ। ମୌଜ ମଜଲିସ କରିବାରେ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ତେଣୁ ନିଜର ସାମର୍ଥ୍ଯକୁ ଆଖି ଆଗରେ ରଖି ଖର୍ଚ୍ଚ କରନ୍ତୁ । ଗୃହର ପରିବେଶ ପ୍ରତିକୂଳ ଥିବାରୁ ଧୌର୍ଯ୍ୟ ଧରିବା ଆବଶ୍ୟକ ଏବଂ ନିଜକୁ ଅଯଥା ଯୁକ୍ତିତର୍କରୁ ନିବୃତ୍ତ ରହିବା ଉଚିତ୍‌ । ଅପରାହ୍ନରେ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ବ୍ୟକ୍ତିଗତ ଜୀବନରେ ଆପଣ ଆନନ୍ଦ ଉଲ୍ଲାସରେ ସମୟକୁ ଅତିବାହିତ କରିବେ।

ମକର: ଆଜି ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ। ବିଶେଷ ଭାବରେ କର୍ମଜୀବୀ ଓ ବ୍ୟବସାୟୀଙ୍କ ନିମନ୍ତେ ଦିବସଟି ଅତ୍ୟନ୍ତ ଶୁଭଙ୍କର ଅଟେ। ସକାଳରୁ ଗୃହ ପରିବେଶରେ ସୁଖ ସାନ୍ତି ବିରାଜମାନ କରିବ। ମାତ୍ର ଅପରାହ୍ନରେ ଏହା କଳିଗୋଳରେ ଅଶାନ୍ତ ରହିପାରେ। ତେଣୁ ଆପଣଙ୍କର ମାନସିକ ଓ ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ। ଆପଣ ନିଜର ବାର୍ତ୍ତାଳପରେ ସଂୟମତା ନ ରଖିଲେ ପରିବାରର ସଦସ୍ୟଙ୍କ ସହିତ କଳିତକରାଲ ହୋଇ ଅବସ୍ଥା ଅତ୍ୟନ୍ତ ଅସହନୀୟ ମନେ ହେବ। ଅତ୍ୟଧିକ ଖର୍ଚ୍ଚର ପରିମାଣକୁ ନ ରୋକିଲେ ଆର୍ଥିକ ଅନାଟନ ଘଟିପାରେ । ଆପଣ ନିଜକୁ ଏପରି ପରିସ୍ଥିତି ଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ: ଗ୍ରହମାନଙ୍କ ଶୁଭ ଦୃଷ୍ଟିରୁ ଆଜିର ଦିବସଟି ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନକାରୀ ଅଟେ। ଆପଣଙ୍କର ପଦୋନ୍ନତି ହେବା ସଙ୍ଗେସଙ୍ଗେ ଦରମା ବୃଦ୍ଧି ମଧ୍ୟ ହୋଇପାରେ। ଅଫିସ ବାହାରେ ମଧ୍ୟ ପ୍ରଶଂସିତ ହେବେ। ଆପଣଙ୍କ ଶାରୀରିକ ସୁସ୍ଥତା ମଧ୍ୟ ବଜାୟୀ ରହିବ। ତେଣୁ ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ଆମୋଦ ପ୍ରମୋଦରେ ସମୟ କଟାଇବା ପାଇଁ ବଣଭୋଜି କିମ୍ଵା ପରିଭ୍ରମଣରେ ଯିବାର ଯୋଜନା କରିବା ଏକ ଉତ୍କୃଷ୍ଟ ଚିନ୍ତା ଅଟେ। ପରିବାରର ସଦସ୍ୟଙ୍କ ସହ ମୌଜ ମଜଲିସରେ ସମୟ କାଟିବେ। ନିଜର ସନ୍ତାନ ସନ୍ତତି ସେମାନଙ୍କ କ୍ଷେତ୍ରରେ ପ୍ରଗତିର ଶୀର୍ଷସ୍ଥାନରେ ପହଞ୍ଚିବେ। ଏହା ଆପଣଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ଅଟେ।

ମୀନ: ଆଜି ଆପଣ ସୃଜନଶୀଳ ଏବଂ ବିଶ୍ଲେଷଣ ସଂକ୍ରାନ୍ତ ବିଷୟରେ ନିଜକୁ ନିଯୋଜିତ କରିବେ। ସୃଜନଶୀଳ ଲେଖା, ବିଜ୍ଞ ବ୍ୟକ୍ତିଙ୍କ ସହ ଆଲୋଚନା କରିବାରେ ନିଜକୁ ବ୍ୟସ୍ତ ରଖିବେ। ଆପଣ ଯଦି କୌଣସି ଯୋଜନାକୁ କାର୍ଯ୍ୟକାରୀ ଚାହୁଁଛନ୍ତି, ତାହାହେଲେ ତାହାର ଶୁଭାରମ୍ଭ କରିବା ପାଇଁ ଆଜି ଦିନଟି ଉପଯୁକ୍ତ। ଆପଣଙ୍କ ଉପରେ ବ୍ୟସ୍ତ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି କୃତିତ୍ୱ ଅର୍ଜନ କରିବେ। ଆର୍ଥିକ ଦୃଷ୍ଟିରୁ ଅର୍ଥଲାଭ ହୋଇପାରେ। ଆପଣଙ୍କ ଶାରୀରିକ ଅସୁସ୍ଥତା ଦେଖା ଦେଲେ ମଧ୍ୟ ପରିବାରର ଶାନ୍ତ ମଧୁର ପରିବେଶରେ ଆପଣ ସୁସ୍ଥ ଅନୁଭବ କରିବେ। ବିଦେଶରେ ରହୁଥିବା ଆପଣଙ୍କ ସମ୍ପର୍କୀୟ କିମ୍ଵା ପ୍ରିୟଜନଙ୍କଠାରୁ ଶୁଭ ସଂବାଦ ପାଇ ପ୍ରଫୁଲ୍ଳିତ ହେବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.