ETV Bharat / bharat

21 ଅଗଷ୍ଟ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - କେମିତି କଟିବ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ...

21 ଅଗଷ୍ଟ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Aug 21, 2021, 12:01 AM IST

Updated : Aug 21, 2021, 5:58 AM IST

ମେଷ: ପରିବାର ଏବଂ ସେମାନଙ୍କ ପରିସ୍ଥିତିରେ ସୁଧାର ଆଣିବା ତୁମର ପ୍ରଥମ କର୍ତ୍ତବ୍ୟ । ଘରର ସୌନ୍ଦର୍ଯ୍ୟରେ ନୂତନତ୍ବ ଆଣିବା ପାଇଁ ଆଜି ସାଜସଜ୍ଜାରେ ଲାଗି ପାରନ୍ତି । ଘର ସହିତ ଅଧିକ ସଂଶ୍ଲିଷ୍ଟ ରହିବା କାରଣରୁ ଅନେକ ନୂଆ ପାରିବାରିକ ସଂପର୍କ କଥା ଜାଣିପାରିବ ଯାହା ତୁମର ସବୁବେଳେ ମନୋନିବେଶ ଦରକାର କରେ । ଦିନଟି ଭଲରେ କଟିବ ।

ବୃଷ: ଆଜିର ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ବିଦେଶୀ ବନ୍ଧୁମାନଙ୍କ ଠାରୁ କିଛି ଭଲ ଖବର ପାଇବେ । ଯେଉଁମାନେ ବିଦେଶ ଯିବାପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କୁ ସୁଯୋଗ ମିଳିପାରେ । ଦୂର ଜାଗାକୁ ବୁଲିଯିବା ପାଇଁ ଆଜି ଦିନଟି ଭଲ । କୌଣସି ଧାର୍ମିକ ଜାଗାକୁ ବୁଲି ପାରନ୍ତି । ଚାକିରିଆମାନେ ସମସ୍ତ ଦିଗରୁ ମାନସିକ ଚାପ ଏବଂ ବ୍ୟସ୍ତତା ଭିତରେ ରହିବେ ।

ମିଥୁନ: ସମସ୍ତ ଦୁଃଶ୍ଚିନ୍ତାରୁ ଦୂରରେ ରୁହ । ଯଦି ଏପରି ନ କର ତେବେ କଷ୍ଟ ପାଇବ । ଏକ ନୂତନ କର୍ଯ୍ୟାରମ୍ଭ ପାଇଁ ଦିନଟି ଭଲ ନାହିଁ । ଏହି ଦିନଟି ତୁମ ସପକ୍ଷରେ ନୁହେଁ । ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । କ୍ରୋଧ ତୁମ ଚାରିପାଖେ ଥିବା ଲୋକମାନଙ୍କ ସହ ସମସ୍ୟା ଉପୁଜାଇ ପାରେ । ଦେଖିଚାହିଁ ଖର୍ଚ୍ଚ କରନ୍ତୁ । ମୋଟାମୋଟି ଭାବେ କହିବାକୁ ଗଲେ ଦିନଟି ପୁରାପୁରି ଭାବେ ଭଲ ଦିନ ନୁହେଁ, ତଥାପି ଧ୍ୟାନ ଓ ଯୋଗ ତୁମର ଚିନ୍ତା ଦୂର ହେବ ।

କର୍କଟ: ଆଜି ଆପଣଙ୍କ ପାଇଁ ସୁଯୋଗର ଦିନ । ହସ ଖୁସିରେ ଦିନଟି ଭରି ରହିବ ବୋଲି ଜଣାପଡିଛି । ଶାରୀରିକ ସ୍ଥରରେ ସୁସ୍ଥ ରହିବ । ବୁଲାବୁଲି କରିବାକୁ ଭାବୁଥିଲେ ନିଜ ପରିବାର ଓ ବନ୍ଧୁ ମାନଙ୍କ ସହ ଯାଆନ୍ତୁ । ତୁମେ ତୁମର ସାମାଜିକ କାମ ପାଇଁ ପ୍ରସଂଶା ପାଇବ ।

ସିଂହ: ଦିନଟି ସାଧାରଣ ରହିବ । କ୍ରୋଧ ଉପରେ ନଜର ରଖନ୍ତୁ ନଚେତ ପରିବାର ଜନଙ୍କ ସହିତ ପାଟିତୁଣ୍ଡ ହୋଇପାରେ । ତୁମର କାର୍ଯ୍ୟାଳୟରେ ଅଧିକ କାମ ପାଇଁ ଚାପ ବଢିପାରେ । ଅଧିକ ପରିଶ୍ରମ କରି ମଧ୍ୟ ଅସଫଳତା ପାଇବେ । ତୁମ ମାଙ୍କ ସ୍ବାସ୍ଥ୍ୟ ବିଷୟରେ ମଧ୍ୟ ଚିନ୍ତା କରିପାରନ୍ତି ।

କନ୍ୟା: ଆଲୋଚନାରୁ ଦୂରରେ ରୁହ । ହଠାତ ରାଗ ବଢିଯିବାରୁ ଭଲ ଆଲୋଚନା ସବୁ ଯୁକ୍ତିତର୍କ ଦିଗକୁ ଗତି କରିବ । ହଠାତ ଖର୍ଚ୍ଚ ବଢିପାରେ ସେଥିପାଇଁ ସତର୍କ ରୁହନ୍ତୁ । ବନ୍ଧୁ ତଥା ପ୍ରିୟଜନଙ୍କ ସହିତ ଠିକରେ କଥା ହୁଅନ୍ତୁ । ପେଟଜନିତ ସମସ୍ୟା ହୋଇପାରେ । ଭଲ ଖାଦ୍ୟ ଖାଆନ୍ତୁ । ଅର୍ଥ ଲଗାଉଥିବା ବ୍ୟକ୍ତି ସଜାଗ ରହିବା ଭଲ ।

ତୁଳା: ଯଦିଓ ନକ୍ଷତ୍ରମାନେ ଭଲରେ ଅଛନ୍ତି, ତଥାପି ଜୀବନର କିଛି ଗଭୀର ସମସ୍ୟା ଜଟିଳ ହେବ । ଏହା ଜଟିଳ ସମସ୍ୟାରୁ ଜଟିଳତର ହେବ କିନ୍ତୁ ଏପରି ଗ୍ରହ ସ୍ଥିତି କାରଣରୁ ଦିନଟି ସେତେ ସହଜ ହେବନାହିଁ । ଅଧିକ ସହଜରେ ଦୁଃଖୀ ହୋଇ ଯାଉଥିବା କାରଣରୁ ଏହା ହୋଇପାରେ । ତେଣୁ ଧୈର୍ଯ୍ୟହରା ହୁଅନ୍ତୁ ନାହିଁ । ମାଙ୍କୁ ନେଇ ସମସ୍ୟା ଦେଖା ଦେଇପାରେ ।

ବିଛା: ଭାଗ୍ୟ ଓ ଭବିଷ୍ୟତ ଭଲ ରହିଛି । ଯେକୌଣସି କାର୍ଯ୍ୟାରମ୍ଭ ପାଇଁ ଏହା ଏକ ସୁନ୍ଦର ସୁଯୋଗର ଦିନ ଅଟେ । ଦିନସାରା ଆନନ୍ଦ ଅନୁଭବ କରିବ । ବହୁ କଠିନ ସଂପର୍କ ଦ୍ବାରା ମନ ପ୍ରଫୁଲ୍ଲ ରହିବ । କୌଣସି ପାରିବାରିକ ସମସ୍ୟାକୁ ନେଇ ଜୀବନସାଥିଙ୍କ ସହ ଆଲୋଚନା କରିବ । ଆର୍ଥିକ ସ୍ଥିତି ମଜବୁତ କାର୍ଯ୍ୟକ୍ଷେତ୍ରରୁ ବିଜୟ ମିଳିବ ।

ଧନୁ: ଏହା ଏକ ମଧ୍ୟମ ଧରଣ ଦିନଟି ଅଟେ। କୌଣସି ଏକ ନିର୍ଣ୍ଣାୟକ କଥାରେ ଦ୍ବିଧାରେ ପଡିପାର । ଯାହା ବିଶିଷ୍ଟ ନିର୍ଣ୍ଣାୟକ ଅଟେ । ଅସୁରକ୍ଷିତ ଅନୁଭବ କରିପାରନ୍ତି ଏବଂ ଏହା ତୁମକୁ ଭାବିବା ପାଇଁ ପଡିବ । ନିଜେ ଧିର ସ୍ଥିର ଭାବେ ରୁହନ୍ତୁ । ଅଯଥା ନିଜ ପ୍ରିୟଜନଙ୍କୁ ଦୁଃଖ ଦେବାକୁ ପଡିପାରେ । ଯଦି ତୁମେ କିଛି ଅଘଟଣ ହେବାର ସୂଚନା ପାଉଛ ବା କ୍ଷତି ହେବା କଥା ଭାବୁଛ ତେବେ ତୁମ କର୍ମ କ୍ଷେତ୍ରରେ, ଅନ୍ତରର ସହ ଦେଖ, ଅତିଶୀଘ୍ର ସବୁ ଭଲ ହୋଇଯିବ । କାର୍ଯ୍ୟ ବ୍ୟସ୍ତତା ଓ ଖର୍ଚ୍ଚ ବଢିପାରେ । ସଜାଗ ରୁହନ୍ତୁ ।

ମକର: ଆପଣଙ୍କ ପାରିବାରିକ ସମ୍ପର୍କ ଅସାମାନ୍ୟ ହୋଇପାରେ । କାର୍ଯ୍ୟରେ ପ୍ରତିଷ୍ଠା ବୃଦ୍ଧି ଆପଣଙ୍କୁ ଆମୋଦ ଦେଇପାରେ । ବୃତ୍ତି ଏବଂ ବ୍ୟବସାୟ ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ଆପଣଙ୍କର ପଦୋନ୍ନତି ହୋଇପାରେ । ଯଦି ଆପଣଙ୍କର କାର୍ଯ୍ୟ ନିର୍ଘଣ୍ଟ ଆଜି ପାଇଁ ସ୍ଥିର ହୋଇଥାଏ ତାହା ହେଲେ ସୁଫଳ ଦେଇପାରେ । ଆପଣଙ୍କ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଆପଣ ଅକ୍ଳେଶରେ କରିପାରିବେ । ଆଜି ଦିନଟି ଯେତେ ମୌଜ ମଜଲିସ କରିବେ ତାହା ଆପଣଙ୍କୁ ଶାନ୍ତି ପ୍ରଦାନ କରିବ । ଆଧ୍ୟାତ୍ମିକ ଚିନ୍ତାଧାରାରେ ଉଦ୍‍ବୁଦ୍ଧ ହୋଇ ରହିବେ ।

କୁମ୍ଭ: ଆଜି ଦିନରେ ଆପଣ ନିଜର ଖର୍ଚ୍ଚ ପ୍ରତି ଧ୍ୟାନ ଦିଆନ୍ତୁ । ସୁନିଶ୍ଚିତ ରୂପେ ଜୋର ଦେଇ କାର୍ଯ୍ୟ ନ କଲେ ନିଜେ କଷ୍ଟ ଭୋଗିବେ । ଖର୍ଚ୍ଚ କମାଇବାକୁ କହିବା ଅର୍ଥ ଏହା ଯେ ଆପଣ ଆପଣଙ୍କର ଅର୍ଥ ଉପାର୍ଜନର ପ୍ରକୃଷ୍ଟ ପନ୍ଥା ନିର୍ଦ୍ଧାରଣ କରିବ । ଉପାର୍ଜିତ ଅର୍ଥକୁ ଠିକ୍‍ ଭାବରେ ବିନିଯୋଗ କରନ୍ତୁ । ରୋଜଗାରକୁ ଚାହିଁ ନିଜର ଚାହିଦାକୁ ସୀମିତ କରି ଖର୍ଚ୍ଚ କରିନ୍ତୁ । ଧାର କରଜ କରନ୍ତୁ ନାହିଁ । କୌଣସି କାରଣରୁ ଆପଣ ଉତ୍ତେଜିତ ହେବା ପରି ଘଟଣାରେ ଅନ୍ୟମାନଙ୍କ ଯୋଗୁଁ ଛନ୍ଦି ହୋଇପାରନ୍ତି । ଅନ୍ୟମାନଙ୍କ ମତକୁ ଭୂଲ ବୁଝିପାରନ୍ତି । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଆର୍ଥିକ ସ୍ଥିତି ପ୍ରତି ସଜାଗ ରୁହନ୍ତୁ ଏବଂ ମାନସିକ ଶାନ୍ତି ପ୍ରତି ଧ୍ୟାନ ଦିଅନ୍ତୁ ।

ମୀନ: ସାମାଜିକ ପ୍ରତିଷ୍ଠାକୁ ଅବମାନନା କରନାହିଁ । ଆଜି ସେଥିପାଇଁ କଷ୍ଟ ପାଇପାରନ୍ତି । କୌଣସି ସାଙ୍ଗ, ବନ୍ଧୁ ଅଥବା ମିତ୍ର ସହ ମିଶିବା ପାଇଁ ସୁଯୋଗ ଖୋଜୁ ଥାଇପାର । ଏଥିରେ ଅନେକ ସମୟ ଖୁସିରେ ବିତିବ ଏବଂ ଏହା ମଧ୍ୟ ହୋଇପାରେ ପରିଭ୍ରମଣର ପରିସମାପ୍ତି ଘଟିପାରେ । ନିଜ ପାଇଁ ସମୟ କାଢିବା ଦରକାର । ଆଜି ଆପଣଙ୍କ ପାଇଁ ସୁଯୋଗ ସୃଷ୍ଟି ହେବ ଏହାର କାରଣ ସମସ୍ତ ସୁଯୋଗକୁ ଜୀବନସାରା ଉପଭୋଗ କରିବା ଆବଶ୍ୟକ । ଜୀବନସାଥୀ ଖୋଜିବା ପାଇଁ ଆଜିର ଦିନଟି ଆପଣଙ୍କ ପାଇଁ ସର୍ବୋତ୍ତମ ଅଟେ ।

Last Updated : Aug 21, 2021, 5:58 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.