ETV Bharat / bharat

20 ଏପ୍ରିଲ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - 20 ଏପ୍ରିଲ ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

20 ଏପ୍ରିଲ ରାଶିଫଳ
20 ଏପ୍ରିଲ ରାଶିଫଳ
author img

By

Published : Apr 20, 2022, 12:16 AM IST

ମେଷ: ଆଧ୍ୟାତ୍ମିକ ଭାବରେ କହିଲେ, ଆଜି ଆପଣ କିଛି ଅଭୁତପୁର୍ବ ଅନୁଭବ କରିପାରନ୍ତି । ସମସ୍ତ ଆଶ୍ଚର୍ଯ୍ୟମୟ ଜିନିଷ ଆପଣଙ୍କୁ ଆକର୍ଷଣ କରିବ । ଆପଣଙ୍କ ମନ ଭିତରେ ଏଗୁଡିକ ପାଇଁ ଏକ ଗଭୀର ସଂପର୍କ ଅନୁଭବ କରିବେ । ଏଭଳି ଅନୁଭବ କରିବେ ଯେ ଆଧ୍ୟାତ୍ମିକ ଭାବରେ ଆପଣ ପରିପକ୍ୱ ହୋଇଛନ୍ତି । ଅବଶ୍ୟ, ନିଶ୍ଚିତ କରନ୍ତୁ ଯେ ଆପଣ ଏଭଳି ବିଶ୍ୱାସ କରନ୍ତୁ ନାହିଁ ଯେ ଆପଣ ଅନ୍ୟମାନଙ୍କ ଅପେକ୍ଷା ଉପରେ ଅଛନ୍ତି ।

ବୃଷ: ଆପଣଙ୍କର ଜୀବନ ସୁନ୍ଦର ରହିବ । ପରିବାର ଏବଂ ପ୍ରିୟଜନଙ୍କ ସହିତ ମିଳିମିଶି ହସଖୁସିରେ ସମୟ ବିତାଇବେ । ଏକ ଛୋଟ ଯାତ୍ରାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ । ବିଦେଶରେ ବାସ କରୁଥିବା ଜଣେ ପ୍ରିୟଜନଙ୍କଠାରୁ ଭଲ ଖବର ଆପଣଙ୍କୁ ଅତିରିକ୍ତ ଆନନ୍ଦ ଦେବ । ଆପଣ ଆଜି ଏକ ଆଶିର୍ବାଦ ପ୍ରାପ୍ତ କରିପାରନ୍ତି ।

ମିଥୁନ: ଆପଣଙ୍କ ମନ ଅନ୍ୟମାନଙ୍କ ପାଇଁ ଚିନ୍ତା ଓ ସମ୍ଵେଦନଶୀଳତାରେ ଭରିଯିବ ଓ ଅନେକଙ୍କ ଉପରେ ଆପଣଙ୍କ ଆଶୀର୍ବାଦ ପଡିବ । କିନ୍ତୁ ଅତ୍ୟଧିକ ଭାବନାତ୍ମକ ହେବା ମଧ୍ୟ ଠିକ ନୁହେଁ । ଆପଣଙ୍କ ଭାବନା କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରଗତିରେ ବାଧା ଦେଇପାରେ ।

କର୍କଟ: ଏହା ଆହ୍ଵାନର ଦିନ ହେବ । ଆପଣ ନୂଆ ବ୍ୟବସାୟରେ ପ୍ରବେଶ କରିବା ପାଇଁ ଇଚ୍ଛୁକ ହେବେ । କିନ୍ତୁ ଏହି ବିଷୟରେ ହଠାତ କୌଣସି ନିଷ୍ପତ୍ତି ନେବା କିମ୍ଵା ଚିନ୍ତାର ଆବଶ୍ୟକତା ନାହିଁ । ବାକିଆ ଥିବା କାମ ଶେଷ ହେବ । ବ୍ୟବସାୟ ଓ ଟ୍ରାଞ୍ଜାକ୍ସନ ଭଲରେ ଶେଷ ହେବ । ବ୍ୟବସାୟ କିମ୍ଵା ଘରୋଇ କାରଣ ପାଇଁ ସ୍ଥାନାନ୍ତରଣ ହୋଇପାରନ୍ତି ।

ସିଂହ: ଆପଣଙ୍କ ଉତ୍ସାହ ଓ ଭାବାପ୍ରବଣ ପ୍ରକୃତି ଯୋଗୁଁ ହଠାତ ଭାବନାଗୁଡିକ ଆପଣଙ୍କ ମଧ୍ୟରୁ ବାହାରିବ । ଆଜି ଆପଣ ହଠାତ ରାଗିଯାଇପାରନ୍ତି । ଏଥିପାଇଁ ଆପଣ ଉଭୟ କାର୍ଯ୍ୟସ୍ଥଳ ଓ ଘରେ ଯେଉଁଠି ବି ହେଉ ଭାବନାରେ ବହି ଯାଇପାରନ୍ତି ।

କନ୍ୟା: ଆପଣଙ୍କ ନେତୃତ୍ଵ ଦକ୍ଷତା ହେଉଛି ଏକ ବିଶେଷତା ଓ ଆପଣ ଯେପରି ଆପଣଙ୍କ ଦଳକୁ ସମ୍ଭାଳିଥାଆନ୍ତି ସେଥିପାଇଁ ଆପଣ ପ୍ରଶଂସା ପାଇବେ । ଅପେକ୍ଷା କରିଥିବା ପଦୋନ୍ନତି ମିଳିବ ଓ ଆପଣଙ୍କୁ କିଛି ଅଧିକ ଟଙ୍କା ମଧ୍ୟ ମିଳିବ । ଏହା ପାଇବା ସହ ଆପଣ ଉଭୟ ଘର ଓ କାମ ମଧ୍ୟରେ ଉତ୍ତମ ସନ୍ତୁଳନ ରକ୍ଷା କରିଛନ୍ତି ।

ତୁଳା: ଆପଣ ସବୁ ସାହାଯ୍ୟ ପ୍ରାପ୍ତିସ୍ଵୀକାର କରନ୍ତି ଓ ପ୍ରତି ଉପହାସର ଉତ୍ତର ଦିଅନ୍ତି । ସେଥିପାଇଁ ପୁରୁଣା ଘଟଣା ଯାହା ଆପଣଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ତାହାର ଉତ୍ତର ଦେବାର ଏହା ହି ସମୟ । ଦିନ ସାରା ଆପଣଙ୍କ ମଜାଦାର ଘଟଣା ଘଟାଇବାର ସୁଯୋଗ ସୃଷ୍ଟି ହେବ ।

ବିଛା: ସାମାଜିକ ଭାବେ ସମସ୍ତଙ୍କ ଧ୍ୟାନରେ ରହିବାକୁ ଆପଣଙ୍କୁ ଭଲ ଲାଗେ । କିନ୍ତୁ ଖରାପ ନଜର ଥିବା ଲୋକମାନଙ୍କ ପ୍ରତି ସଚେତନ ରୁହନ୍ତୁ କାରଣ ଆପଣଙ୍କ ପ୍ରତି ସେମାନଙ୍କ ଅଭିପ୍ରାୟ ଭଲ ନୁହେଁ । ଆପଣ ଜଣେ ଭଲ ମଣିଷ ଓ କଦାପି କାହାକୁ କଷ୍ଟ ଦିଅନ୍ତି ନାହିଁ । କିନ୍ତୁ ବେଳେବେଳେ ସୁରକ୍ଷିତ ରହିବା ପାଇଁ ଆପଣଙ୍କୁ ଆପଣଙ୍କ ଶତ୍ରୁଙ୍କ ଦୁର୍ବଳତା ଜାଣିବା ଗୁରୁତ୍ଵପୂର୍ଣ୍ଣ ।

ଧନୁ: ଆପଣଙ୍କ ବ୍ୟବସାୟ ବଢି ଚାଲିବ । ଦିନ ସାରା ଆପଣଙ୍କ ଆର୍ଥିକ ଲାଭ ଆସି ଆପଣଙ୍କୁ ଖୁସି ଦେବ । ଚାଲୁଥିବା କାମରୁ ସକାରାତ୍ମକ ସଙ୍କେତ ମିଳି । ଆପଣଙ୍କ ବିଶେଷଜ୍ଞ ପରାମର୍ଶ କାର୍ଯ୍ୟକ୍ଷେତ୍ରରେ ମୂଲ୍ୟବାନ ହେବ । କହିବାକୁ ଗଲେ ଆଜି ଦିନଟି କ୍ରିୟାକଳାପପୂର୍ଣ୍ଣ ରହିବ ।

ମକର: ଆଜି ଆପଣ ପୂର୍ବରୁ ସମ୍ପର୍କଗୁଡିକରେ କରିଥିବା ଭୁଲ ସୁଧାରିବା ସମୟ ସେଥିପାଇଁ ଆପଣ ଆଜି ସମ୍ପର୍କୀୟ ଓ ସହକର୍ମୀମାନଙ୍କ ସହିତ ସମ୍ପର୍କ ଭଲ କରିବାରେ ଧ୍ୟାନ ଦେବେ । କିନ୍ତୁ ଆପଣଙ୍କ ଚେଷ୍ଟା ସତ୍ତ୍ଵେ ପାରିବାରିକ କନ୍ଦଳ ହୋଇପାରେ । ଅପ୍ରିୟ ପଡୋଶୀମାନଙ୍କୁ ଦୂରରେ ରଖି ଆପଣ କିଛି ସମସ୍ୟାରୁ ମୁକ୍ତ ରହିପାରିବେ ।

କୁମ୍ଭ : ଆପଣ ଜଣେ ଦୃଢ ଇଚ୍ଛାଶକ୍ତି ସମ୍ପନ୍ନ ବ୍ୟକ୍ତି ଓ କଠୋର ସମୟରେ ମଧ୍ୟ ଆପଣ ଧ୍ୟାନ କେନ୍ଦ୍ରିତ ରଖନ୍ତି । ନିରନ୍ତର ଖୁସି ରହି ସକାରାତ୍ମକ ମନୋଭାବ ରଖି ଆପଣ କାର୍ଯ୍ୟକ୍ଷେତ୍ରରେ ଓ ଘରେ ଉଭୟ ସ୍ଥାନରେ ଲୋକମାନଙ୍କ ହୃଦୟ ଓ ମନ ଜିତିପାରିବେ । ଏପରି ସନ୍ତୁଷ୍ଟି ଓ ଖୁସି ଭାବନା ଯୋଗୁଁ ଆପଣ ବହୁତ ଭଲ କାମ କରିବାକୁ ପ୍ରୋତ୍ସାହିତ ହେବେ । ଖୁସି ବାଣ୍ଟି ଚାଲନ୍ତୁ ।

ମୀନ: ଆଜି ଆପଣ ସମୟ ସମାନ ଭାବରେ ଭାଗ କରିବେ ଓ ଉଭୟ ଘରେ ଓ କାର୍ଯ୍ୟସ୍ଥଳରେ ଭଲ କରିବେ । ସେଥିପାଇଁ ଅଫିସରେ ଆପଣଙ୍କୁ ଦିଆଯାଇଥିବା କାମ ପାଇଁ ଆପଣ ସଠିକ ଲୋକ ବୋଲି ପ୍ରମାଣିତ କରିବା ସମୟ ଘରେ ସଠିକ ପାରିବାରିକ ବ୍ୟକ୍ତି ବୋଲି ନିଜକୁ ସ୍ଥାପିତ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.