ETV Bharat / bharat

ଓଡିଶା ଉପକୂଳରୁ SAAW ଅସ୍ତ୍ରର ସଫଳ ପରୀକ୍ଷଣ କଲା HAWK-i - ହକ-ଆଇ ଏୟାରକ୍ରାଫ୍ଟ

ଗୁରୁବାର ଓଡିଶା ଉପକୂଳରୁ ନୌସେନାର ହକ-ଆଇ ଏୟାରକ୍ରାଫ୍ଟରୁ ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ ୱିପନର ସଫଳ ପରୀକ୍ଷଣ କରାଯାଇଛି । ଅଧିକ ପଢନ୍ତୁ...

ଓଡିଶା ଉପକୂଳରୁ SAAW ଅସ୍ତ୍ରର ସଫଳ ପରୀକ୍ଷଣ କଲା HAWK-i

author img

By

Published : Jan 21, 2021, 5:25 PM IST

ଭୁବନେଶ୍ବର: ସ୍ବଦେଶୀ HAWK-i ପ୍ରୋଗ୍ରାମକୁ ଗତି ଦେବା ପାଇଁ ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ ୱିପନର ପରୀକ୍ଷଣ କରିଛି ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ହାଲ) । ଗୁରୁବାର ଓଡିଶା ଉପକୂଳରୁ ନୌସେନାର ହକ-ଆଇ ଏୟାରକ୍ରାଫ୍ଟରୁ ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ ୱିପନର ସଫଳ ପରୀକ୍ଷଣ କରାଯାଇଛି ।

ହାଲର ଟେଷ୍ଟ ପାଇଲଟ ଅବସରପ୍ରାପ୍ତ ୱିଙ୍ଗ୍‌ କମାଣ୍ଡର ପି ଅଗସ୍ତି ଓ ଅବସରପ୍ରାପ୍ତ ୱିଙ୍ଗ କମାଣ୍ଡର ଏମ ପଟେଲଙ୍କ ଦ୍ବାରା HAWK-i ଏୟାରକ୍ରାଫ୍ଟ ଉଡାଣ ଭରି ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ ୱିପନର ସଫଳ ପରୀକ୍ଷଣ କରିଛି । ଏହା ସମସ୍ତ ମିଶନର ଲକ୍ଷକୁ ପୂରା କରିଥିବା ହାଲ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ର ଅନୁସନ୍ଧାନ କେନ୍ଦ୍ର ଇମରାତ (ଆରସିଆଇ) ଦ୍ବାରା ଏହି ସ୍ବେଦେଶୀ ଷ୍ଟାଣ୍ଡ ଅଫ୍ ଅସ୍ତ୍ର ପ୍ରସ୍ତୁତ କରାଯାଇଛି। ଏହା ହେଉଛି ପ୍ରଥମ ସ୍ମାର୍ଟ ଅସ୍ତ୍ର ଯାହାକି ଏକ ଭାରତୀୟ ହକ୍- Mk132ରୁ ପରୀକ୍ଷଣ ହୋଇଛି ।

SAAW ହେଉଛି 125 କିଲୋଗ୍ରାମ ବର୍ଗର ଉତକ୍ଷେପଣ, ଉନ୍ନତ, ସଠିକ୍ ଷ୍ଟ୍ରାଇକ୍ ଅସ୍ତ୍ର, ଯାହାକି 100 କିଲୋମିଟର ଦୂରତା ମଧ୍ୟରେ ରାଡାର, ବଙ୍କର୍, ରନୱେ ଭଳି ଶତ୍ରୁ ଏୟାରଫିଲ୍ଡକୁ ଟାର୍ଗେଟ କରି ନଷ୍ଟ କରିବାରେ ବ୍ୟବହୃତ ହୁଏ | SAAW ପୂର୍ବରୁ ଜାଗୁଆର ବିମାନରୁ ସଫଳତାର ସହ ପରୀକ୍ଷଣ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.