ETV Bharat / bharat

Agnipath Scheme: ଅଗ୍ନିବୀରଙ୍କୁ CAPF-ଆସାମ ରାଇଫଲ୍ସରେ ମିଳିବ ୧୦% ସଂରକ୍ଷଣ - ଅଗ୍ନିପଥ ଯୋଜନା ସେନାରେ ଯୋଗଦାନ

ବିବାଦ ପରେ ଅଗ୍ନିବୀରଙ୍କ ପାଇଁ ଗୃହ ମନ୍ତ୍ରଣାଳୟର ବଡ ଘୋଷଣା । ଅଗ୍ନିବୀରଙ୍କୁ CAPF, ଆସାମ ରାଇଫଲ୍ସ ନିଯୁକ୍ତିରେ ମିଳିବ ୧୦% ସଂରକ୍ଷଣ । ଅଧିକ ପଢନ୍ତୁ

Agnipath Scheme: ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ

author img

By

Published : Jun 18, 2022, 9:45 AM IST

Updated : Jun 18, 2022, 9:53 AM IST

ନୂଆଦିଲ୍ଲୀ: ବିବାଦ ପରେ ଅଗ୍ନିବୀରଙ୍କ ନିଯୁକ୍ତି ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବଡ ଘୋଷଣା । CAPF ଏବଂ ଆସାମ ରାଇଫଲ୍ସରେ ଅଗ୍ନିବୀରଙ୍କୁ ମିଳିବ ୧୦ ପ୍ରତିଶତ ସଂରକ୍ଷଣ(Gov reserves 10 percent)। CAPF ଓ ଆସାମ ରାଇଫଲ୍ସରେ ନିଯୁକ୍ତି ସମୟରେ ଅଗ୍ନିପଥ ଯୋଜନା ଅଧିନରେ ୪ ବର୍ଷ ପୂରଣ କରିଥିବା ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ମିଳିବ ବୋଲି ଘୋଷଣା ହୋଇଛି । ଏଥିସହ ନିଯୁକ୍ତି ବେଳେ ବୟସ ସୀମା ୩ ବର୍ଷ କୋହଳ କରିବାକୁ ମଧ୍ୟ ନିଷ୍ପତି ନେଇ ମନ୍ତ୍ରଣାଳୟ । ପ୍ରଥମ ବ୍ୟାଚ୍ ଅଗ୍ନିବୀରଙ୍କ ବୟସ ସୀମା ୫ ବର୍ଷ କୋହଳ ହେବ ।

  • गृह मंत्रालय ने CAPFs और असम राइफल्स में होने वाली भर्तियों में अग्निपथ योजना के अंतर्गत 4 साल पूरा करने वाले अग्निवीरों के लिए 10% रिक्तियों को आरक्षित करने का महत्वपूर्ण निर्णय लिया है।

    — गृहमंत्री कार्यालय, HMO India (@HMOIndia) June 18, 2022 " class="align-text-top noRightClick twitterSection" data=" ">
  • साथ ही गृह मंत्रालय ने CAPFs और असम राइफल्स में भर्ती के लिए अग्निवीरों को निर्धारित अधिकतम प्रवेश आयु सीमा में 3 वर्ष की छूट देने का निर्णय किया है। और अग्निपथ योजना के पहले बैच के लिए यह छूट 5 वर्ष होगी।

Last Updated : Jun 18, 2022, 9:53 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.