ETV Bharat / bharat

ବିଶାକ୍ତ ମଦ ନେଲା 4 ଜୀବନ

author img

By

Published : Mar 22, 2021, 9:16 AM IST

ବିଶାକ୍ତ ମଦ ପିଇ 4 ଜଣଙ୍କ ମୃତ୍ୟୁ । ଉତ୍ତରପ୍ରଦେଶର ଚିତ୍ରାକୋଟରୁ । ଉତ୍ତରପ୍ରଦେଶର ଚିତ୍ରାକୋଟରୁ ଆସିଛି ଅଭିଯୋଗ । ଅଧିକ ପଢନ୍ତୁ...

Four Dead After Allegedly Consuming Spurious Liquor In UP's Chitrakoot
ବିଶାକ୍ତ ମଦ ନେଲା 4 ଜୀବନ

ଲକ୍ଷ୍ମୌ: ବିଶାକ୍ତ ମଦ ପିଇ 4 ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଚିତ୍ରାକୋଟରୁ । ଏହି ଘଟଣାରେ ପୋଲିସ ପ୍ରଶାସନ ସବଇନ୍ସପେକ୍ଟର ଓ କନଷ୍ଟେବଳଙ୍କୁ ନିଲମ୍ବିତ କରିଛି ।

ସୂଚନା ଅନୁସାରେ, ଚିତ୍ରାକୋଟର କିଛି ଲୋକେ ସ୍ଥାନୀୟ ଏକ ଦୋକାନରୁ ମଦ କିଣିଥିଲେ । ଏହାପରେ ତାହକୁ ନେଇ ମିଳିମିଶି ପିଇଥିଲେ । ଏହାପରେ 4 ଜଣଙ୍କ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ସମ୍ପୃକ୍ତ ମଦ ଦୋକାନର ମ୍ୟାନେଜରଙ୍କୁ ପୋଲିସ ହେପାଜତକୁ ନେଇ ଅଧିକ ତଦନ୍ତ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.