ETV Bharat / bharat

କେମିକାଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ - ବେଙ୍ଗାଲୁରରେ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ବେଙ୍ଗାଲୁରୁର ବାପୁଜୀ ନଗରରେ ଥିବା ଏକ କେମିକାଲ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ଅଧିକ ପଢନ୍ତୁ...

କେମିକାଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
କେମିକାଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
author img

By

Published : Nov 10, 2020, 1:33 PM IST

ବେଙ୍ଗାଲୁରୁ: କେମିକାଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ବେଙ୍ଗାଲୁରୁର ବାପୁଜୀ ନଗରରେ ଥିବା ଏକ କେମିକାଲ କାରଖାନାରେ ମଙ୍ଗଳବାର ଭୟାନକ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବାହିନୀ ଓ ବ୍ୟାତରାୟାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି ।

କେମିକାଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ସୂଚନା ଅନୁଯାୟୀ, ହୋସାଗୁଡାଦାହାଲିରେ ଥିବା ଏହି କେମିକାଲ କାରଖାନା ମଙ୍ଗଳବାର କୌଣସି କାରଣରୁ ନିଆଁ ଲାଗିଯାଇଛି । ଏହି ଅଗ୍ନିକାଣ୍ଡର ପ୍ରକୋପ ଏତେ ଅଧିକ ରହିଛି ଯେ କାରଖାନାରେ ନିକଟରେ ଥିବା ଯାନବାହନଗୁଡିକ ମଧ୍ୟ ନିଆଁରେ ପୋଡି ଯାଇଛି । କାରଖାନା ଚାରିପାଖେ ଥିବା ଘରଗୁଡିକୁ ମଧ୍ୟ ଏହି ନିଆଁ ଧିରେ ଧିରେ ବ୍ୟାପିବାରେ ଲାଗିଛି । ପାଖରେ ଉପସ୍ଥିତ ଲୋକଙ୍କୁ ପୋଲିସ ସ୍ଥାନାନ୍ତରିତ କରୁଛି । ଅଗ୍ନିଶମ ବାହିନୀ ଓ ପୋଲିସ ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଏହାକୁ ଆୟତ କରିବା କଷ୍ଟସାଧ୍ୟ ହୋଇପଡିଛି । ତେବେ ଅଗ୍ନିକାଣ୍ଡର କାରଣ ଏ ଯାଏଁ ଅସ୍ପଷ୍ଟ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.