ETV Bharat / bharat

ନଡ୍ଡା ଓ ଶାହଙ୍କୁ ଭେଟିଲେ କଂଗ୍ରେସରୁ ବହିଷ୍କୃତ ବିଧାୟକ କୁଲଦୀପ ବିଷ୍ଣୋଇ - ଶାହାଙ୍କୁ ଭେଟିଲେ କୁଲଦୀପ ବିଷ୍ଣୋଇ

ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି କଂଗ୍ରେସରୁ ବହିଷ୍କୃତ ହରିୟାଣା ବିଧାୟକ କୁଲଦୀପ ବିଷ୍ଣୋଇ । ଖୁବଶୀଘ୍ର ପଦ୍ମ ଧରିବା ନେଇ ଚର୍ଚ୍ଚା । ରାଜ୍ୟସଭା କ୍ରସଭୋଟିଂ ଅଭିଯୋଗରେ ବହିଷ୍କୃତ କରିଥିଲା କଂଗ୍ରେସ । ଅଧିକ ପଢନ୍ତୁ

ନଡ୍ଡା ଓ ଶାହଙ୍କୁ ଭେଟିଲେ ବହିସ୍କୃତ କଂଗ୍ରେସରୁ ବହିସ୍କୃତ ହରିୟାଣା ବିଧାୟକ କୁଲଦୀପ ବିଷ୍ଣୋଇ

author img

By

Published : Jul 10, 2022, 1:09 PM IST

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧରେ କ୍ରସଭୋଟିଂ କରି ବହିଷ୍କୃତ ହୋଇଥିବା ହରିୟାଣା କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇ ଆଜି (ରବିବାର) ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ସାକ୍ଷାତକାର ସୌଜନ୍ୟମୂଳକ ଥିବା ନିଜ ଟ୍ବିଟରରେ ସୂଚନା ଦେଇଛନ୍ତି ବିଷ୍ଣୋଇ । ଏହାରି ମଧ୍ୟରେ କଂଗ୍ରେସରୁ ବହିଷ୍କୃତ ହେବା ପରେ ସେ ଖୁବଶୀଘ୍ର ବିଜେପିରେ ସାମିଲ ହେବା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇସାରିଛି ।

  • Expelled Congress MLA from Haryana, Kuldeep Bishnoi meets Union Home Minister Amit Shah and BJP national president JP Nadda.

    (Pics: Kuldeep Bishnoi's Twitter account) pic.twitter.com/vtKByuFyOu

    — ANI (@ANI) July 10, 2022 " class="align-text-top noRightClick twitterSection" data=" ">

ଗତ ରାଜ୍ୟସଭା ନିର୍ବାଚନରେ ବିଷ୍ଣୋଇ କ୍ରସ ଭୋଟିଂ କରିଥିବା ଅଭିଯୋଗ ହୋଇଥିଲା । ଏପରିକି ଏହି କାରଣରୁ ଦଳର ବରିଷ୍ଠ ନେତା ଅଜୟ ମାକନ ମଧ୍ୟ ସାମାନ୍ୟ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କ ଠାରୁ ପରାଜୟ ସ୍ବାଦ ଚାଖିବା ପାଇଁ ବାଧ୍ୟ ହୋଇଥିଲେ । ପରେ ବିଷ୍ଣୋଇଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା । ଏବେ ବିଷ୍ଣୋଇ ଶୀର୍ଷ ବିଜେପି ନେତାଙ୍କ ସହ ସାକ୍ଷାତ କରିବା ଘଟଣା ଖୁବଶୀଘ୍ର ସେ ପଦ୍ମ ଧରିପାରନ୍ତି ବୋଲି ଲାଗି ରହିଥିବା ଚର୍ଚ୍ଚାକୁ ଆଉ ଟିକେ ସ୍ପଷ୍ଟ କରିଛି ।

  • मैं श्री @jpnadda जी से मिलकर अति गर्वित हुआ। उनका सहज और विनम्र स्वभाव उन्हें औरों से मिलों अलग दिखाता है। उनकी सक्षम अध्यक्षता में, @bjp4india ने अभूतपूर्व ऊंचाइयों को देखा है।मैं उनके उत्तम स्वास्थ्य और दीर्घायु की कामना करता हूं। pic.twitter.com/J4iy9vnWwn

    — Kuldeep Bishnoi (@bishnoikuldeep) July 10, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.