ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 4, 2022, 7:11 PM IST

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧.Nobel Prize 2022 In Physics: ଏଥର ମିଳିତ ଭାବେ ତିନି ଜଣ ପଦାର୍ଥ ବିଜ୍ଞାନୀ ପାଇବେ ନୋବେଲ

ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ଏଥର ତିନି ଜଣ ପଦାର୍ଥ ବିଜ୍ଞାନୀ ପାଇବେ ନୋବେଲ ପୁରସ୍କାର(Nobel Prize 2022) ।

୨.ନବମୀରେ କାହିଁକି କୁମାରୀ ପୂଜା କରାଯାଏ, ଶୁଣନ୍ତୁ ପୂଜକଙ୍କ ମୁହଁରୁ

ଆଜି ପବିତ୍ର ମହାନବମୀ । ଏହି ଅବସରରେ କୁମାରୀ ପୂଜାର ପରମ୍ପରା ରହିଛି ।

୩.ଜାତୀୟ ଦଳ ଘୋଷଣା ପୂର୍ବରୁ ବିଦେଶୀ ମଦ ଓ କୁକୁଡା ବାଣ୍ଟିଲେ TRS ନେତା, ଭିଡିଓ ଭାଇରାଲ

ସାଧାରଣ ଜନତାଙ୍କୁ ବିଦେଶୀ ମଦ ଓ କୁକୁଡ଼ା ବାଣ୍ଟୁଛନ୍ତି TRS ନେତା ରାଜନାଲା ଶ୍ରୀହରି । ମଦ କୁକୁଡ଼ା ପାଇବା ଆଶାରେ ଲୋକେ ଲମ୍ବା ଲାଇନ ଲଗାଇଥିବା ଦେଖିବାକୁ ମିଳିଛି ।

୪.ଭୟଙ୍କର ହିମସ୍ଖଳନ, ଉତ୍ତରାଖଣ୍ଡର ପର୍ବତରେ ଫସିଛନ୍ତି 28ଜଣ ପର୍ବତାରୋହୀ

ଉତ୍ତରକାଶୀ ଦ୍ରୌପଦୀସ୍ଥିତ ଡାଣ୍ଡା-୨ ପର୍ବତରେ ଫସିଲେ ପର୍ବତାରୋହୀ ଟିମ୍‌ । ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ ।

୫.ଆମେରିକାରେ ଧୁମଧାମରେ ଦୁର୍ଗାପୂଜା ପାଳିଲେ ପ୍ରବାସୀ ଓଡିଆ

ଆମେରିକାରେ ପ୍ରବାସୀ ଓଡିଆ ଅନୁଷ୍ଠାନ ଫ୍ଲୋରିଆ ପକ୍ଷରୁ ଦୁର୍ଗାପୂଜା ପାଳିତ । କନ୍ୟାପୂଜନ ସହ ମନମୋହିଲା ସାମୂହିକ ଗରବା ନୃତ୍ୟ ।

୬.ଗୁଜରାଟରେ ଦେବୀ ମା ଦୁର୍ଗାଙ୍କ ମହାଆଳତୀ, ଭିଡିଓ ଭାଇରାଲ

ଶାରଦୀୟ ପୂଜାକୁ ନେଇ ସାରା ଦେଶ ଚଳଚଞ୍ଚଳ ହୋଇ ଉଠିଛି । ଗୁଜୁରାଟରେ ମହାଅଷ୍ଟମୀରେ ମା'ଙ୍କ ନିକଟରେ ମହାଆଳତୀ କରିଛନ୍ତି ଶ୍ରଦ୍ଧାଳୁ ।

୭.ଲଘୁଚାପ କ୍ଷେତ୍ର ସକ୍ରିୟ, ଉପକୂଳ ଓଡିଶାରେ ପ୍ରବଳ ବର୍ଷା

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି । ଆଗାମୀ 24 ଘଣ୍ଟା ମଧ୍ୟରେ ଆନ୍ଧ୍ର ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି ।

୮.କେବଳ ଫୁସ୍‌ଫୁସ୍ ନୁହେଁ ହାର୍ଟ ଉପରେ କୁପ୍ରଭାବ ପକାଏ COVID

କୋଭିଡ ଭୂତାଣୁ ହୃଦୟ ଟିସୁରେ ଥିବା DNA କୁ କ୍ଷତି ପହଞ୍ଚାଇଥାଏ ବୋଲି ଅଧ୍ୟୟନରୁ ଜଣାପଡିଛି ।

୯.ସୈଫ୍‌ଙ୍କ ରାବଣ ଲୁକ୍‌କୁ ନେଇ ବିବାଦ, ଖିଲଜୀଙ୍କ ସହ ତୁଳନା କଲେ ୟୁଜର୍ସ

ସୈଫ ଅଲି ଖାନଙ୍କୁ ରାବଣ ଭୂମିକାରେ ଦେଖିବା ପରେ ୟୁଜର୍ସ ରାଗି ଯାଇଛନ୍ତି । ସୈଫଙ୍କୁ ରାବଣ ଭୂମିକାରେ ମୋଗଲ ଶାସକ ଭାବେ ବର୍ଣ୍ଣନା କରୁଛନ୍ତି ।

୧୦.IND vs SA 3rd T20: ଭାରତର ବୋଲିଂ ନିଷ୍ପତ୍ତି, ଫେରିଲେ ଆୟର-ସିରାଜ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଜି ତୃତୀୟ ଟି-୨୦ ମ୍ୟାଚ ଖେଳୁଛି ଭାରତ । ଭାରତ ଟସ ଜିତି ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.