ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 2, 2022, 7:09 PM IST

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧.ପୁଜା ପାଇଁ ସତର୍କ କରାଇଲେ ଭୁବନେଶ୍ୱର DCP

ପୂଜା ସମୟରେ ରାଜଧାନୀରେ ଚୋରି ଛିନତାଇର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ଭିଡିଓ ବାର୍ତ୍ତା ଜାରି କରି ରାଜଧାନୀବାସୀଙ୍କୁ ସତର୍କ କରାଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।

୨.ICUରେ ଭର୍ତ୍ତିହେଲେ ମୁଲାୟମ ସିଂହ ଯାଦବ, ସ୍ବାସ୍ଥ୍ୟବସ୍ଥା ଗୁରୁତର

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୂଲାୟମ ସଂହ ଯାଦବ ଅସୁସ୍ଥ । ତାଙ୍କୁ ଦିଲ୍ଲୀର ମେଦାନ୍ତ ହସ୍ପିଟାଲ୍‌ର ICUରେ ଭର୍ତ୍ତି କରାଯାଇଛି ।

୩.ପଦଯାତ୍ରା ପଲିଟିକ୍ସ: ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ, ସହଯୋଗ ଲୋଡ଼ିଲେ ବିଜେଡି ସୁପ୍ରିମୋ

ଗାନ୍ଧିଜୟନ୍ତୀରୁ ବିଜେଡିର ପଦଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ନିଜେ ମୁଖ୍ୟମନ୍ତ୍ରୀ ପଦଯାତ୍ରା କରି ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ।

୪.ନୀତିଶଙ୍କୁ ଝଟକା, ବିହାର କୃଷିମନ୍ତ୍ରୀ ସୁଧାକର ସିଂହଙ୍କ ଇସ୍ତଫା

ନିଜ ବୟାନବାଜୀ ପାଇଁ ଚର୍ଚ୍ଚାରେ ରହି ଆସୁଥିଲେ ସୁଧାକର ସିଂହ । ଆଜି କୃଷି ମନ୍ତ୍ରୀପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ସୁଧାକର ସିଂହ ।

୫.ଅଜୟ ଭାଦୁ ହେଲେ ନୂଆ ଉପ ନିର୍ବାଚନ କମିଶନର

ଅଜୟ ଭାଦୁଙ୍କୁ ଉପ ନିର୍ବାଚନ କମିଶନର ଭଳି ଦାୟିତ୍ବପୂର୍ଣ୍ଣ ପଦବୀରେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର ।

୬.ତିରୁପତି ବାଲାଜୀଙ୍କ ଦର୍ଶନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ରବିବାର ଆନ୍ଧ୍ରର ତିରୁପତି ମନ୍ଦିର ପରିଦର୍ଶନ କରିଛନ୍ତି ।

୭.ପାରଳାଖେମୁଣ୍ଡିରେ ବିଜେଡିର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ବିଜେଡିର ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି ।

୮.ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ଶଦୀଦ, ଜଣେ ଆହତ

ପୁଲଓ୍ବାମାର ପିଙ୍ଗଲାନା ଠାରେ ନାକା ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ, ଜଣେ ପୋଲିସ କର୍ମୀ ଶହୀଦ ହୋଇଥିବା ବେଳେ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି ।

୯.ହକି ବିଶ୍ୱକପ: ରାଉରକେଲା ଏୟାରପୋର୍ଟ କାମ ସାରିବାକୁ କେନ୍ଦ୍ର ସଚିବଙ୍କୁ ସିଏସଙ୍କ ଚିଠି

2023 ଜାନୁଆରୀ 13ରୁ ରାଉରକେଲାରେ ହକି ବିଶ୍ବକପ ଅନୁଷ୍ଠିତ ହେବ । ରାଉରକେଲା ଏୟାରପୋର୍ଟ କାମ ତୁରନ୍ତ ସାରିବାକୁ କେନ୍ଦ୍ର ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ।

୧୦.india south africa T20 : ଟସ ଜିତି ଦ.ଆଫ୍ରିକାର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଭାରତ

ଆଜି ଦକ୍ଷିଣ ଆଫ୍ରିକା ସହିତ ଦ୍ବିତୀୟ ଟି୨୦ ମ୍ୟାଚ ଖେଳୁଛି ଭାରତ । ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.