ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 9, 2022, 3:06 PM IST

୧.ପେଗରପଡା ପଞ୍ଚାୟତ ପ୍ରତିନିଧି ଭିକ୍ଷା ମାଗିବା ଘଟଣା, ଏମିତି କହିଲେ ମନ୍ତ୍ରୀ

ପେଗରପଡା ପଞ୍ଚାୟତ ପ୍ରତିନିଧି ଭିକ୍ଷା ମାଗିବା ଘଟଣା । ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ପ୍ରତାପ ଦେବ ।

୨.ଆଜାଦି କା ଅମୃତ ମହୋତ୍ସବ, ନବରଙ୍ଗପୁରରେ ବୁଲିଲା ଅହିଂସା ରଥ

ସାରା ଦେଶ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ବୁଲିଲା ଅହିଂସା ରଥ ।

୩.ଭାଇରାଲ ହେଉଛି ପୂର୍ଣ୍ଣଚନ୍ଦ୍ରଙ୍କ ରିଲ୍ସ ଭିଡିଓ, ଜୀବନ୍ତ ହେଉଛି ପୁରୁଣା ସ୍ମୃତି

ସୋସିଆଲ ମିଡିଆରେ ଭାଇରାଲ ହେଉଛି ପୂର୍ଣ୍ଣଚନ୍ଦ୍ର ମଉସାଙ୍କ ରିଲ୍ସ ଭିଡିଓ । ଭିଡିଓରେ ଜୀବନ୍ତ ଅଭିନୟ କରି ସମସ୍ତଙ୍କ ପ୍ରିୟ ହୋଇଛନ୍ତି ପୂର୍ଣ୍ଣଚନ୍ଦ୍ର ।

୪.ସ୍ତ୍ରୀକୁ ପରକରି ପ୍ରେମିକାକୁ ବିବାହ କରିଥିବା ରସିକିଆ ସ୍ବାମୀ ଗିରଫ

ସ୍ତ୍ରୀର ପରକୀୟା ପ୍ରୀତି ଥିବା ସନ୍ଦେହ କରି ଅନ୍ୟ ଜଣେ ଯୁବତୀଙ୍କୁ ମନ୍ଦିରରେ ବିବାହ କରିଥିଲେ ସ୍ବାମୀ । ଶେଷରେ ସ୍ବାମୀର ପରକୀୟା ପ୍ରୀତି ଧରାପଡିବା ପରେ ଗିରଫ କଲା ପୋଲିସ ।

୫.ଆବାସ ଯୋଜନାର ବାସ୍ତବ ଚିତ୍ର, ପଲିଥିନ ତଳେ ବିତୁଛି ଜୀବନ

ସରକାରୀ ଯୋଜନା ପାଲଟିଛି ସାତ ସପନ । ନା ଅଛି ଖଣ୍ଡେ ପକ୍କାଘର ନା ଅନ୍ୟ କୌଣସି ସରକାରୀ ସୁବିଧା । ପଲିଥିନ ଘରେ ଜୀବନ ବିତାଉଛନ୍ତି ଗ୍ରାମବାସୀ ।

୬.ଜବଲପୁରରେ EOWର ରେଡ: ଧର୍ମଗୁରୁଙ୍କ ଘରୁ ମିଳିଲା ବିଡା ବିଡା ନୋଟ୍‌

ଟଙ୍କା ହେରଫେର ଅଭିଯୋଗରେ ଚର୍ଚ୍ଚ ଅଫ ନର୍ଥ ଇଣ୍ଡିଆ ବୋର୍ଡ ଅଫ ଏଜୁକେସନ(Church of North India Board of Education) ଅଧ୍ୟକ୍ଷ ବିଶପ ପିସି ସିଂଙ୍କ ଘରେ EOWର ଚଢାଉ ।

୭.ଜଳକଷ୍ଟ ଦୂର କରିବ ପରିବହନ ମନ୍ତ୍ରଣାଳୟ, ଉପାୟ ବତାଇଲେ ଗଡକରୀ

ରାଜରାସ୍ତା ନିର୍ମାଣ ଦ୍ବାରା ସେସବୁ ସ୍ଥାନରେ ଜଳ ସମସ୍ୟାକୁ ଦୂରୀକରଣ କରାଯାଇ ପାରିବ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।

୮.ପୁଣି MKCG ଛାତରୁ ଖସିଲା ସିଲିଂ, ଚିନ୍ତାରେ ରୋଗୀ

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର(MKCG Medical) ସୁପର ସ୍ପେଶାଲିଟି କୋଠାରୁ ପୁଣି ଖସିଲା ସିଲିଂ ।

୯.Queen Elizabeth Death: ବ୍ରିଟେନର ମହାରାଜା ହେଲେ ଯୁବରାଜ ଚାର୍ଲ୍ସ

ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ମୃତ୍ୟୁ ପରେ ମହାରାଜା ହେଲେ ଯୁବରାଜ ଚାର୍ଲ୍ସ । ୭୩ ବର୍ଷ ବୟସରେ ଚାର୍ଲ୍ସ ସବୁଠୁ ବୟସ୍କ ରାଜା ଭାବେ ରାଜମୁକୁଟ ପିନ୍ଧିବେ ।

୧୦.Jhalak dikhhla jaa: ଡ୍ୟାନ୍ସ ଝଲକ ଦେଖାଇବେ ଦୌଡରାଣୀ ଦୂତି ଚାନ୍ଦ

ଦୌଡରାଣୀ ଦୂତି ଚାନ୍ଦଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିିିଳିବ । ଡ୍ୟାନ୍ସ ରିୟଲିଟି ଶୋ ଝଲକ ଦିଖଲା ଜାରେ ପ୍ରତିଯୋଗୀ ଭାରେ ନଜର ଆସିବେ ଦୂତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.