ETV Bharat / bharat

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Oct 11, 2022, 11:04 AM IST

1.ଆଜି ମୁଲାୟମ ସିଂହ ଯାଦବଙ୍କ ଶେଷକୃତ୍ୟ, ସାମିଲ ହେବେ ଯୋଗୀ

ଆଜି ଇଟୱା ଜିଲ୍ଲା ଅନ୍ତର୍ଗତ ପୈତୃକ ଗାଁରେ ମୁଲାୟମ ସିଂହ ଯାଦବଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହେବେ ।

2.Bengal SSC Scam: TMC ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଗିରଫ

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଟିଏମସି ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଗିରଫ ।

3.୫-T ସଚିବଙ୍କ ୱାର୍ଲଡ଼ ସ୍କିଲ ସେଣ୍ଟର ପରିଦର୍ଶନ

ୱାର୍ଲଡ଼ ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି ୫-T ସଚିବ ଭି. କେ. ପାଣ୍ଡିଆନ ।

4.ସାମାନ୍ୟ ବଚସାକୁ ନେଇ ହତ୍ୟା ଉଦ୍ୟମ, ପାଦରେ କଣ୍ଟା ଫୁଟାଇଲେ ଦୁର୍ବୃତ୍ତ

ଝାଡଖଣ୍ଡରେ ଅଭାବନୀୟ ଘଟଣା, ହତ୍ୟା ଉଦ୍ଦେଶ୍ୟରେ ବ୍ୟକ୍ତିଙ୍କ ପାଦକୁ କଣ୍ଟାରେ ଆକ୍ରମଣ । ଅଳ୍ପକେ ବର୍ତ୍ତିଗଲା ଜୀବନ ।

5.International Day of Girl Child 2022: ଶିଶୁକନ୍ୟାକୁ ବୋଝ ନୁହେଁ ଆଶିର୍ବାଦ ଭାବନ୍ତୁ

ଝିଅମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର 11ରେ ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳନ କରାଯାଉଛି ।

6.କନ୍ଧମାଳ ଗର୍ଭବତୀ ଛାତ୍ରୀ ମୃତ୍ୟୁ ଘଟଣା, ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି

କନ୍ଧମାଳ ଗର୍ଭବତୀ ଛାତ୍ରୀ ମୃତ୍ୟୁ ଘଟଣା । ପୀଡିତାଙ୍କ ପରିବାରକୁ ୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲା ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ।

7.ଖଣ୍ଡୁଆଳ ମହୋତ୍ସବ ଅନୁଷ୍ଠିତ, ହଜାରେ ବର୍ଷର ଆଦିବାସୀ ସଂସ୍କୃତିର ଝଲକ ଦେଖିଲେ ଦର୍ଶକ

କଳାହାଣ୍ଡି ଜିଲ୍ଲା କଣୀଗୁମା ଗାଁରେ ଖଣ୍ଡୁଆଳ ଯାତ୍ରା ଅନୁଷ୍ଠିତ । ଏଥିରେ ହଜାରେ ବର୍ଷ ପୁରୁଣା ଆଦିବାସୀ ସଂସ୍କୃତି ଓ ପରମ୍ପରା ଦେଖିବାକୁ ମିଳିଥାଏ ।

8.ଆଜିଠୁ କଳିଙ୍ଗରେ ମହିଳା ଫୁଟବଲ ବିଶ୍ବକପ

ଆରମ୍ଭ ହେବାକୁ ଯାଉଛି ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ । ଭାରତ ଓ ଆମେରିକା ଆଜି ସନ୍ଧ୍ୟାରେ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ପରସ୍ପରକୁ ଭେଟିବେ ।
9.IND vs SA 3rd ODI: ଆଜି ନିର୍ଣ୍ଣାୟକ ଲଢେଇ, ସିରିଜ କବଜା ଲକ୍ଷ୍ୟରେ ଭାରତ

ଘରୋଇ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଆଜି ଅନ୍ତିମ ଲଢେଇ ।

10.National Games 2022: ରୌପ୍ୟ ଜିତିଲା ଓଡିଶା ମହିଳା ଫୁଟବଲ ଦଳ

ଗୁଜୁରାଟରେ ଚାଲିଥିବା 36ତମ ଜାତୀୟ କ୍ରୀଡାରେ ଫାଇନାଲରେ ପ୍ରବେଶ କରିଥିବା ଓଡିଶା ମହିଳା ପୁଟବଲ ଦଳ ରୌପ୍ୟ ପଦକ ହାସଲ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.