ETV Bharat / bharat

ମହିଳାଙ୍କୁ ଅସଦାଚରଣ କରି 8 ଗିରଫ, ଭିଡିଓ ଭାଇରାଲ

author img

By

Published : Jul 4, 2021, 10:27 AM IST

ମହାରାଷ୍ଟ୍ର ଥାନେରେ ଜଣେ ମହିଳାଙ୍କ ସମେତ ତାଙ୍କର ଦୁଇ ପୁରୁଷ ବନ୍ଧୁଙ୍କୁ ଅସଦାଚରଣ କରି 8 ଜଣ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

ମହିଳାଙ୍କୁ ଅସଦାଚରଣ କରି 8 ଗିରଫ
ମହିଳାଙ୍କୁ ଅସଦାଚରଣ କରି 8 ଗିରଫ

ମୁମ୍ବାଇ: ମହିଳାଙ୍କୁ ଅସଦାଚରଣ କରି 8 ଗିରଫ । ମହାରାଷ୍ଟ୍ର ଥାନେରେ ଜଣେ ମହିଳାଙ୍କ ସମେତ ତାଙ୍କର ଦୁଇ ପୁରୁଷ ବନ୍ଧୁଙ୍କୁ ଅସଦାଚରଣ କରି 8 ଜଣ ଗିରଫ ହୋଇଛନ୍ତି ।

ମହିଳାଙ୍କୁ ଅସଦାଚରଣ କରି 8 ଗିରଫ

ସୂଚନା ଅନୁଯାୟୀ, ମହିଳା ଜଣଙ୍କ ଉଲହାସନଗରରୁ ନିଜ ସାଙ୍ଗ ଜନ୍ମଦିନ ପାଳନ କରି ଏକ ଅଟୋରେ ଘରକୁ ଫେରୁଥିଲେ । ସେହି ସମୟରେ ଅଟୋ ଡ୍ରାଇଭର ତାଙ୍କୁ ଅସଦାଚରଣ କରିଥିଲେ । ମହିଳା ଜଣଙ୍କ ସଙ୍ଗେ ସଙ୍ଗେ ତାଙ୍କର ଦୁଇ ପୁରୁଷ ବନ୍ଧୁଙ୍କୁ ଫୋନ ଯୋଗେ ଜଣାଇଥିଲେ । ସେମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

ସେହି ସମୟରେ ଅଟୋ ଡ୍ରାଇଭର ମହିଳାଙ୍କ ସମେତ ପୁରୁଷ ବନ୍ଧୁଙ୍କୁ ରୋଡ ମଝିରେ ମାଡ ମାରିଥିଲେ । ସେହି ସମୟରେ କିଛି ଲୋକ ମଧ୍ୟ ଡ୍ରାଇଭରଙ୍କ ସହ ମିଶି ମହିଳାଙ୍କ ଚୁଟି ଘୋଷାଡି ମାଡ ମାରିବା ସହ ତାଙ୍କ ସାଙ୍ଗଙ୍କୁ ବେଲ୍ଟରେ ପିଟିଥିଲେ । ସେହି ସମୟରେ ଜଣେ ବ୍ୟକ୍ତି ଏହି ଘଟଣାର ଭିଡିଓ କରିଥିଲେ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓ ଆଧାରରେ ପୋଲିସ 8 ଜଣଙ୍କୁ ଗିରଫ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.