ନୂଆଦିଲ୍ଲୀ: ଦିଲ୍ଲୀରେ ଭୂକମ୍ପ ଝଟକା । ଆଜି ଦିଲ୍ଲୀର ପଞ୍ଜାବୀ ବାଗରେ ଭୂକମ୍ପ ଝଟକା ଅନୂଭୁତ ହୋଇଛି । ରିକ୍ଟର ସ୍କେଲରେ 2.1 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ହୋଇଥିବା ରେକର୍ଡ କରାଯାଇଛି ।
ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା ଦିଆଯାଇ କୁହାଯାଇଛି ଯେ ଆଜି ଦିଲ୍ଲୀର ପଞ୍ଜାବୀ ବାଗରେ ମଧ୍ୟାହ୍ନ 12ଟା 2ମିନିଟ ସମୟରେ ଭୂକମ୍ପ ହୋଇଥିଲା । ତେବେ କାହାର କିଛି କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ମିଳିପାରି ନାହିଁ ।
@ANI