ETV Bharat / bharat

ହିମାଚଳ ପ୍ରଦେଶରେ 4.4 ତ୍ରୀବତାର ଭୁକମ୍ପ, କ୍ଷୟକ୍ଷତିର ନାହିଁ ସୂଚନା

author img

By

Published : Nov 9, 2021, 7:10 PM IST

ହିମାଚଳ ପ୍ରଦେଶରେ ଭୂକମ୍ପ । କ୍ଷୟକ୍ଷତିର ନାହିଁ ସୂଚନା । ଅଧିକ ପଢନ୍ତୁ....

ହିମାଚଳ ପ୍ରଦେଶରେ 4.4 ତ୍ରୀବତାର ଭୁକମ୍ପ, କ୍ଷୟକ୍ଷତିର ନାହିଁ ସୂଚନା
ହିମାଚଳ ପ୍ରଦେଶରେ 4.4 ତ୍ରୀବତାର ଭୁକମ୍ପ, କ୍ଷୟକ୍ଷତିର ନାହିଁ ସୂଚନା

ଶିମଲା: ଆଜି (ମଙ୍ଗଳବାର) ହିମାଚଳ ପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.4 ମ୍ୟାଗ୍ନିଚ୍ୟୁଡ ବୋଲି ସୂଚନା ଦେଇଛି ନ୍ୟାସନାଲ ସେଣ୍ଟର ଅଫ୍ ସେସମୋଲୋଜି (NCS) ।

NCS ପକ୍ଷରୁ ଜାରି ସୂଚନା ଅନୁସାରେ, ହିମାଚଳ ପ୍ରଦେଶରେ ଅପରାହ୍ନ 4.27 ମିନିଟ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ କେନ୍ଦ୍ରସ୍ଥଳ ଜମ୍ମୁ କାଶ୍ମୀରର ଦକ୍ଷିଣ-ଦକ୍ଷିଣ-ପଶ୍ଚିମଠାରୁ ପ୍ରାୟ 92 କିଲୋମିଟର ଦୂର କିନ୍ନୋର ନିକଟବର୍ତ୍ତୀ ବୋଲ ଜଣାପଡିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.